କରୋନା ସମୟରେ ବଢିଛି ମୋଦିଙ୍କ ଲୋକପ୍ରିୟତା!
ନୂଆଦିଲ୍ଲୀ,୩୧ ।୧୨: କରୋନା ଭାଇରସ ସଂକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢିଛି । ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଦ୍ୱାରା କରାଯାଇଥିବା ଏକ ବିଶ୍ଲେଷଣରେ ଏହା ଜଣାପଡିଛି । କରୋନା ମହାମାରୀ ସମୟରେ ମୋଦିଙ୍କ ଆପ୍ରୁଭାଲ ରେଟିଂ ୫୫…
ଶାର୍ଦ୍ଦୁଳ ଠାକୁରଙ୍କୁ ସିଡ୍ନୀରେ ମିଳିପାରେ ସୁଯୋଗ
ନୂଆଦିଲ୍ଲୀ,୩୧ା୧୨- ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରୁ ବାଦ୍ ପଡ଼ିଛନ୍ତି ଭାରତୀୟ ପେସର ଉମେଶ ଯାଦବ । ତାଙ୍କ ବଦଳରେ ସିଡ୍ନୀଠାରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ଉଦୀୟମାନ ପେସର ଟି. ନଟରାଜନଙ୍କୁ ନୁହେଁ ଶାର୍ଦ୍ଦୁଳ ଠାକୁରଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ…
ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପାଖରେ ରିକ୍ସା ଭଡ଼ା ଦେବାକୁ ନ ଥିଲା ଟଙ୍କା, ପୁଅର ଭାରି ବ୍ୟାଗ୍ ଧରି ୮ କି.ମି. ଚାଲି ଚାଲି ଯାଉଥିଲେ ମା’
ଅଷ୍ଟ୍ରେଲିଆରେ ଚାଲିଥିବା ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ହାରିଯିବା ପରେ ଭାରତୀୟ କ୍ରିକେଟ ଦଳ ଟାର୍ଗେଟରେ ଆସିଯାଇଥିଲା। ମାତ୍ର ଦ୍ୱିତୀୟ ମ୍ୟାଚ୍ ଜିତିବା ପରେ ସବୁଆଡ଼େ ଭାରତୀୟ ଦଳର ପ୍ରଶଂସା ହେଉଛି। ବିଶେଷ କରି ଏହି ବିଜୟ ପରେ ଆଜିଙ୍କ୍ୟ ରାହାନେଙ୍କୁ…
ଅଭ୍ୟାସ ଆରମ୍ଭ କଲେ ହିଟ୍ମ୍ୟାନ୍: ବିସିସିଆଇ କହିଲା ‘ଇଞ୍ଜିନ୍ ଷ୍ଟାଟ୍ ହେବାକୁ ଯାଉଛି…’
ମେଲବୋର୍ନ,୩୧।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଜିତିବା ପରେ ଏବେ ଭାରତୀୟ ଦଳ ପାଇଁ ଆଉ ଏକ ଖୁସି ଖବର ଆସିଛି। ହିଟ୍ମ୍ୟାନ୍ ରୋହିତ ଶର୍ମା ସୁସ୍ଥ ହୋଇ ଟିମ୍ ସହ ଯୋଡ଼ଇ ହୋଇଛନ୍ତି। ଗୁରୁବାର ସେ ଅଭ୍ୟାସ କରିଥିବା ନେଇ…
ଏହି ଫିଲ୍ମର ଚୁମ୍ବନ ଦୃଶ୍ୟ ଦର୍ଶକଙ୍କ ହୃଦୟରେ ଲଗାଇଥିଲା ନିଆଁ
ମୁମ୍ବାଇ: ସମୟ ସହିତ ତାଳ ଦେଇ ଫିଲ୍ମ ମଧ୍ୟ ଅଧିକ ବୋଲ୍ଡ ହେଲାଣି। ଚୁମ୍ବନ ଦୃଶ୍ୟର ଶୁଟିଂ ଫିଲ୍ମରେ ସାଧାରଣ ହୋଇଗଲାଣି। ତଥାପି ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ପରଦାରେ ସେମାନଙ୍କ ସହ-ଷ୍ଟାରମାନଙ୍କୁ ଚୁମ୍ବନ ଦିଅନ୍ତି ନାହିଁ। ତଥାପି ବଲିଉଡ୍ର…
ହିନ୍ଦ ମହାସାଗରରେ ଚାଇନାର ଅଣ୍ଡରୱାଟର ଡ୍ରୋନ୍!
