ଭାରତକୁ ପାକିସ୍ତାର ସମବେଦନା

ଇସ୍‌ଲାମାବାଦ,୧୪।୪: ଭାରତରେ ଭୟଙ୍କର ଭାବେ କରୋନା ଭୂତାଣୁ ସଂକ୍ରମଣ ଓ ଏଥିଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଥିବା ବେଳେ ମୃତକଙ୍କ ପାଇଁ ଶୋକ ବ୍ୟକ୍ତ କରିଛନ୍ତି ପଡ଼ୋଶୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସମଗ୍ର ବିଶ୍ୱକୁ ସଙ୍କଟରେ ପକାଇଥିବା କେରୋନା ଭୂତାଣୁ ବିରୋଧରେ ଏକାଠି ହୋଇ ଲଢ଼ିବା ବୋଲି ଇମ୍ରାନ କହିଛନ୍ତି। ଚିକିତ୍ସାଧୀନ ଥିବା ଆକ୍ରାନ୍ତ ଶୀଘ୍ର ସୁସ୍ଥ ହେବାକୁ ପ୍ରାର୍ଥନା କରୁଛୁ ବୋଲି ସେ ଟୁଇଟ୍‌ କରିଛନ୍ତି। ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କ୍ୟୁରେଶି ମଧ୍ୟ ଭାରତକୁ ସମବେଦନା ଜଣାଇଛନ୍ତି। ଏଭଳି ମାନବସଙ୍କଟ ସମୟରେ ସଭିଏଁ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଏକାଠି ହୋଇ ଲଢ଼ିବାକୁ ସେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ପୁଣି ଝଟ୍‌କା: ଭାରତ ପରେ ଏହି ଦେଶ ବ୍ୟାନ୍‌ କଲା ଚାଇନା ଆପ୍‌

ତାଇପେଇ,୨୦ା୮: ଭାରତ ପରେ ତାଇଓ୍ବାନ ମଧ୍ୟ ନିଜ ଦେଶର ସୁରକ୍ଷା ପାଇଁ ଚାଇନାର ଅନେକ ଆପ୍‌ ପ୍ରତି ପ୍ରତିବନ୍ଧକ ଲଗାଇଛି। ତାଇଓ୍ବାନର ଅଧିକାରୀମାନେ ଚାଇନାର ଷ୍ଟ୍ରିମିଂ...

ରାତି ୧୦ରୁ ସକାଳ ୮ ଭିଡ଼ିଓ ଗେମ୍‌ ଖେଳିବା ମନା

ବେଜିଂ,୨୦।୧୧: ଚାଇନାରେ ପିଲାଙ୍କ ମଧ୍ୟରେ ଭିଡ଼ିଓ ଗେମ୍‌ ଖେଳିବା ନିଶା ଭଳି ବ୍ୟାପିବାରେ ଲାଗିଛି। ଏହାଦ୍ୱାରା ପିଲାଙ୍କ ମାନସିକ ଏବଂ ଶାରୀରିକ ବିକାଶରେ ବାଧା ସୃଷ୍ଟି...

ଯେମିତି ଭଗବାନ ରାମ ରାବଣକୁ ହରାଇଥିଲେ ଆମେ ସେମିତି ଦୀପାବଳିରେ କରୋନାକୁ ହରାଇବୁ: ଜନସନ

ଲଣ୍ଡନ,୮ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେମିତି ଭଗବାନ ରାମ ରାବଣକୁ ହରାଇ ପତ୍ନୀ ସୀତାଙ୍କ ସହ ଫେରିବା ସମୟରେ ଲକ୍ଷ ଲକ୍ଷ...

ଗନିଙ୍କୁ ସ୍ବାଗତ କଲା ୟୁଏଇ

କାବୁଲ,୧୮।୮ : ଆଫଗାନିସ୍ତାନ ରାଜଧାନୀ କାବୁଲକୁ ତାଲିବାନ ମାଡ଼ି ବସିବା ପରେ ରାଷ୍ଟ୍ରପତି ଅଶ୍ରଫ ଗନି ଦେଶ ଛାଡ଼ି ପଳାୟନ କରିଛନ୍ତି। ରାଷ୍ଟ୍ରପତି ପଦରୁ ଇସ୍ତଫା...

ଶୀଘ୍ର ତରଳିବ ଆଣ୍ଟାର୍କଟିକା ବରଫ

ଲଣ୍ଡନ, ୧୩।୪(ଆଇଏଏନ୍‌ଏସ): ଆଣ୍ଟାର୍କଟିକାର ଥ୍ବାଇଟ୍ସ ଗ୍ଲେସିୟର ବା ଡୁମ୍ସଡେ ଗ୍ଲେସିୟର ଯେତେବଡ଼ ବୋଲି ପୂର୍ବରୁ ଆକଳନ କରାଯାଉଥିଲା, ତାହା ତୁଳନାରେ ଯଥେଷ୍ଟ ଅଧିକ ବିଶାଳ ବୋଲି...

ଫେସ୍‌ବୁକ ପାଇଁ ୭୦ ବର୍ଷ ପରେ ମା’ଙ୍କୁ ଫେରିପାଇଲେ

ଢାକା,୨୯।୯: ସୋସିଆଲ ମିଡିଆ ପ୍ଲାଟଫର୍ମ କାରଣରୁ ୭୦ ବର୍ଷ ପରେ ନିଜ ମା’ଙ୍କୁ ଫେରିପାଇଛନ୍ତି ବାଂଲାଦେଶର ଜଣେ ୮୨ ବର୍ଷୀୟ ବୃଦ୍ଧ। ବୃଦ୍ଧଙ୍କ ମା’ଙ୍କ ବୟସ...

ମଧ୍ୟସ୍ଥତା ଲାଗି ମନାକଲା ରୁଷିଆ

ମସ୍କୋ,୨୪ା୬(ପି.ଟି.): ଗଲଓ୍ବାନ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଲାଗିରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ମଧ୍ୟସ୍ଥତା କରିବାକୁ ରୁଷିଆ ମନାକରିଦେଇଛି। ଦୁଇଦେଶ ସେମାନଙ୍କ ବିବାଦର...

କରୋନା ଭାଇରସ: ତୁର୍କିରେ ସର୍ବାଧିକ ସଂକ୍ରମଣ

ଅଙ୍କାରା,୧୨ ।୧୦: କରୋନା ମହାମାରୀ ସାରା ବିଶ୍ୱରେ ପ୍ରଭାବ ବିସ୍ତାର କରିଥିବା ବେଳେ କେଉଁ କେଉଁ ଦେଶରେ ଏହାର ତୃତୀୟ ଲହର ବି ଦେଖାଦେଇ ସାରିଲାଣି...

Advertisement


Archives

Model This Week