କୋଷ୍ଠକାଠିନ୍ୟର ମୁକ୍ତିଦାତା କିସ୍‌ମିସ୍‌

ଆୟୁର୍ବେଦ ଶାସ୍ତ୍ରାନୁଯାୟୀ ଦୈନିକ ଖାଦ୍ୟପେୟ ଉପରେ ଧ୍ୟାନ ଦେଲେ ଅନେକ ରୋଗ ଲାଗି ମେଡିକାଲ ଯିବାକୁ ପଡ଼ି ନ ଥାଏ। କାରଣ ପ୍ରାଥମିକ ଅବସ୍ଥାରେ ଅନେକ ସମସ୍ୟାକୁ ରୋକାଯାଇପାରେ। ହେଲେ ସ୍ବାସ୍ଥ୍ୟଗତ ସମସ୍ୟା ବଡ଼ରୂପ ନେଲେ ତାହାକୁ ରୋକିବା ସମ୍ଭବ ହୋଇ ନ ଥାଏ। କିସ୍‌ମିସ୍‌ ଏଭଳି ଏକ ଜିନିଷ, ଯାହାକୁ ଖାଇବା ଫଳରେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ସେ ସମ୍ପର୍କରେ କେତୋଟି ଟିପ୍ସ…

ଟାଇଫଏଡ୍‌: ଦୀର୍ଘ ଦିନ ଧରି ଲାଗି ରହିଥିବା ଟାଇଫଏଡ୍‌ରୁ କିସ୍‌ମିସ୍‌ ମୁକ୍ତି ଦେଇଥାଏ। ରାତିରେ କ୍ଷୀରରେ ଏହାକୁ ଫୁଟାଇ ପିଇବା ଫଳରେ ଏହି ଜ୍ୱର ଭଲ ହୋଇଯାଇଥାଏ।

କୋଷ୍ଠକାଠିନ୍ୟରୁ ମୁକ୍ତି: ଏହା ପାଚନକ୍ରିୟାକୁ ମଜଭୁତ କରିବା ସହିତ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ।

ଆଖି: ଏହା ଆଖି ଲାଗି ଅଧିକ ଫଳପ୍ରଦ ହୋଇଥାଏ। ଏହାକୁ ରାତିରେ ପାଣିରେ ଭିଜାଇ ସକାଳେ ଖାଇବା ଫଳରେ ଦୃଷ୍ଟିଶକ୍ତି ବଢ଼ିଥାଏ।

ଛୋଟପିଲାଙ୍କ ପାଇଁ: ଛୋଟ ପିଲାଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥାଏ। ଫଳରେ ସେମାନେ ବାରମ୍ବାର ଅସୁସ୍ଥ ହୋଇଥାଆନ୍ତି। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ସେମାନଙ୍କୁ ଦୈନିକ ୫ ରୁ ୬ଟି କିସମିସ୍‌ ଖୁଆଇବା ଉଚିତ।

ଗଳା: କିସ୍‌ମିସ୍‌ରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ତତ୍ତ୍ୱ ଗଳାଜନିତ ସମସ୍ୟାକୁ ଦୂର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାସ୍ତୁଶାସ୍ତ୍ର: ସୁଖ ସମୃଦ୍ଧି ପାଇଁ ଏଭଳି ସଜାନ୍ତୁ ଘର

ଘର ସଜାଇବାରେ ବାସ୍ତୁଶାସ୍ତ୍ରର ଏକ ପ୍ରମୁଖ ଭୂମିକା ରହିଛି। ଏହା ଅନୁଯାୟୀ କିଛି ଜିନିଷରେ ଘର ସଜାଇଲେ ଘରେ ସୁଖସମୃଦ୍ଧି ବଢିବ ଓ ଦୁର୍ଭାଗ୍ୟ ବି...

ବିନା ଔଷଧରେ ପିଠି ଯନ୍ତ୍ରଣାରୁ ମୁକ୍ତି ପାଇଁ କରନ୍ତୁ ଏପରି …

ନୂଆଦିଲ୍ଲୀ: ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଶୋଇବାରେ ଅସାବଧାନତା ଯୋଗୁ କେତେକଙ୍କଠାରେ ପିଠି ଯନ୍ତ୍ରଣା ସମସ୍ୟା ଦେଖାଦେଇଥାଏ। ଏଥିରୁ ମୁକ୍ତି ପାଇବା ଲାଗି କେହିକେହି...

ସ୍କିନ୍‌ ରହିବ ସ୍ପଟ୍‌ଲେସ୍‌

ମୁହଁ ଯେତେ ସୁନ୍ଦର ହୋଇ ଥାଉ ନା କାହିଁକି ସେଥିରେ ଦାଗ ଥିଲେ ତାହାର ଆକର୍ଷଣ କମିଯାଏ। ଆଉ ଏପରି ନ ହେବା ଲାଗି ଅନେକେ...

ପାଚନକ୍ରିୟା ଓ ଉପବାସ

ପୂଜାପାର୍ବଣ ହେଉ ଅବା କେତେକ ତିଥିରେ ଅନେକେ ଉପବାସ ରହିଥାଆନ୍ତି। ଉପବାସ ରହିବା ଦ୍ୱାରା ମନ ପବିତ୍ର ରହେ ବୋଲି ଅନେକେ ବିଶ୍ୱାସ କରନ୍ତି। ହେଲେ...

ପାମ୍ପୁଡ଼ି ପନିର୍‌

ପନିର୍‌କୁ ବିଭିନ୍ନ ସ୍ବାଦ ଦେଇ ଖାଦ୍ୟ ପ୍ରସ୍ତୁତ କରାଯାