ଧନୀ ହେବାକୁ ଚାହାନ୍ତି, ହେଲେ ଘରେ ରହୁନାହିଁ କି ଟଙ୍କା? ଜାଣି ରଖନ୍ତୁ ଚାଣକ୍ୟ କହିଥିବା ଏହି ୬ କଥା
ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଅର୍ଥନୀତିଜ୍ଞ ତଥା ଶିକ୍ଷାବିତ। ସେ ନିଜର ନୀତିଶାସ୍ତ୍ରରେ ଜୀବନ ସହ ଜଡ଼ିତ ଅନେକ ସମସ୍ୟାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ଦୀର୍ଘଦିନ ଧରି କିଭଳି ଭାବେ ମଣିଷ ଧନ ସଞ୍ଚୟ କରିପାରିବ ତାହା ଚାଣକ୍ୟ ବ୍ୟାଖ୍ୟା…
ଶିବରାଜଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ତୁଳସୀରାମ-ଗୋବିନ୍ଦ ହେଲେ କ୍ୟାବିନେଟ୍ ମନ୍ତ୍ରୀ
ଭୋପାଳ,୩।୧: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ହୋଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ତୁଳସୀରାମ ସିଲାଓ୍ବଟ ଏବଂ ଗୋବିନ୍ଦ ସିଂ ରାଜପୁତଙ୍କୁ ନୂଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସାମିଲ କରାଯାଇଛି। ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ…
ଅନ୍ତିମ ସଂସ୍କାର ସମୟରେ ଭୁଶୁଡ଼ିଲା ଶ୍ମଶାନ ଘର ଛାତ: ଉଦ୍ଧାର କାର୍ଯ୍ୟ ଜାରି
ଗାଜିଆବାଦ୍,୩।୧: ଅନ୍ତିମ ସଂସ୍କାର ସମୟରେ ଶ୍ମଶାନ ଘର ଛାତ ଭୁଶୁଡ଼ିବାରୁ କେତେକ ଲୋକ ମାଟି ତଳେ ପୋତି ହୋଇଯାଇଛନ୍ତି। ମାଟିତଳୁ ୧୬ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଲୋକଙ୍କ ସନ୍ଧାନ ଜାରି ରହିଛି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ଗାଜିଆବାଦ୍ର…
ଏକାସାଙ୍ଗରେ ଜଣେ ମହିଳାଙ୍କ ସନ୍ତାନର ପିତା ହେବାକୁ ଚାହୁଁଛନ୍ତି ଏହି ଦୁଇ ବନ୍ଧୁ
ବ୍ରାଜିଲର ଦୁଇଜଣ ଭଲ ବନ୍ଧୁ ଜଣେ ମହିଳାଙ୍କ ପ୍ରେମରେ ପଡ଼ିଛନ୍ତି। ଗତ ଦେଢ଼ ବର୍ଷ ଧରି ଏହି ତିନି ଜଣ ପରସ୍ପରକୁ ଡେଟ୍ କରୁଛନ୍ତି। ତିନିଜଣ ସ୍ତ୍ରୀ-ସ୍ବାମୀଙ୍କ ପରି ରେଷ୍ଟୁରାଣ୍ଟ ଏବଂ ଡେଟ୍ରେ ଯାଆନ୍ତି। ଯଦିଓ ସେମାନଙ୍କୁ ଲୋକମାନଙ୍କର ଅଜବ ପ୍ରତିକ୍ରିୟାର…
‘କରୋନା ଭ୍ୟାକ୍ସିନ କରିବ ନପୁସଂକ’ ବିଧାୟକଙ୍କ ଟିପ୍ପଣିର ଉତ୍ତର ଦେଲା ଡିସିଜିଆଇ
ନୂଆଦିଲ୍ଲୀ,୩ ।୧: ଦେଶ ପ୍ରାୟ ୧ ବର୍ଷ ହେବ କରୋନା ମହାମାରୀ ସହ ଲଢି ଚାଲିଥିବା ବେଳେ ରବିବାର ସ୍ୱେଦେଶୀ ଭ୍ୟାକ୍ସିନକୁ ଜରୁରୀକାଳିନ ପରିସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏକ୍ସପର୍ଟ କମିଟିର ସୁପାରିସ ପରେ ରବିବାର ଡ୍ରଗ୍ସ…
ଭାରତକୁୁ ଶୁଭେଚ୍ଛା ଜଣାଇଲା ବିଶ୍ୱସ୍ବାସ୍ଥ୍ୟ ସଂଗଠନ
