ଘରକୁ ଯିବା ପରେ ଜେଲ୍‌ ଫେରିବାକୁ ଅମଙ୍ଗ…

ନୂଆଦିଲ୍ଲୀ,୧୫।୪: ତିହାର ଜେଲ୍‌ର ୩ ହଜାର ୪୬୮ କଏଦୀଙ୍କର କୌଣସି ଖୋଜ ଖବର ମିଳୁନି l ଜେଲ୍‌ରେ କରୋନା ସଂକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ସ୍ଥିତି ଯୋଗୁ ୬ ହଜାର ୭୪୦ ଜଣ କଏଦୀଙ୍କ୍‌ୁ ପାରୋଲରେ ଘକୁ ଛଡ଼ା ଯାଇଥିଲା। ତେବେ  କଏଦୀମାନେ ପାରୋଲ ସମୟସୀମା ବିତି ଯାଇଥିଲେ ବି ଜେଲ୍‌କୁ ଫେରି ନାହାନ୍ତି। ଏହାକୁ ନେଇ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏବେ ନିଖୋଜ କଏଦୀଙ୍କୁ ଧରିବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷ ଦିଲ୍ଲୀ ପୋଲିସର ସହାୟତା ଲୋଡ଼ିଛନ୍ତି। ସୂଚନାଯୋଗ୍ୟ, ତିହାର ଜେଲ୍ର ୬୮ କଏଦୀ ଏବଂ ୧୦ରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨ ଡାକ୍ତର ମଧ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଛି ଭାଜପା: ଏଏପି…

ନୂଆଦିଲ୍ଲୀ,୧୮।୩ : ମଦ ଦୁର୍ନୀତିରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରାଯିବା ପରେ ଏଏପି କ୍ରମାଗତ ଭାବେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ମତଦାନ ପାଇଁ ଆଉ ପ୍ରବାସୀଙ୍କୁ ଘରକୁ ଫେରିବାକୁ ପଡ଼ିବ ନାହିଁ, ରିମୋର୍ଟ ଇଭିଏମ୍‌ର ପ୍ରୋଟୋଟାଇପ ବିକଶିତ କଲେ ଇସି…

ନୂଆଦିଲ୍ଲୀ,୨୯।୧୨ : ମତଦାନ ପ୍ରତ୍ୟେକ ବୟସ୍କଙ୍କ ସାମ୍ବିଧାନିକ ଅଧିକାର। କିନ୍ତୁ ଅନେକ ଲୋକ ଘରୁ ଦୂରରେ ଥିବାରୁ ଭୋଟ ଦେବାକୁ ଅସମର୍ଥ ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ...

ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ

ଅହମ୍ମଦାବାଦ,୨୬।୨: ସୁରଟରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନ ପକ୍ଷୀ ସହ ମାଡ଼ ହେବା କାରଣରୁ ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ରବିବାର ସକାଳ...

ମୋବାଇଲ ଭ୍ୟାନ୍‌ରେ ହେବ କରୋନା ଟେଷ୍ଟ

ଭୁବନେଶ୍ୱର,୨୭।୭(ବ୍ୟୁରୋ)-ଏଣିକି ମୋବାଇଲ ଭ୍ୟାନରେ ହେବ କରୋନା ଟେଷ୍ଟ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଭ୍ୟାନ ବୁଲି ଟେଷ୍ଟିଂ କରିବ। ଗଞ୍ଜାମରେ ମୋବାଇଲ ଭ୍ୟାନ୍‌ ମାଧ୍ୟମରେ କରୋନା...

ଖେଳନା ନୁହେଁ ‘ପରୀକ୍ଷା ପେ ଚର୍ଚ୍ଚା’ ଶୁଣିବାକୁ ଚାହାନ୍ତି ଛାତ୍ରୀଛାତ୍ର

ନୂଆଦିଲ୍ଲୀ, ୩୧।୮(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ଖେଳନା ଉପରେ ବହୁତ କଥା କହିଛନ୍ତି। ଷ୍ଟାର୍ଟଅପ୍‌ମାନେ ଖେଳନା ଉତ୍ପାଦନରେ ସାମିଲ ହେବା...

କାନ୍ଦୁଥିବା କରୋନା ବୃଦ୍ଧଙ୍କ ସହ ପିପିଇ କିଟ୍‌ ପିନ୍ଧି ଡାକ୍ତର କଲେ ଏମିତି: ଭାଇରାଲ ହେଉଛି ଫଟୋ

ଟେକ୍ସାସ୍‌, ୨।୧୨: ଆମେରିକାର ଟେକ୍ସାସ୍‌ ସହରରେ ପିପିଇ କିଟ୍‌ ପିନ୍ଧିଥିବା ଜଣେ ଡାକ୍ତରଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ...

୨ ବର୍ଷ ପରେ ମିଳିଲା ଚୋରି ହୋଇଥିବା କାର୍‌, ବ୍ୟବହାର କରୁଥିଲେ ପୋଲିସ ଅଫିସର

ଲକ୍ଷ୍ନୌ,୧।୧- ଦୁଇ ବର୍ଷ ତଳେ ଚୋରି ହୋଇଥିବା କାର୍‌ ମାଲିକଙ୍କୁ ହଠାତ୍‌ ଏକ ଅଟୋ ସର୍ଭିସିଂ ସେଣ୍ଟରରୁ କଲ୍‌ ଆସିଥିଲା। ଫିଡ୍‌ବ୍ୟାକ୍‌ ପାଇଁ କରାଯାଇଥିବା ଫୋନକଲରେ...

ଏଜୁକେଶନ ସିଷ୍ଟମର କଥା ଉଠାଇ ଇଂରେଜଙ୍କୁ ଟାର୍ଗେଟ କଲେ ଆରଏସଏସ ମୁଖ୍ୟ ଭାଗବତ

ଚଣ୍ଡିଗଡ଼,୬ ।୩: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆରଏସଏସର ମୁଖ୍ୟ ମୋହନ ଭାଗବତ ରବିବାର ହରିୟାଣାର କରନାଲ ଗସ୍ତ କରିଥିଲେ । ସେ ସେଠାରେ...

Advertisement
Archives

Model This Week