ସତ୍ୟବାଦୀ ବ୍ଲକ ଅଫିସରେ ଭଙ୍ଗାରୁଜା: ଭାଜପା କର୍ମୀଙ୍କ ବିରୋଧରେ ଅଭିଯୋଗ
ସାକ୍ଷୀଗୋପାଳ,୧୩।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ) : ସତ୍ୟବାଦୀ ବ୍ଲକରେ ଦୁଇ ପ୍ରମୁଖ ରାଜନୈତିକ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି । ବୁଧବାର ଦିନ ଶତାଧିକ ଭାଜପା କର୍ମୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।…
୧୯ ମାସ ପରେ ଆସିଲା ‘ନୀଳ ଡ୍ରମ’ ହତ୍ୟାକାଣ୍ଡର ରାୟ: ମୁସ୍କାନ-ସାହିଲଙ୍କୁ ମୃତ୍ୟୁଦଣ୍ଡ, ବିଚାରପତି କହିଲେ…
ମୀରଟ,୧୪।୧୦: ମୀରଟର ଚର୍ଚ୍ଚିତ “ନୀଳ ଡ୍ରମ” ହତ୍ୟା ମାମଲାରେ ଅଦାଲତ ଏକ ବଡ଼ ରାୟ ଶୁଣାଇଛନ୍ତି। ନିଜ ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ପତ୍ନୀ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ପ୍ରେମୀ ସାହିଲ ଶୁକ୍ଳାଙ୍କୁ…
ସୁମନଙ୍କ ଗିରଫଦାରୀକୁ ନେଇ ବଲାଙ୍ଗୀରରେ ସରଗରମ ରାଜନୀତି: ଥାନା ଘେରାଉ କଲେ ବିଜେଡି କର୍ମୀ
ବଲାଙ୍ଗୀର,୧୪ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବିଜୁ ଛାତ୍ର ଜନତା ଦଳ ସଭାପତି ସୁମନ ନନ୍ଦଙ୍କୁ ପୋଲିସ ଗିରଫ କରିଛି । ଏବିଭିପି ଛାତ୍ର ପ୍ରତିନିଧିଙ୍କୁ ଅପହରଣ କରାଯିବା ମାମଲାକୁ ନେଇ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୁମନ ନନ୍ଦଙ୍କୁ ପୋଲିସ…
କାଲି କଲେଜ ନିର୍ବାଚନ, ବ୍ରାହ୍ମଣୀଗାଁ ଏବିଭିପି ପ୍ରାର୍ଥୀଙ୍କୁ ଉତ୍ସାହିତ କଲେ ଏମପିଙ୍କ ପ୍ରତିନିଧିଦଳ
ଦାରିଙ୍ଗବାଡି,୧୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟରେ ପ୍ରଥମଥର ପାଇଁ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ବିଭିନ୍ନ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରୟାସ ଜାରି ରହିଛି । ବୁଧବାର ଏବିଭିପି ପ୍ରାର୍ଥୀଙ୍କୁ…
ପ୍ରିନ୍ସ ୱିଲିୟମଙ୍କ ସହ କ୍ରିକେଟ୍ ଖେଳିଲେ ସୌରଭ ଗାଙ୍ଗୁଲି-ରାହାଣେ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୧୪।୧୦: ଭାରତର ପୂର୍ବତନ କ୍ରିକେଟର୍ ସୌରଭ ଗାଙ୍ଗୁଲି ଓ ଅଜିଙ୍କ୍ୟ ରାହାଣେ ପୁଣି ଥରେ କ୍ରିକେଟ୍ ଖେଳୁଥିବାର ନଜର ଆସିଛନ୍ତି । ତେବେ ଏଥର ଏହି ମ୍ୟାଚ୍ର କାରଣ ଥିଲା କିଛି ଖାସ୍। ଦୁହେଁ ବ୍ରିଟେନର ପ୍ରିନ୍ସ ୱିଲିୟମଙ୍କ ସହ କ୍ରିକେଟ୍…
କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି, ବିକ୍ରି ହେବ ଏହି ବ୍ୟାଙ୍କ
ନୂଆଦିଲ୍ଲୀ,୧୪ା୧୦: IDBI ବ୍ୟାଙ୍କର ରଣନୈତିକ ବିନିବେଶ ପ୍ରକ୍ରିୟାକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ଏହି ନିଷ୍ପତ୍ତି ଅନୁଯାୟୀ, କେନ୍ଦ୍ର ସରକାର ଓ ଭାରତୀୟ ଜୀବନ ବୀମା ନିଗମ (LIC) ମିଳିତ ଭାବେ IDBI ବ୍ୟାଙ୍କର ୬୦.୭୨ ପ୍ରତିଶତ ଅଂଶଧନ କାନାଡାର…