ଜେନେଭା,୩।୧: ଭାରତରେ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକାର ସାର୍ବଜନୀକ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ମଞ୍ଜୁରୀ ଦିଆଯାଇଛି। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। କରୋନା ଲଢ଼େଇରେ ଭାରତ ଗ୍ରହଣ…
ଦୀର୍ଘ ୯ ମାସ ପରେ ଖୋଲିଲା ମା’ ତାରାତାରିଣୀ ମନ୍ଦିର
ପୁରୁଷୋତ୍ତମପୁର,୩।୧(ଡି.ଏନ୍.ଏ.) : ଗଞ୍ଜାମ ଜିଲା ତଥା ଓଡ଼ିଶାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ମନ୍ଦିର ମହାମାରୀ କରୋନା ଭୂତାଣୁ ଯୋଗୁ ଦୀର୍ଘ ୯ ମାସ ବନ୍ଦ ରହିଥିଲା। ଯାହାକି ଜିଲା ପ୍ରଶାସନର କରୋନା ଗାଇଡ୍ଲାଇନ୍ ଅନୁଯାୟୀ, ରବିବାର ଅତିରିକ୍ତ ଜିଲାପାଳ…
୩୦୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କଲେ ପୋଲିସ
ଶିମ୍ଲା,୩।୧: ହିମାଚଳପ୍ରଦେଶରେ ପ୍ରବଳ ଥଣ୍ଡା ପଡ଼ିବା ସହିତ ତୁଷାରପାତ ଜାରି ରହିଛି। ଏପରିସ୍ଥଳେ ରୋହତଙ୍ଗ୍ର ଅଟଳ ଟନେଲ ପାଖରେ ଅଟକି ରହିଥିବା ୩୦୦ ପର୍ଯ୍ୟଟକଙ୍କୁ ପୋଲିସ ଉଦ୍ଧାର କରିଛନ୍ତି। ଏନେଇ ପୋଲିସ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ମନାଲି ଫେରିବା ସମୟରେ…
ଆଜି ୨୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ୩ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର,୩ା୧(ବ୍ୟୁରୋ): ରବିବାର ରାଜ୍ୟରେ ୧୯୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୩୦୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୦୯ଜଣ ଚିହ୍ନଟ ହୋଇଥିବା…
କରୋନା ଟିକା କୌଣସି ଦଳର ନୁହେଁ, ଖୁସିରେ ନେବି: ଓମାର ଅବଦୁଲ୍ଲା
ନୂଆଦିଲ୍ଲୀ,୩ ।୧: କରୋନା ଟିକାକୁ ନେଇ ବିବାଦୀୟ ବୟାନ ଦେଇଥିବା ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । କରୋନା ଭ୍ୟାକ୍ସିନକୁ ସେ ମାନବତା ସହ…
ଫେରିବେ ସିଦ୍ଧୁ!
ନୂଆଦିଲ୍ଲୀ,୩ ।୧: ପାଖାପାଖି ୨ ବର୍ଷ ହେବ କଂଗ୍ରେସଠାରୁ ଦୂରେଇ ରହିଥିବା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ପୁଣିଥରେ ଦଳକୁ ଫେରିବେ ବୋଲି ଶୁଣିବାକୁ ମିଳିଛି । ଏଥିପାଇଁ ଦଳ ୩ଟି ଫର୍ମୁଲାରେ କାମ କରୁଥିବା କୁହାଯାଉଛି । ତେବେ…
କରୋନା ଟିକା ପାଇଁ ପଠାଯାଉଥିବା ଲିଙ୍କ୍-ଓଟିପିକୁ ସାବଧାନ: ବ୍ୟାଙ୍କ ଖାତା ନିମିଷକେ ହୋଇଯିବ ଖାଲି
ନୂଆଦିଲ୍ଲୀ,୩।୧: ଭାରତରେ କରୋନା ଟିକା ଦିଆଯିବା ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସରକାର ସୁରକ୍ଷିତ ଭାବେ ସାର୍ବଜନୀକ ଟିକାକରଣ କାର୍ଯ୍ୟକୁ ଯୋଜନାବଦ୍ଧ ଭାବେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସାଇବର ଠକେଇ ଭଳି ଅପରାଧ ବୃଦ୍ଧି ପାଇବାର…
Archives


