Posted inଜାତୀୟ

ଇସିଙ୍କ ନୋଟିସର ଏଭଳି ଜବାବ ଦେଲେ ମମତା

ନୂଆଦିଲ୍ଲୀ,୧୦।୪: କେନ୍ଦ୍ରୀୟ ସୁରକ୍ଷା ବଳ ପ୍ରତି ମନ୍ତବ୍ୟକୁ ନେଇ ନିର୍ବାଚନ କମିଶନଙ୍କ ନୋଟିସ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଜବାବ ରଖିଛନ୍ତି। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‌) ପ୍ରତି ତାଙ୍କର ସର୍ବୋଚ୍ଚ ସମ୍ମାନ ରହିଛି। ତେବେ ଭୋଟରମାନଙ୍କୁ ସିଏପିଏଫ୍‌ ଭୟଭୀତ କରାଇ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସପକ୍ଷରେ ଭୋଟ ଦେବା ନିମନ୍ତେ ପ୍ରଭାବିତ କରୁଥିବା ଗୁରୁତର ଅଭିଯୋଗ ଆସଛି। ଟିଏମ୍‌ସି ପକ୍ଷରୁ ଅନେକ ଏତଲା ଦାଏର ହୋଇଥିଲେ ହେଁ ମାତ୍ର ଅଳ୍ପ କେତୋଟିର ସମାଧାନ ହୋଇଛି। କେନ୍ଦ୍ରୀୟ ବଳ ବିରୋଧରେ ମନ୍ତବ୍ୟ ଦେଇ ସେ ନିର୍ବାଚନ ଆଚରଣ ବିଧି କିମ୍ବା ଭାରତୀୟ ଦଣ୍ଡ ସଂହିତା(ଆଇପିସି)ର କୌଣସି ଧାରାର ଉଲ୍ଲଂଘନ କରି ନ ଥିବା ମମତା କହିଛନ୍ତି। ଇସିଙ୍କ ଆଗରେ ମମତା ଭାଷଣର କିଛି ଅଂଶ ମଧ୍ୟ ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ-ସ୍ବାମୀଙ୍କ ଘର କଳି ପଦାରେ, ଭାଜପା ମନ୍ତ୍ରୀ ସ୍ବାତୀ ସିଂଙ୍କ ଟିକଟ କଟିଲା…

ଲକ୍ଷ୍ନୌ, ୨।୨ : ଉତ୍ତରପ୍ରଦେଶର ଲକ୍ଷ୍ନୌର ସରୋଜିନୀନଗର ଆସନରୁ ଭାଜପା ମନ୍ତ୍ରୀ ସ୍ବତୀ ସିଂଙ୍କ ଟିକଟକୁ କଟା ଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଏଭଳି...

ମା’ ଚାଲିଯିବା ପରେ ଗୀତାଙ୍କ ଆଖିରେ ଲୁହ

ନୂଆଦିଲ୍ଲୀ, ୭।୮: ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ବହିର୍ବ୍ୟାପାର ମନ୍ତ୍ରୀ ଥିବା ସୁଷମା ସ୍ବରାଜ ନିଜ କାର୍ଯ୍ୟକାଳ ଏମିତି କିଛି କାମ କରିଛନ୍ତି, ଯାହାକୁ ଲୋକେ...

ଆସନ୍ତା ବର୍ଷ ଜାନୁୟାରୀରେ ଲାଗୁ ହୋଇପାରେ ସିଏଏ: ବିଜୟଭର୍ଗିୟ

ନୂଆଦିଲ୍ଲୀ,୬ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା କୈଳାଶ ବିଜୟଭର୍ଗିୟ ନାଗରିକ ସଂଶୋଧନ ଆଇନ(ସିଏଏ)ଆସନ୍ତା ବର୍ଷ ଜାନୁୟାରୀରେ ଲାଗୁ ହୋଇପାରେ ବୋଲି କହିଛନ୍ତି ।...

ବୁଷ୍ଟର ଡୋଜ ପାଇଁ ଦେବାକୁ ହେବ ୬୦୦ ଟଙ୍କା

ନୂଆଦିଲ୍ଲୀ,୮।୪: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ଏଣିକି ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ କରୋନାର ବୁଷ୍ଟର ଡୋଜ ଦିଆଯିବ। ତେବେ ଏହା ମାଗଣାରେ ମିଳିବ ନାହିଁ।...

ଶ୍ରୀକୃଷ୍ଣ ଜନ୍ମଭୂମି ପ୍ରସଙ୍ଗ ମାମଲା: ଶାହି ଇଦ୍‌ଗାହ ସର୍ଭେ ନିର୍ଦ୍ଦେଶ…

ମଥୁରା,୨୪।୧୨ : ମଥୁରାର ଏକ ସ୍ଥାନୀୟ ଅଦାଲତ ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦ୍‌ଗାହ ବିବାଦ ମାମଲାରେ ବାରାଣସୀର ଜ୍ଞାନବାପି ମାମଲାରେ ଇଦ୍‌ଗାହ ଉପରେ ସର୍ଭେ...

କରୋନା ପରେ ଏବେ ଚିନ୍ତା ବଢ଼ାଉଛି ବ୍ଲାକ୍‌ ଫଙ୍ଗସ୍‌: ଦିଲ୍ଲୀରେ ୧୯୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୧।୫: ରାଜଧାନୀ ଦିଲ୍ଲୀରେ ପ୍ରଥମେ କରୋନା ଭାଇରସ୍‌ ଆଉ ଏବେ ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ ଖେଳାଇବାରେ ଲାଗିଛି। ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ସହ ମୁକାବିଲା କରିବା...

ନୀତିଶଙ୍କ ରଣନୀତି: ୬ ଜଣିଆ ଦଳ ଉପରେ ଦାୟିତ୍ୱ

ପାଟନା, ୨୮।୯: ଆଗକୁ ବିହାରରେ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ବାଚନ ସ୍ବତନ୍ତ୍ର ରଣନୀତି ଆପଣେଇବା ସହିତ ଏହାର ଦାୟିତ୍ୱ ୬...

ପୁଞ୍ଛ-ଜମ୍ମୁରେ ସେନା ଗାଡ଼ିରେ ନିଆଁ ଲାଗିବା ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଶ୍ରୀନଗର,୨୦।୪: ଜମ୍ମୁ-କଶ୍ମୀରର ପୁଞ୍ଛରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପୁଞ୍ଛ-ଜମ୍ମୁ ନ୍ୟାସନାଲ ହାଇଓ୍ବେରେ ସେନା ଟ୍ରକରେ ଭୟଙ୍କର ନିଆଁ ଲାଗିବା ଘଟଣାରେ ୫ଜଣ ଯବାନ...

Advertisement
Archives

Model This Week