Home Left

ପ୍ରତିଦିନ ୪୦ଟା ଅଣ୍ଡା ଖାଉଥିଲେ ଏହି ପ୍ରସିଦ୍ଧ ଅଭିନେତା

ସାଉଥ୍‌ ସୁପରଷ୍ଟାର ରାଣା ଡାଗୁବତୀ ଡିସେମ୍ବର ୧୪ ଅର୍ଥାତ୍‌ ଆଜି ତାଙ୍କ ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଚାରିଆଡୁ ତାଙ୍କୁ ଜନ୍ମଦିନ ଶୁଭେଚ୍ଛାର ସୁଅ ଛୁଟୁଛି। ଦକ୍ଷିଣ ଭାରତୀୟ ଫିଲ୍ମ ଜଗତ ଠାରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ…

ନୂଆ ସହଯୋଗୀଙ୍କ ହାତ ଧରିଲା ଭାଜପା

ଗୁଆହାଟୀ, ୧୪।୧୨(ପି.ଟି.): ଆସାମ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍‌ କାଉନ୍‌ସିଲ୍‌ (ବିଟିସି)କୁ ନିଜ ଅକ୍ତିଆରରେ ରଖିବା ଲାଗି ଭାଜପା ଏହାର ସହଯୋଗୀ ଦଳ ବିପିଏଫ୍‌କୁ ଛାଡ଼ି ଅନ୍ୟ ଏକ ଦଳର ହାତ ଧରିଛି। ବୋଡୋ ଅଧ୍ୟୁଷିତ ଅଞ୍ଚଳର ସ୍ବୟଂଶାସନ ସଂସ୍ଥା ବିଟିସିର ୪୦ ଆସନ…

ଭାଜପା ମମତାଙ୍କୁ ହତ୍ୟା କରିପାରେ: ଟିଏମ୍‌ସି

ଭାଙ୍ଗର୍‌,୧୪।୧୨: ଭାଜପା ନିର୍ବାଚନ ଜିତିବାରେ ବିଫଳ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିପାରେ ବୋଲି ବରିଷ୍ଠ ଟିଏମ୍‌ସି ନେତା ସୁବ୍ରତ ମୁଖାର୍ଜୀ ଅଭିଯୋଗ କରିଛନ୍ତି। ଅପରାଧ ଘଟାଇବା ପାଇଁ ଗୈରିକ ଦଳ ଲୋକଙ୍କୁ ଭଡ଼ାରେ…

ଆଶ୍ରମରୁ ଶିଶୁକନ୍ୟାକୁ ନେଇଗଲେ ଭାଜପା ବିଧାୟକ

ବରେଲି, ୧୪ା୧୨: ଉତ୍ତରପ୍ରଦେଶର ବରେଲିସ୍ଥିତ ଏକ ଅନାଥ ଆଶ୍ରମରୁ ଜଣେ ଏକ ବର୍ଷୀୟ ଶିଶୁ କନ୍ୟାକୁ ଭାଜପା ବିଧାୟକ ରାଜେଶ ମିଶ୍ର ବେଆଇନ ଭାବେ ନେଇଯାଇଥିବା ଅଭିଯୋଗ ହୋଇଛି। ଆଇନଗତ ଉପାୟରେ ବିନା କୌଣସି କାଗଜପତ୍ରରେ ବିଧାୟକ ଗତ ସପ୍ତାହରେ କନ୍ୟାକୁ…

ସର୍ବୋଚ୍ଚ ନେତାଙ୍କ ଉତ୍ତରାଧିକାରୀ ଖୋଜା

ତେହେରାନ,୧୪ା୧୨: ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ସ୍ବାସ୍ଥ୍ୟକୁ ନେଇ ଉଠୁଥିବା ଗୁଜବରୁ ଗୋଟିଏ ପ୍ରଶ୍ନ ଛିଡ଼ାହୋଇଛି। ତାହା ହେଉଛି ଯଦି ସେ ଅଧିକ ରୋଗାକ୍ରାନ୍ତ ହୁଅନ୍ତି ଅଥବା ତାଙ୍କର ମୃତ୍ୟୁ ଘଟେ ତେବେ କ’ଣ ହେବ? କିଏ ହେବେ…

ବିମାନବନ୍ଦରରେ ହଜିଗଲା ହୀରା ମୁଦି, ଟୁଇଟ୍‌ କରି ସହାୟତା ମାଗିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଜୁହି ଚାୱଲାଙ୍କ ଏକ ହୀରା ମୁଦି ମୁମ୍ବାଇ ବିମାନବନ୍ଦରରେ ହଜି ଯାଇଛି। ଏଥିପାଇଁ ସେ ଟୁଇିଟ କରି ଲୋକଙ୍କ ସାହାଯ୍ୟ ଲୋଡିଛନ୍ତି। ଗତ ୧୫ ବର୍ଷ ଧରି ଏହି ହୀରା ମୁଦି ପିନ୍ଧିଥିଲେ, ଯଦି କେହି ସେମାନଙ୍କୁ…