ବଲାଙ୍ଗୀର ଜିଲା ବିଜୁ ଛାତ୍ର ଜନତା ଦଳ ସଭାପତି ସୁମନ ନନ୍ଦଙ୍କୁ ଗିରଫ କଲା ପୋଲିସ
ବଲାଙ୍ଗୀର,୧୪ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବିଜୁ ଛାତ୍ର ଜନତା ଦଳ ସଭାପତି ସୁମନ ନନ୍ଦଙ୍କୁ ପୋଲିସ ଗିରଫ କରିଛି। ଏବିଭିପି ଛାତ୍ର ପ୍ରତିନିଧିଙ୍କୁ ଅପହରଣ କରାଯିବା ମାମଲାକୁ ନେଇ ବଲାଙ୍ଗୀର ଜିଲା ଛାତ୍ର ସଭାପତି ସୁମନ ନନ୍ଦଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।…
ଘରୁ ଟାଙ୍ଗିଆ ଧରି ବାହାରି ଯାଇଥିଲେ କିକିରା, ନାଳରୁ ମିଳିଲା ମୃତଦେହ
ତୁମୁଡ଼ିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଭଣ୍ଡାରଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ବାରାବଣ ଗ୍ରାମର ଗୁଦୁଗୁଦା ନାଳର ବାଦୀମୁଣ୍ଡା ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ବୁଧବାର ପୂର୍ବାହ୍ନରେ ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମାସ୍କାଗୁଡ଼ା…
ଜଙ୍ଗଲ ଭିତରେ ତାଳପତ୍ର କୁଡ଼ିଆରେ ବିତୁଛି ୫ ପରିବାରର ଜୀବନ, ପ୍ରଶାସନର ନଜର ପଡୁନି
ପୁରୁଷୋତ୍ତମପୁର,୧୪ା୧୦(ସବିତା ମିଶ୍ର): ‘ବିକଶିତ ଭାରତ ଓ ବିକଶିତ ଓଡ଼ିଶା’ ନାରା ଭିତରେ ଲୁଚି ରହିଛି ଗରିବୀର କରୁଣ ଚିତ୍ର। ଗଞ୍ଜାମ ଜିିଲା ଖଲ୍ଲିକୋଟ ନିର୍ବାନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକ କେ.ଏନ.ପୁର ପଞ୍ଚାୟତର ବାଗଦେବୀ ଛକ ନିକଟରେ ଥିବା ପାହାଡ଼ ତଳେ ଦୀର୍ଘ…
ଟି-୨୦ ରାଙ୍କିଂରେ ଚମକିଲେ ଶ୍ରେୟସ ଆୟର, ଟପ୍-୫ କିଏ କେଉଁ ସ୍ଥାନରେ ଦେଖନ୍ତୁ…
ନୂଆଦିଲ୍ଲୀ,୧୪।୧୦: ଟି-୨୦ ବ୍ୟାଟିଂ ରାଙ୍କିଂରେ ବଡ଼ ଲମ୍ଫ ମାରିଛନ୍ତି ଭାରତୀୟ ବ୍ୟାଟର ଶ୍ରେୟସ ଆୟର। ବୁଧବାର (ଅକ୍ଟୋବର ୧୪) ପ୍ରକାଶିତ ନୂଆ ରାଙ୍କିଂରେ ସେ ୩ଟି ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ଆୟରଙ୍କ ରେଟିଂ ୭୯୮ ରହିଛି। ଏହା…
ମୋଦିଙ୍କୁ ନେଇ ବଡ଼ କଥା କହିଲେ ମେରି, CJPକୁ ଆମେରିକାରୁ ମିଳୁଛି….
ନୂଆଦିଲ୍ଲୀ,୧୪।୧୦: ଭାରତର ରାଜନୈତିକ ପ୍ରସଙ୍ଗକୁ ନେଇ ପୁଣି ଥରେ ବଡ଼ ବୟାନ ଦେଇଛନ୍ତି ଆମେରିକୀୟ ଗାୟକ ମେରି ମିଲବେନ । CJP ନେତାମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଦାବିରେ ଆନ୍ଦୋଳନ ଚଳାଇଥିବା ବେଳେ, ଏହି ସଂଗଠନକୁ…
ସରକାରଙ୍କୁ ଚେତାବନୀ ଦେଲେ ଅଭିନେତା ପ୍ରକାଶ ରାଜ, ଜନ୍ତରମନ୍ତର ହେବ….
ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ପ୍ରଦର୍ଶନକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ ମୁହଁ ଖୋଲିଛନ୍ତି ଅଭିନେତା ପ୍ରକାଶ ରାଜ । କକରୋଚ୍ ଜନତା ପାର୍ଟି (CJP)ର ସଦସ୍ୟ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଅଟକ ରଖାଯିବା ଏବଂ ଜନ୍ତର…

