Home Left

ନୋରାଙ୍କ ୨୦୨୦ର ଶେଷ ଦମ୍‌ଦାର ଡ୍ୟାନ୍ସ ଭିଡିଓ ଭାଇରାଲ

ଦମଦାର୍‌ ଡ୍ୟାନ୍ସ ପାଇଁ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ନୋରା ଫତେହି। ସୋସିଆଲ ମିଡିଆରେ ସବୁବେଳେ ନୋରା ବେଶ ସକ୍ରିୟ ରହୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ନୋରାଙ୍କ ଡ୍ୟାନ୍ସର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ…

ସମ୍ବଲପୁର ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସ୍‌ର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ସମ୍ବଲପୁର,୩୧।୧୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆସନ୍ତା ଜାନୁୟାରୀ ୨ ତାରିଖରେ ସମ୍ବଲପୁରସ୍ଥିତ ଆଇଆଇଏମ୍‌ (ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ ମ୍ୟାନେଜମ୍ୟାଣ୍ଟ) ସ୍ଥାୟୀ କ୍ୟାମ୍ପସର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ। ଅସ୍ଥାୟୀ କ୍ୟାମ୍ପସ୍‌ରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଗୁରୁବାର ଆଇଆଇଏମ୍‌…

ଜୋତାକୁ ହାର କରି ବେକରେ ପିନ୍ଧିଲେ ଏହି ପ୍ରସିଦ୍ଧ ଖେଳାଳି

ଭାରତୀୟ କ୍ରିକେଟ ଦଳର ଯୁବ ଖେଳାଳି ଶ୍ରେୟସ ଆୟର। ସେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ସାଙ୍ଗକୁ ଷ୍ଟାଇଲିସ୍‌ ଖେଳାଳି ମଧ୍ୟ। ସୋସିଆଲ ମିଡିଆରେ ସେ ସବୁବେଳେ ଆକ୍ଟିଭ ରହିଥାନ୍ତି। ତାଙ୍କର ପ୍ରଶଂସକ ତାଲିକା ୩.୬ ମିଲିୟନରୁ ଊର୍ଦ୍ଧ୍ୱ ହେବ। ଶ୍ରେୟସଙ୍କ ପ୍ରତ୍ୟେକ…

ଗ୍ରାହକଙ୍କୁ ଜିଓର ନୂଆବର୍ଷ ଭେଟି: ପହିଲାରୁ ସମସ୍ତ ନେଟଓ୍ବାର୍କକୁ କରିପାରିବେ ମାଗଣା କଲ୍‌

ନୂଆଦିଲ୍ଲୀ,୩୧।୧୨: ଗ୍ରାହକମାନଙ୍କ ପାଇଁ ନୂଆବର୍ଷର ଭେଟି ଆଣିଛି ଜିଓ। ଜାନୁଆରୀ ପହିଲାରୁ ଜିଓରୁ ଅନ୍ୟ ସମସ୍ତ ନେଟଓ୍ବାର୍କକୁ କଲ୍‌ କଲେ ଆଉ ଦେୟ ଦେବାକୁ ପଡ଼ିବ ନାହିଁ। ଏହା ମାଗଣା ହୋଇଯିବ। ପୂର୍ବରୁ ଅଫ୍‌ନେଟ କଲ ମାଗଣା ରହିଥିଲା। ଏବେ ଭଏସ୍‌…

କପିଳାସ ଚିଡିଆଖାନାକୁ ଗଲା ଉଦ୍ଧାର ହାତୀ ଛୁଆ

ବ୍ରହ୍ମପୁର ଅଫିସ,୩୧ା୧୨-ଗଞ୍ଜାମ ଜିଲା ଚିକିଟି ବ୍ଲକ ବାହୁଦା ନଦୀ ତଟ ଚିଙ୍ଗୁଡ଼ି ଘେର ଜାଲରେ ଫସିଯାଇଥିବା ହାତୀ ଛୁଆକୁ ମଙ୍ଗଳବାର ସ୍ଥାନୀୟ ଲୋକେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ଉଦ୍ଧାର ହାତୀ ଛୁଆକୁ ଗୁରୁବାର କପିଳାସ ଚିଡିଆଖାନାକୁ ପଠାଯାଇଛି…