ନ୍ୟୁଜର୍ସି,୩୧ ।୧୨: ହିନ୍ଦ ମହାସାଗରରେ ଚାଇନା, ପାଣି ଭିତରେ ଡ୍ରୋନ୍ ସଜାଇ ରଖିଥିବା ଜଣାପଡିଛି । ଯାହା ମାସ ମାସ ଧରି କାମ କରିବ । ଏହି ଡ୍ରୋନ୍ ଖଞ୍ଜିବା ପଛର କାରଣ ହେଉଛି ଏହା ଚାଇନା ନୌସେନାକୁ ଗୁପ୍ତ ତଥ୍ୟ…
ବାପା ହେଲେ ଏହି ପ୍ରସିଦ୍ଧ ଅଭିନେତା
ଦିଲ୍ଲୀ ଭାଜପାର ପୂର୍ବତନ ଅଧ୍ୟକ୍ଷ ତଥା ଭୋଜପୁରୀ ଅଭିନେତା ମନୋଜ ତିଓ୍ବାରୀଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି। ଅର୍ଥାତ୍ ସେ ପୁଣିଥରେ ବାପା ହୋଇଛନ୍ତି। ମନୋଜ ଝିଅକୁ କୋଳରେ ଧରି ଏକ ଫଟୋ ସୋସିଆଲ ମିଡିଆରେ ଶେୟାରକରି ଏହି ସୂଚନା ଦେଇଛନ୍ତି।ଅଭିନେତାଙ୍କର ଏହା…
ଏମିତି ସହର, ଯେଉଁଠି କୌଣସି ଗଳି କିମ୍ବା ରାସ୍ତାର ନାଁ ନାହିଁ
ଜର୍ମାନୀ: ଆଜିର ସମୟରେ ଗଳିକନ୍ଦି, ସାହିବସ୍ତିର ନାଁ ଥିବାବେଳେ ବିଶ୍ୱରେ ଏମିତି ଏକ ସହର ରହିଛି, ଯେଉଁଠି ମୁଖ୍ୟ ଛକକୁ ଛାଡ଼ିଦେଲେ ଅନ୍ୟ କୌଣସି ଛକ, ଗଳି, ରାସ୍ତା ସବୁ ବେନାମୀ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ ସହର…
କେରଳର ଏକମାତ୍ର ଭାଜପା ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜଗୋପାଳ ବି କୃଷି ଆଇନକୁ କଲେ ବିରୋଧ
ଥିରୁଭାନନ୍ତପୁରମ,୩୧ ।୧୨: ମୋଦି ସରକାରଙ୍କ କୃଷି ଆଇନକୁ ବିରୋଧ କରି ଗତ ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନ କରି ଆସୁଛନ୍ତି । ଇତିମଧ୍ୟରେ କେରଳ ବିଧାନସଭାରେ ଗୁରୁବାର ସର୍ବସମ୍ମତିକ୍ରମେ କେନ୍ଦ୍ରର ୩ କୃଷି ନିୟମକୁ…
ପୁଣି ଭବିଷ୍ୟବାଣୀ କଲେ ବିଲ୍ ଗେଟ୍ସ, କହିଲେ ଏମିତି ରହିବ ୨୦୨୧ ବର୍ଷ
ଓ୍ବାଶିଂଟନ,୩୧ା୧୨: ବିଜ୍ନେସ ଟାଇକୁନ ଏବଂ ମାଇକ୍ରୋସଫ୍ଟ କର୍ପୋରେଶନର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ କରୋନା ମହାମାରୀ ସହ ମୁକାବିଲା କରୁଥିବା ବିଶ୍ୱ ପାଇଁ ନିଜର ମତ ପ୍ରକାଶ କରିଛନ୍ତି। ଭୂତାଣୁ ବିରୋଧରେ ଟିକା ହେତୁ ୨୦୨୧ ବର୍ଷ ଭଲ ଆଶା ବଢ଼ାଉଥିବା ବିଲ୍…
ଟପ୍ଲେସ୍ ହୋଇ ପୁରୁଣା ବର୍ଷକୁ ବିଦାୟ ଦେଲେ ଇଶା
ମୁମ୍ବାଇ: ଇଶା ଗୁପ୍ତା ବଲିଉଡ୍ର ସେହି ନାୟିକାମାନଙ୍କ ମଧ୍ୟରେ ଜଣେ ଯିଏ ନିଜର ବୋଲ୍ଡସେନ୍ ପାଇଁ ସୃଷ୍ଟି କରିଛନ୍ତି ନିଜ ନିଜର ଭିନ୍ନ ପରିଚୟ । ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଥିବା ବୋଲ୍ଡ କୁଇନ୍ ଇଶା ଅନେକ ସମୟରେ ତାଙ୍କର…
ନିର୍ଦ୍ଦେଶକ ଆନନ୍ଦ ଏଲ୍ ରୟ ହେଲେ କରୋନା ପଜିଟିଭ, ଚିନ୍ତାରେ ଅକ୍ଷୟ, ସାରା, ଧନୁଷ
ମୁମ୍ବାଇ,୩୧ ।୧୨:କରୋନା ଭାଇରସ କବଳରେ ଏବେ ବଲିଉଡ୍ ନିର୍ଦ୍ଦେଶକ ଆନନ୍ଦ ଏଲ୍ ରୟ । ବହୁ ଚେଷ୍ଟା ପରେ ବି ‘ଅତରଙ୍ଗି ରେ’ର ନିର୍ଦ୍ଦେଶକ ନିଜକୁ କରୋନା କବଳରୁ ବଞ୍ଚାଇ ପାରିଲେ ନାହିଁ । ଆନନ୍ଦ ନିଜେ ସୋସିଆଲ ମିଡିଆରେ ଏହି…
Archives