କ୍ଷତିପୂରଣ ମାଗିଲେ ରୋହିଙ୍ଗ୍ୟା ବିଧବା

ନୂଆଦିଲ୍ଲୀ,୧୪ା୧୨: ୨୦୧୭ରେ ମ୍ୟାନ୍‌ମାରରେ ସାମରିକ କାର୍ଯ୍ୟାନୁଷ୍ଠାନ ବେଳେ ପ୍ରାଣ ହରାଇଥିବା ଜଣେ ମତ୍ସ୍ୟଜୀବୀଙ୍କ ବିଧବା ସ୍ତ୍ରୀ ଦେଶର ମାନବାଧିକାର କମିଶନ ନିକଟରେ ୨ ନିୟୁତ ଡଲାର କ୍ଷତିପୂରଣ ଦାବି କରି ଏକ ପିଟିଶନ ଦାଏର କରିଛନ୍ତି। ଦେଶର ସଶସ୍ତ୍ର ସେନା ପଶ୍ଚିମାଞ୍ଚଳ…

ସ୍ବାମୀଙ୍କୁ ଧକ୍କା ମାରି କାର୍‌ରୁ ବାହାର କରିଦେଲେ ପ୍ରିୟଙ୍କା ଚୋପ୍ରା

ଗ୍ଲୋବାଲ ଷ୍ଟାର ଦମ୍ପତି ନିକ୍‌ ଜୋନାସ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ଇତିମଧ୍ୟରେ ଦୁଇ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଉଭୟ ନିଜ ରାଜକୀୟ ବିବାହର କିଛି ଫଟୋ ଶେୟାର କରିଥିଲେ। ବିବାହର ଦୁଇ ବର୍ଷ ପରେ ପ୍ରିୟଙ୍କା ଏବଂ…

ବୁନ୍ଦା ପାଣିରେ ବଗିଚା

ଭୁବନ, ୧୪।୧୨(ଡି.ଏନ.ଏ.) କୁଙ୍କୁମଠାରୁ କର୍ପୁର। ହେନାଠୁ ହରିଡ଼ା। ସେଓ, ନାସପାତି, ବେଲ ଭଳି ଜାତିଜାତିକା ଫଳଗଛ। ତା’ ସାଙ୍ଗକୁ ଜାଇଫଳ, ଲବଙ୍ଗ, ହେଙ୍ଗୁ ଭଳି ମସଲାଜାତୀୟ ଗଛ। ପରିତ୍ୟକ୍ତ ସାଲାଇନ ବୋତଲ, ଇଲେକ୍ଟ୍ରି ପାଇପ୍‌ରେ ହୋଇଛି ବୁନ୍ଦା ଜଳସେଚନ ବ୍ୟବସ୍ଥା। ଦେଢ଼…

ଜଗା ପାଇଁ ଉଚ୍ଛନ୍ନ ଜନମନ

ଅନୁଗୋଳ ଅଫିସ, ୧୪।୧୨:  ଆସନ୍ତା ୨୩ ତାରିଖରେ ଭକ୍ତଙ୍କ ପାଇଁ ବଡ଼ଦେଉଳ ଦ୍ୱାର ଖୋଲିବାକୁ ଛତିଶାନିଯୋଗ ବୈଠକରେ ଆଲୋଚନା ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ କହିବା ପରେ ଆଉ ସମ୍ଭାଳି ହେଉନି ଶ୍ରଦ୍ଧାଳୁଙ୍କ ମନ। ଦୀର୍ଘ ୯ ମାସ ହେଲା ଜଗା ଦର୍ଶନରୁ…

ଅନିଲ ବିଜଙ୍କ ନିକଟରେ ଆଡଭାନ୍ସ କରୋନା ଲକ୍ଷଣ

ଚଣ୍ଡିଗଡ଼,୧୪ ।୧୨: ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କରୋନାରେ ସଂକ୍ରମିତ ହୋଇଥିଲେ । ରବିବାର ତାଙ୍କୁ ପିଜିଆଇଏମ୍‌ଏସ୍ ହସ୍ପିଟାଲର ଭର୍ତ୍ତି କରାଯାଇଛି । ତାଙ୍କ ନିକଟରେ ଆଡଭାନ୍ସ କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କୁ ପିଜିଆଇଏମ୍‌ଏସ୍ ରେ ଭର୍ତ୍ତି କରାଯାଇଥିବା ସୂଚନା…

ନିଯୁକ୍ତି ପରିବର୍ତ୍ତେ ଛଟେଇ, ଧାରଣାରେ କୋଭିଡ ଯୋଦ୍ଧା ନର୍ସ

ବଲାଙ୍ଗୀର ଅଫିସ, ୧୪ା୧:  କରୋନା ମହାମାରୀ ରାଜ୍ୟବାସୀଙ୍କୁ ଅତିଷ୍ଠ କରିଥିବାବେଳେ ରାଜ୍ୟ ସରକାର ଚିନ୍ତାରେ ପଡିଥିଲେ। ଏଭଳି ସଙ୍ଗୀନ ସମୟରେ ଲୋକଙ୍କ ସେବା କରିବା ପାଇଁ ରାଜ୍ୟ ସରକାରଙ୍କ ଡାକରାରେ ନର୍ସ ଓ ସ୍ବାସ୍ଥ୍ୟକର୍ମୀମାନେ ଆଗେଇ ଆସିଥିଲେ। ସେମାନଙ୍କ ସେବାକୁ ସ୍ବୀକୃତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri