Home Left

ପିଏମ୍‌ କେୟାର ପାଣ୍ଠିକୁ ଚାଇନା-ପାକିସ୍ତାନରୁ ଅନୁଦାନ: କିଏ ଦେଇଛି, କେତେ ଦେଇଛି

ନୂଆଦିଲ୍ଲୀ,୧୬।୧୨: ପିଏମ୍‌ କେୟାର ପାଣ୍ଠିକୁ ଚାଇନା,ପାକିସ୍ତାନ ଏବଂ କତାରରୁ ଅନୁଦାନ ଆସିଛି। ତେବେ ଏସବୁ ଅନୁଦାନ କିଏ ଦେଇଛି ଓ କେତେ ଦେଇଛି ସେ ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଉଦ୍ୟମ ଆରମ୍ଭ ହୋଇଛି। କଂଗ୍ରେସ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୦୭ କରୋନା ପଜିଟିଭ: ଆଖିବୁଜିଲେ ୫

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ବୁଧବାର ୪୦୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୪୭୯୬ରେ…

ସ୍ବଭାବରେ ବହୁତ ରାଗି ଏହି ଭାରତୀୟ କ୍ରିକେଟର: ପାକିସ୍ତାନର ଇନ୍ଜାମାମଙ୍କ ସହ ବି କରିଥିଲେ ଝଗଡ଼ା

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ଦଳର ପୂର୍ବ ଅଧିନାୟକ ତଥା ଦିଗ୍ଗଜ ବୋଲର ଅନିଲ କୁମ୍ବଲେ ଟେଷ୍ଟ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍‌ ନେଇଥିବା ଖେଳାଳି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ସେ ୧୩୨ ଟେଷ୍ଟ ମ୍ୟାଚ୍‌ରେ ୬୧୯ ଉଇକେଟ ନେଇଛନ୍ତି। ଗୋଟିଏ ପାଳିରେ…

୩୦୦ ସ୍କୁଲ ଶିକ୍ଷାର୍ଥୀଙ୍କୁ ଅପହରଣ କଲେ ବୋକୋ ହାରାମ ଆତଙ୍କବାଦୀ

ଅବୁଜା,୧୬।୧୨: ନାଇଜେରିଆରେ ବୋକୋ ହାରାମ ଆତଙ୍କବାଦୀମାନେ ୩୦୦ ସ୍କୁଲ ଶିକ୍ଷାର୍ଥୀଙ୍କୁ ଅପହରଣ କରିଛନ୍ତି। ଉତ୍ତରପଶ୍ଚିମ ନାଇଜେରିଆରେ ଥିବା କାଟସିନା ରାଜ୍ୟର କାନକାରାସ୍ଥିତ ସରକାରୀ ସାଇନ୍ସ ସେକେଣ୍ଡାରୀ ସ୍କୁଲର ୩୩୩ ଜଣ ଶିକ୍ଷାର୍ଥୀ ଗତ ଶୁକ୍ରବାରଠାରୁ ନିଖୋଜ ରହିଥିବା ସ୍ଥାନୀୟ ଗଭର୍ନର ଆମିନୁ…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଶିକ୍ଷକ

ବରଗଡ଼ ଅଫିସ,୧୬।୧୨: ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଗଣ୍ଠିଆପାଲି ଗ୍ରାମସ୍ଥିତ ପଞ୍ଚାୟତ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ବାସଭବନରେ ବୁଧବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାଣିଗ୍ରାହୀଙ୍କ ତିଲେଇମାଲ,…

ସବୁଠୁ ମୋଟା ହେବାକୁ ଚାହୁଁଥିଲେ ଯୁବତୀ, ହେଲେ ପ୍ରେମିକଙ୍କ ପାଇଁ….

ମେଦବହୁଳତା ଦୁନିଆର ସବୁଠୁ ବଡ଼ ସମସ୍ୟା। ଶରୀରରୁ ଚର୍ବି କମ୍‌ କରିବା ପାଇଁ ଲୋକେ ଡାଇଟ୍‌ ଠାରୁ ଆରମ୍ଭ କରି ଜିମ୍‌ ଯିବା ପର୍ଯ୍ୟନ୍ତ ବହୁତ ପରିଶ୍ରମ କରିଥାନ୍ତି। ହେଲେ ଆମେରିକାର ଟେକ୍ସାସରେ ରହୁଥିବା ମୋନିକା ରୁଲେ ଏହାର ଠିକ୍‌ ଓଲଟା…

ବିବାହ କରିବେ ଟେଲିଭିଜନ କୁଇନ୍‌ ଏକତା !