ମୁମ୍ବାଇରେ ଘରକୁ ଘର ବୁଲୁଛନ୍ତି ରିୟା ଚକ୍ରବର୍ତ୍ତୀ

ଡ୍ରଗ୍ସ ମାମଲାରେ ଏକ ମାସ ଜେଲରେ ରହିବା ପରେ ଜାମିନରେ ମୁକ୍ତ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ବର୍ତ୍ତମାନ ଆଉ ଏକ ନୂଆ ସମସ୍ୟା ସୃଷ୍ଟି ହୋଇଛି। ସେ ମୁମ୍ବାଇରେ ରହିବା ପାଇଁ ଦ୍ୱାର ଦ୍ୱାର ବୁଲି ଘର ଖୋଜୁଛନ୍ତି। କାରଣ…

ସ୍କୁଲରେ ସିଟ୍‌ ପାଇଁ ଝଗଡ଼ାରୁ ଫୁଟିଲା ଗୁଳି, କ୍ଲାସରୁମ୍‌ରେ ସାଙ୍ଗକୁ ହତ୍ୟା କଲା ଛାତ୍ର

ମିରଟ,୩୧ା୧୨- କ୍ଲାସରୁମ୍‌ରେ ନିର୍ଦ୍ଧିଷ୍ଟ ସିଟ୍‌କୁ ନେଇ ଛାତ୍ରଙ୍କ ମଧ୍ୟରେ ବିବାଦ ଦେଖାଦେବା କିଛି ବଡ଼ ଘଟଣା ନୁହେଁ। କିନ୍ତୁ ଏହି ବିବାଦ ଯୋଗୁ ଜଣେ ଛାତ୍ର ତା’ର ସାଙ୍ଗକୁ କ୍ଲାସରୁମ୍‌ରେ ହିଁ ଗୁଳି କରି ହତ୍ୟା କରିଛି। ଏଭଳି ଚାଞ୍ଚଲ୍ୟକର ଘଟଣା…

ମାନିଲା ଅଷ୍ଟ୍ରେଲିଆ! ଭାରତୀୟ ଦଳର ଏହି ରଣନୀତି ଯୋଗୁ ଅଡୁଆରେ ସ୍ମିଥ୍‌-ମାର୍ନସ

ମେଲବୋର୍ନ,୩୧।୧୨: ଆଡିଲେଡ୍‌ରେ ଅଷ୍ଟ୍ରେଲିଆଠାରୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବା ପରେ ମେଲବୋର୍ନରେ ଜିତି ପ୍ରତିଶୋଧ ନେଇଛି ଭାରତୀୟ ଟିମ୍‌। ବିଶେଷକରି ଷ୍ଟିଭ୍‌ ସ୍ମିଥ୍‌ ଏବଂ ମାର୍ନସ ଲାବୁସେନଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ଦଳ ଆପଣାଇଥିବା ରଣନୀତି ଫଳପ୍ରଦ ହୋଇଛି ବୋଲି ଘରୋଇ…

ଆଧୁନିକ ପ୍ରଣାଳୀରେ କଲରା ଚାଷ: ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ରଶ୍ମି

ପୁରୁଣାକଟକ,୩୧ା୧୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ରାମଗଡ଼ ପଞ୍ଚାୟତ କୋଇଲିସୁତା ଗ୍ରାମର ଯୁବ ଚାଷୀ ରଶ୍ମି ରଞ୍ଜନ ବାଘ(୩୫)। ବର୍ତ୍ତମାନ ସେ ଚାକିରି ଛାଡି ଚାଷ କାର୍ଯ୍ୟ କରି ଆର୍ଥତ୍କ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଆଧୁନିକ…

ପରଲୋକରେ ହକି ତାରକା ମାଇକେଲ କିଣ୍ଡୋ

ରାଉରକେଲା, ୩୧।୧୨-ଓଡିଶାର ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋଙ୍କ ଗୁରୁବାର ପରଲୋକ ଘଟିଛି। ୭୪ ବର୍ଷ ବୟସରେ ସେ ରାଉରକେଲା ଆଇଜିଏଚରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। କିଣ୍ଡୋ ବହୁବର୍ଷ ଧରି ଭାରତୀୟ…

ଭୁବନେଶ୍ୱରରୁ ୨୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୪ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୧୭ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

କରୋନା ଆକ୍ରାନ୍ତ ହେଲେ ଗୌତମ ଗୁଲାଟୀ

ମୁମ୍ବାଇ ୩୧।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଗ ବସ୍‌ ସିଜିନ ୮ର ବିଜେତା ତଥା ଅଭିନେତା ଗୌତମ ଗୁଲାଟୀ। ଗୌତମ ଗୁଲାଟୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ବର୍ତ୍ତମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri