Posted inଜାତୀୟ

ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ଉପରେ ରୋକ

ହାଇଦ୍ରାବାଦ,୬।୪: ଆନ୍ଧ୍ରପ୍ରଦେଶରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ କରିଦିଆଯାଇଛି। ବିଜ୍ଞପ୍ତିର ୮ ଦିନ ମଧ୍ୟରେ ଭୋଟିଂ ହେଉଥିବାରୁ ଆନ୍ଧ୍ର ହାଇକୋର୍ଟ ମଙ୍ଗଳବାର ଏହା ଉପରେ ରୋକ ଲଗାଇଛନ୍ତି।

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଲାଗି ଗତ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପ୍ରିଲ ୮ ତାରିଖରେ ଭୋଟିଂ ଏବଂ ୧୦ରେ ଗଣତି ହେବାର ଥିଲା। ହେଲେ ତରବରିଆ ଭାବେ ମାତ୍ର ୮ ଦିନରେ ଭୋଟ ହେବାକୁ ଥିବା ଜଣାପଡ଼ିବା ପରେ ସରକାରୀ ବିଜ୍ଞପ୍ତିକୁ ବିରୋଧୀ ଟିଡିପି, ଭାଜପା ଓ ଜନସେନା ପାର୍ଟି ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ମାମଲାର ବିଚାର କରି ନିର୍ବାଚନକୁ ସ୍ଥଗିତ ରଖିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଏଣୁ ଓଡ଼ିଶାର କୋଟିଆରେ ନିର୍ବାଚନ ମଧ୍ୟ ବନ୍ଦ ରହିବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାରଷ୍ଟ୍ରାଇକ୍‌ରେ ମରିଥିଲେ ୩୦୦ ଆତଙ୍କବାଦୀ

ନୂଆଦିଲ୍ଲୀ, ୧୦।୧: ୨୦୧୯ ଫେବୃୟାରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ସେକ୍ଟରରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହେବା ପରେ ଏହାର ପ୍ରତିଶୋଧ ନେବାକୁ...

ନିର୍ବାଚନ ହାରିଲେ କାନ୍ଦନ୍ତି କୁମାରସ୍ବାମୀ: ଭାଜପା ନେତା

ବେଙ୍ଗାଲୁରୁ,୪।୮: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍‌) ନେତା ଏଚ୍‌ଡି କୁମାରସ୍ବାମୀ ରବିବାର କହିଥିଲେ କି କର୍ନାଟକରେ ଖୁବ୍‌ଶୀଘ୍ର ନିର୍ବାଚନ ହେବ। କାରଣ ଏଠି ଭାଜପା...

ଶାହାଙ୍କ ସହ କଥା ହେଲେ ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୨(ବ୍ୟୁରୋ): ୟୁକ୍ରେନରେ ଫସି ରହିଥିବା ଓଡ଼ିଆମାନଙ୍କୁ ଉଦ୍ଧାର  ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

କ୍ଷମତାରେ ରହିବାର ଆଶୀର୍ବାଦ ଦିଅନ୍ତୁ ନାହିଁ, ସବୁବେଳେ ସେବା କରିବାକୁ ଚାହେଁ…

ନୂଆଦିଲ୍ଲୀ,୨୮।୧୧: ଦେଶର ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ଆୟୋଜିତ ହେଉଥିବା ଅମୃତ ମହୋତ୍ସବ ମନରେ ଦେଶ ଲାଗି କିଛି କରିବାର ଉତ୍ସାହ ଏବଂ ପ୍ରେରଣା ଦେଉଛି।...

୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଲେ ଭାଗୀରଥି ଆମ୍ମା

ଥିରୁଭାନନ୍ତପୁରମ୍‌,୨୦।୧୧: ୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇଛନ୍ତି ଭାଗୀରଥି ଆମ୍ମା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କେରଳରେ ଘଟିଛି ଏଭଳି ନିଆରା ଘଟଣା। କେରଳ...

ସେନାକୁ ମିଳିବ ଅଧିକ କ୍ଷମତା: ଚାଇନାକୁ ଦିଆଯିବ କଡ଼ା ଜବାବ

ନୂଆଦିଲ୍ଲୀ, ୨୧।୬: ଭାରତ ଚାଇନା ସୀମାରେ ଜାରି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିଏଡିଏସ୍‌ ବିପି ରାଓ୍ବତଙ୍କ ସମେତ ସେନାଧ୍ୟକ୍ଷ...

ବିହାରରେ ବଦଳୁଛି ରାଜନୈତିକ ପାଣିପାଗ: ମୋଦିଙ୍କ ପ୍ରଶଂସାରେ ଶତମୁଖ ହେଲା ଆରଜେଡି

ପାଟନା, ୨।୭: ବିହାରରେ ରାଜନୈତିକ ପାଣିପାଗ ଧିରେ ଧିରେ ବଦଳିବାରେ ଲାଗିଛି। ଜେଡିୟୁ ଏବଂ ଭାଜପା ମଧ୍ୟରେ ସୃଷ୍ଟି ହୋଇଥିବା ଫାଟର ଫାଇଦା ଉଠାଇବାକୁ ଚେଷ୍ଟା...

ବିନା ଲଢ଼େଇରେ ଚାଇନାକୁ ହଜାରେ ବର୍ଗ କିଲୋମିଟର ଜମି ଦେଇଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ…

ନୂଆଦିଲ୍ଲୀ, ୧୪।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏକ ଟୁଇଟ କରିଛନ୍ତି। ଚାଇନାକୁ ଭାରତ ସରକାର ଜମି ପ୍ରଦାନ...

Advertisement
Archives

Model This Week