ଦ୍ୱିତୀୟ ସନ୍ତାନର ଫଟୋ ଶେୟାର କଲେ କରିନା, ବାପା-ଭାଇଙ୍କ ସହ ଖେଳୁଥିବା ଆସିଲେ ନଜର

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଏବଂ ଅଭିନେତା ସୈଫ ଅଲ୍ଲୀ ଖାନ ବର୍ତ୍ତମାନ ପରିବାର ସହ ସମୟ ବିତାଉଛନ୍ତି। ଦ୍ୱିତୀୟ ପୁତ୍ର ଜନ୍ମ ଦେବା ପରେ କରିନା ତାଙ୍କର ଯତ୍ନ ନେଉଛନ୍ତି। ଏଥି ସହିତ, ଏହି କାର୍ଯ୍ୟରେ ସୈଫ୍‌ ମଧ୍ୟ ତାଙ୍କୁ ସାହାଯ୍ୟ କରୁଛନ୍ତି। କରିନା ଏପର୍ଯ୍ୟନ୍ତ ପ୍ରଶଂସକଙ୍କୁ ସେମାନଙ୍କର ଦ୍ୱିତୀୟ ପୁଅର ମୁହଁ ଦେଖାଇ ନାହାନ୍ତି। ସାନ ପୁଅଙ୍କ ଫଟୋ ଦେଖିବାକୁ ତାଙ୍କ ପ୍ରଶଂସକମାନେ ବ୍ୟଗ୍ର ଥିବା ବେଳେ କରିନା ଏବେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ତୈମୁର ଏବଂ ସୈଫ୍‌ଙ୍କ ସହ ସାନପୁଅ ନଜର ଆସିଛନ୍ତି। ଅଭିନେତ୍ରୀଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ହେଲେ ଫଟୋରେ ସେ ସାନ ପୁଅଙ୍କ ମୁଁହରେ ଇମୋଜି ଦେଇ ଲୁଚାଇ ଦେଇଛନ୍ତି। କେବଳ ହାତ ଦେଖାଯାଉଛି।
ଫଟୋ ସେୟାର କରି ସେ କ୍ୟାପଶନ ମଧ୍ୟ ଲେଖିଛନ୍ତି, ‘ମେରା ୱିକେଣ୍ଡ କୁଛ୍‌ ଐସା ହୈ, ଅର୍‌ ଆପ୍‌କା’ ପ୍ରଶଂସକମାନେ ଏହି ଫଟୋକୁ ବହୁତ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନଟ୍‌ଖଟ୍‌’ ନିର୍ମାଣ କରିବେ ବିଦ୍ୟା

ମୁମ୍ବାଇ: ଅଭିନେତ୍ରୀ ବିଦ୍ୟା ବାଲାନ୍‌ ସାମାଜିକ ପ୍ରସଙ୍ଗଭିତ୍ତିକ ଫିଲ୍ମ ‘ନଟ୍‌ଖଟ୍‌’ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିରେ ସେ ନିଜେ ମଧ୍ୟ ଅଭିନୟ କରିବେ। ଏଥିପାଇଁ ସେ...

କାହିଁକି କମ୍‌ ବୟସରେ ବାହାହେଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍‌ ବିରାଟ କୋହଲି ପ୍ରାୟ ଦେଢ ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି...

ସ୍ବାମୀଙ୍କ ସହ କ୍ଲିନିକ୍‌ ଗଲେ ଅନୁଷ୍କା ଶର୍ମା

ମୁମ୍ବାଇ,୩୧।୧୨: ଆଜିକାଲି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏହି ସମୟରେ ସେ କୌଣସି କାରଣରୁ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ...

ତାଣ୍ଡବ ମେକର୍ସ, ସୈଫ ଅଲି ଖାନଙ୍କ ବିରୋଧରେ ମାମଲା ରୁଜ୍ଜୁ

ଲକ୍ଷ୍ନୌ,୧୮।୧: ବିବାଦରେ ଘେରି ହୋଇଯାଇଛି ନିକଟରେ ରିଲିଜ ହୋଇଥିବା ଆମାଜନ ପ୍ରାଇମ୍‌ର ନୂଆ ଓ୍ବେବ ସିରିଜ୍‌ ‘ତାଣ୍ଡବ’। ଏହାର ମେକର୍ସ ଓ ଓଟିଟି ପ୍ଲାଟଫର୍ମ ବିରୋଧରେ...

ଶେହନାଜଙ୍କ ଛଡ଼ା ଏହି ୭ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ ସିଦ୍ଧାର୍ଥ; ଅନେକ ଭାଙ୍ଗିଥିଲେ ହୃଦୟ…

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତା ତଥା ବିଗ୍‌ ବସ୍‌ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର...

ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା: କରୋନାରେ ଥିଲେ ଆକ୍ରାନ୍ତ

ଲୋକପ୍ରିୟ ଅଭିନେତା ସତୀଶ କୌଲଙ୍କର ଶନିବାର ପରଲୋକ ଘଟିଛି। ସେ ବି. ଆର୍‌ ଚୋପ୍ରାଙ୍କ ‘ମହାଭାରତ’ରେ ଇନ୍ଦ୍ର ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ...

ହରର୍‌ ଫିଲ୍ମ ‘ଛୋରୀ’ରେ ଦର୍ଶକଙ୍କୁ ଡରାଇବେ ନୁସରତ୍‌

ଅଭିନେତ୍ରୀ ନୁସରତ୍‌ ଭରୁଚା ହରର୍‌ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ଡରାଇବା ପାଇଁ ରେଡ୍ଡି ହେଉଛନ୍ତି। ହରର ଫିଲ୍ମ ‘ଛୋରୀ’ରେ ତାଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ।...

ପାହାଡ ଉପରେ ବସି ଧ୍ୟାନ କରୁଛନ୍ତି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ତେବେ ମଝିରେ ଏଥିରୁ ବ୍ରେକ୍‌ ନେଇ ସେ...

Advertisement
Seven Jackpot


Archives

Model This Week