ବମ୍ବେ: ଟେଲିଭିଜନ କୁଇନ୍‌ ଏକତା କପୁର କରିବେ ବିବାହ। ୪୫ ବର୍ଷୀୟ ଏକତା ବନ୍ଧୁ ତନବୀର ବୁକଓ୍ବାଲାଙ୍କ ହାତ ଧରିବେ। ଖୋଲାଖୋଲି ନ ହେଲେ ବି ପ୍ରଶଂସକଙ୍କୁ ଇସାରା ଇସାରାରେ ଏହା କହିଛନ୍ତି ଏକତା। ଇନଷ୍ଟାଗ୍ରାମରେ ବେଶ୍‌ ଆକ୍ଟିଭ ଥିବା ଏକତା…

ନୂଆ ସଂସଦ ପରି ଦେଖିବାକୁ ଏହି ମନ୍ଦିର

ମଧ୍ୟପ୍ରଦେଶର ବିଦିଶାର ବିଜୟ ମନ୍ଦିର ଏବଂ ଭାରତର ନୂଆ ସଂସଦ ଗୃହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ଦେଖିବା ପରେ ଅନେକ ୟୁଜର ନୂଆ ସଂସଦ ଭବନକୁ ଆମେରିକାର ପେଣ୍ଟାଗନର ନକଲ ବୋଲି କହୁଛନ୍ତି।…

୩ ରାଜ୍ୟରେ ୪୦ ପ୍ରତିଶତ ବାଲ୍ୟ ବିବାହ ମାମଲା

ନୂଆଦିଲ୍ଲୀ,୧୬।୧୨: ଦେଶର ୩ ରାଜ୍ୟରେ ୪୦ ପ୍ରତିଶତ ବାଲ୍ୟ ବିବାହ ମାମଲା ଘଟୁଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ବିହାର, ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ ଏଭଳି ମାମଲା ଘଟୁଛି। ଏସବୁ ରାଜ୍ୟରେ…

ବଳାତ୍କାରୀଙ୍କୁ ଆଉ କ୍ଷମା ନାହିଁ: କରି ଦିଆଯିବ ନପୁଂସକ

ଇସଲାମାବାଦ୍‌,୧୬।୧୨: ବଳାତ୍କାରୀଙ୍କୁ ଏବେ ପାକିସ୍ତାନରେ ଆଉ କ୍ଷମା ଦିଆଯିବ ନାହିଁ। ଦୋଷୀଙ୍କୁ ନପୁଂସକ କରି ଦିଆଯିବ। ଏନେଇ ଏକ କ୍ୟାବିନେଟ୍‌ ପ୍ରସ୍ତାବକୁ ରାଷ୍ଟ୍ରପତି ଆରଫ୍‌ ଆଲଭି ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା ଏହା ଏବେ ଆଇନରେ ପରିଣତ ହୋଇଛି। ରାସାୟନିକ ପଦାର୍ଥ ବ୍ୟବହାର…

ସ୍ତନ୍ୟପାନ କରି ଆଖିବୁଜିଲା ୩ ମାସର ଶିଶୁ

ସ୍ତନ୍ୟପାନ କରିବାର କିଛି ସମୟ ପରେ ଜଣେ ୩ ମାସର ଶିଶୁର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆମେରିକାର ନ୍ୟୁ ଓରଲିଅନ୍ସ ସହରରେ। ନ୍ୟୁ ଓରଲିଅନରେ ରହୁଥିବା ୩୧ ବର୍ଷୀୟା ଆଟମ୍‌ ବ୍ଲେସେଣ୍ଟ ନାମ୍ନୀ ମହିଳା ଡ୍ରଗ୍ସ…

ପହିଲି ଭୋଗ ନୀତିରେ ବିଳମ୍ବ

ପୁରୀ ଅଫିସ,୧୬।୧୨: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ନୀତି ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଚଳିତଥର ନୀତିରେ ସାମାନ୍ୟ ବିଳମ୍ବ ହୋଇଥିବା ଲକ୍ଷ୍ୟ କରାଯାଇଛି। ସାଧାରଣରେ ପହିଲି ଭୋଗ ସମୟ ୬ଟା ୨୦ରୁ ୬ଟା ୫୦ ମିନିଟ୍‌ ମଧ୍ୟରେ ଶେଷ ହେବ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri