ଯାତ୍ରୀବାହୀ ବସ୍‌ରେ ନିଆଁ

ଉଦଳା,୧୦।୪: ମୟୂରଭଞ୍ଜ ଜିଲା ଉଦଳା ବସ୍‌ଷ୍ଟାଣ୍ଡଠାରୁ ୧ କି.ମି. ଦୂର ଉଦଳା-କପ୍ତିପଦା କେନାଲ ଛକ ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗି ଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୨୦ରୁ ଅଧିକ ଯାତ୍ରୀଙ୍କୁ ଧରି ଉଦଳାରୁ ପଦ୍ମପୋଖରୀ, ଔପଦା ଅଭିମୁଖେ ଯାଉଥିବା ‘ଜୟ ଜଗନ୍ନାଥ’ ନାମକ ଏକ ଘରୋଇ ବସ୍‌ରେ ନିଆଁ ଲାଗି ଧୂଆଁ ବାହାରିଥିଲା । ଏହା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଖବର ପାଇ ଉଦଳା ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଶର୍ଟ୍‌ ସର୍କିଟରୁ ବସ୍‌ରେ ନିଆଁ ଲାଗିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଯାବତ୍‌ ରାଜ୍ୟରେ କରୋନା ଆକ୍ରାନ୍ତ ନାହାନ୍ତି, ବନ୍ଦ ହେବନି ସ୍କୁଲ: ମନ୍ତ୍ରୀ

ଭୁବନେଶ୍ୱର,୪।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ସଂକ୍ରମଣ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି। ଇତିମଧ୍ୟରେ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୮ ଛୁଇଁଲାଣି। ରାଜ୍ୟରେ ୧୧୫ଜଣଙ୍କୁ...

ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ବୈଠକ

ପୁରୁଣା ଭୁବନେଶ୍ୱର, ୧୯।୩ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ଏକ ପ୍ରଶାସନିକସ୍ତରୀୟ ବୈଠକ ନୂତନ କାର୍ଯ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା ଜିଲାପାଳ...

୮ମ ଜିଲା ମହୋତ୍ସବ ଉଦ୍‌ଘାଟିତ, ସୁପ୍ତ ପ୍ରତିଭା ଜାଗ୍ରତ କରିବା ମହୋତ୍ସବର ଲକ୍ଷ୍ୟ

ଅନୁଗୋଳ ଅଫିସ୍‌, ୧୨।୨ – ଅନୁଗୋଳ ଷ୍ଟାଡିୟମଠାରେ ମଙ୍ଗଳବାର ୮ମ ଜିଲା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ...

କାର୍ଯ୍ୟକାରୀ ହେଉନାହିଁ ବୋଟ୍‌ ରୁଲ୍‌ସ

କେନ୍ଦ୍ରାପଡ଼ା ଅଫିସ, ୨୭ା୬: ଗତ ୧୯ ତାରିଖରେ ମହାକାଳପଡା ବ୍ଲକ ପୀତାପାଟ ଗ୍ରାମ ନିକଟ ମହାନଦୀରେ ଡଙ୍ଗା ଓଲଟିବାରୁ ୫ ଶ୍ରମିକ ପହଁରି ନିଜ ଜୀବନ...

ନିଯୁକ୍ତି ମେଳା: ୧,୩୪୬ ଆଶାୟୀ ପଞ୍ଜୀକୃତ

ଢେଙ୍କାନାଳ ଅଫିସ, ୧।୧୧: ଢେଙ୍କାନାଳ ସହରସ୍ଥିତ ମହିଷାପାଟ ପଲ୍ଲିଶ୍ରୀ ମେଳା ପଡ଼ିଆରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସୋମବାର...

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲେ

ବାରଙ୍ଗ,୨୬।୬(ଡି.ଏନ୍‌.ଏ.): ପ୍ରେମ ପାଇଁ ନିଜ ମଥାର ସିନ୍ଦୂର ପୋଛିଲା ସ୍ତ୍ରୀ। ଭୁଲିଗଲା ସାତଜନ୍ମର ସମ୍ପର୍କକୁ। ପ୍ରେମିକ ସହ ମିଶି ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା...

ଭିଜିଲାନ୍ସ ଜାଲରେ କପ୍ତିପଦା ନେସ୍କୋ କାର୍ଯ୍ୟାଳୟର ଯନ୍ତ୍ରୀ

କପ୍ତିପଦା,୧୩।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ନେସ୍କୋ କାର୍ଯ୍ୟାଳୟର ଯନ୍ତ୍ରୀ ଇଂ. ଅଶ୍ୱନୀ କୁମାର ଦାସଅଧିକାରୀ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତେବେ ସେ ଗାଡ଼ିଭଡା ବାବଦକୁ...

ଚୋରି ସମ୍ପର୍କରେ ନ ମାନିବାରୁ ପିଟି ମାରିଦେଇଥିଲେ

ଖୋର୍ଦ୍ଧା ଅଫିସ,୨୭ା୮: ଖୋର୍ଦ୍ଧା ଟାଉନ ଥାନା ଅଧୀନ ପୁବୁସାହିର ବାସୁଦେବ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ଶନିବାର ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ...

Advertisement
Archives

Model This Week