Home Left

ଅଧରାତିରେ ବିଶ୍ୱସୁନ୍ଦରୀଙ୍କ କବାଟ ପିଟୁଥିଲେ ସଲମାନ, ହାତରୁ ବୋହୁଥିଲା ରକ୍ତ

ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମନ ଖାନ୍‌ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତେ ଜାଣନ୍ତି ସଲମାନ ଏପପର୍ଯ୍ୟନ୍ତ ଅବିବାହିତ ଅଛନ୍ତି। କିନ୍ତୁ ସେ ନିଜ ପ୍ରେମ କାହାଣୀଙ୍କୁ ନେଇ ସର୍ବଦା…

ଦଶନ୍ଧିର ଶ୍ରେଷ୍ଠ ଦଳ ଘୋଷଣା କଲା ଆଇସିସି, କୋହଲିଙ୍କୁ ପ୍ରତ୍ୟେକ ଦଳରେ ସ୍ଥାନ

ଦୁବାଇ,୨୭।୧୨: ଚଳିତ ଦଶନ୍ଧିର ପ୍ରତ୍ୟେକ ଫର୍ମାଟ ପାଇଁ ରବିବାର ଶ୍ରେଷ୍ଠ ଦଳ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଟି୨୦ ଓ ଦିନିକଆ ଫର୍ମାଟରେ ଭାରତୀୟ ଦଳର ଅଧିକ ଖେଳାଳିଙ୍କୁ ସ୍ଥାନ ମିଳିଛି। ଆଇସିସିର ଉଭୟ ଦିନିକିଆ ଓ ଟି୨୦…

ହସ୍ପିଟାଲରୁ ଡିସଚାର୍ଜ ହେଲେ ରଜନୀକାନ୍ତ

ହାଇଦ୍ରାବାଦ,୨୭।୧୨-ରକ୍ତଚାପ ସ୍ଥିର ନ ରହିବାରୁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଗତ ଶୁକ୍ରବାର ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପ୍ରଥମେ କରୋନା ପରୀକ୍ଷା କରାଯିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା। କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ଆଜି ରଜନୀକାନ୍ତ ଡାକ୍ତରଖାନାରୁ…

ଘର ଭାଙ୍ଗି ଯୁବକଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ

ଛେଣ୍ଡିପଦା,୨୭।୧୨(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ତିପଦା ବନାଞ୍ଚଳ କମ୍ପସଲା ଗ୍ରାମ ପଞ୍ଚାୟତର ଗୋଳାଗାଡିଆ ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ଗୋଳାଗାଡିଆ ଗ୍ରାମର ବୀର ସାହୁଙ୍କ ପୁଅ ଅଜିତ। ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ…

ଆଇସିସି ଧୋନୀଙ୍କୁ ଦେଲା ବଡ଼ ସମ୍ମାନ

ନୂଆଦିଲ୍ଲୀ,୨୭।୧୨: ଅନ୍ତର୍ଜାତୀୟ କ୍ରିକେଟ୍‌ ବୋର୍ଡ (ଆଇସିସି) ପୂର୍ବତନ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ଏକ ବଡ଼ ସମ୍ମାନ ଦେଇଛି। ଧୋନୀଙ୍କୁ ଦଶକର ଆଇସିସି ଟି୨୦ ଏବଂ ଏକଦିବସୀୟ ଦଳର ଅଧିନାୟକ ଚୟନ କରାଯାଇଛି। ଆଇସିସି ଟି -୨୦…

ହ୍ବାଟ୍ସଆପ୍‌ରେ ନମ୍ବର ସେଭ୍‌ ନ କରିବି ଏପରି ପଠାଇପାରିବେ ମେସେଜ୍‌; ଜାଣନ୍ତୁ ଟିପ୍ସ

ନୂଆଦିଲ୍ଲୀ,୨୭।୧୨: ଯେତେବେଳେ ହ୍ବାଟ୍ସଆପ୍‌ରେ କାହାକୁ ମେସେଜ୍‌ ପଠାଇବାକୁ ହୋଇଥାଏ, ତେବେ ପ୍ରଥମେ ତାଙ୍କ ନମ୍ବରକୁ ସେଭ୍‌ କରିବାକୁ ପଡେ। ଅନେକ ସମୟରେ ଏପରି କରିବାକୁ ଇଚ୍ଛା ହୋଇ ନ ଥାଏ। ନମ୍ବର ଦରକାରର ହୋଇ ନ ଥିବା ହେତୁ ପରେ ତାକୁ…

ଝିଅକୁ ସାଦ ଖୁଆଇବାକୁ ଯିବାବେଳେ ଅଘଟଣ: ଓଲଟିଲା ପିକ୍‌ଅପ୍‌, ୪ ଗୁରୁତର

କେନ୍ଦୁଝର,୨୭ା୧୨(ସ୍ବ.ପ୍ର): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା କୁଆଁର ଛକ ୪୯ ନଂ. ଜାତୀୟ ରାଜପଥରେ ରବିବାର ଭାରସାମ୍ୟ ହରାଇ ଏକ ପିକ୍‌ଅପ୍‌ ଓଲଟି ପଡ଼ିଛି । ଗାଡ଼ିରେ ୨୧ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ…

ଡିସେମ୍ବର ୩୦ରେ ଟ୍ରାକ୍ଟର ରାଲି କରିବେ କୃଷକ!

ନୂଆଦିଲ୍ଲୀ,୨୭ ।୧୨: କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ଦିଲ୍ଲୀ-ହରିୟଣାର ସିନ୍ଧୁ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ରବିବାର ଏହି ଆନ୍ଦୋଳନ ୩୨ ଦିନରେ ପହଞ୍ଚିଥିବା ବେଳେ କୃଷକମାନେ ସେମାନଙ୍କ ଜିଦରେ ଅଟଳ ରହିଛନ୍ତି । ଦିଲ୍ଲୀ-ହରିୟାଣା…

ମୋ ଚିତାଭସ୍ମକୁ ଗଙ୍ଗାରେ ପକାଇବ ନାହିଁ: କଙ୍ଗନା

ବମ୍ବେ: ବିବାଦର ଅନ୍ୟନାମ କଙ୍ଗନା। ବଲିଉଡ୍‌ର ଏହି ଅଭିନେତ୍ରୀ ସର୍ବଦା ବ୍ୟକ୍ତିଗତ ତଥା ସାମାଜିକ ପ୍ରସଙ୍ଗରେ ମତ ରଖି ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ଏବେ ସେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଏବେ ସେ ଟୁଇଟରରେ ଏକ ଭିଡିଓ ଅପ୍‌ଲୋଡ୍‌ କରିଛନ୍ତି।…

କେହି ନେଇ ପାରିବେ ନାହିଁ କୃଷକଙ୍କ ଜମି: ରାଜନାଥ ସିଂ

ନୂଆଦିଲ୍ଲୀ,୨୭ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପାଖାପାଖି ଏକ ମାସ ହେବ ଦିଲ୍ଲୀ ସୀମାରେ ବିଭିନ୍ନ ରାଜ୍ୟର କୃଷକ ଆନ୍ଦୋଳନ ଜାରି ରଖିଛନ୍ତି । ରବିବାର ହିମାଚଳ ପ୍ରଦେଶ ସରକାରଙ୍କ ୩ ବର୍ଷ ପୁର୍ତ୍ତି ଉପଲକ୍ଷେ…

ଦୟା ନଦୀ କୂଳରେ ମାଛ ମରାକୁ ନେଇ ବୋମାମାଡ

କଣାସ,୨୭।୧୨(ଡି.ଏନ୍‌.ଏ.): ମାଛ ମରାକୁ ନେଇ ୨ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ବୋମାମାଡ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲା କଣାସ ନିକଟବର୍ତ୍ତୀ ଦୟା ନଦୀ କୂଳରେ। ଏଥିରେ ୨ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କଣାସ ଡାକ୍ତରଖାନାରେ ଭର୍ତ୍ତି…

୨୦୨୦ରେ ୧୦ ଥର ଶର୍ଟଲେସ୍‌ ହୋଇଛନ୍ତି ଦବଙ୍ଗ ଖାନ୍‌

ବମ୍ବେ: ଆଜି ନିଜର ୫୫ତମ ହାପି ବର୍ଥ ଡେ ପାଳନ କରୁଛନ୍ତି ଦବଙ୍ଗ ଖାନ୍‌ ସଲମାନ। ପ୍ରଶଂସକଙ୍କଠାରୁ ଆରମ୍ଭ କରି ସହକଳାକାର ଏବଂ ଅନ୍ୟ ସେଲିବ୍ରିଟିମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଚଳଚ୍ଚିତ୍ର ମୈନେ ପ୍ୟାର କିୟାରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri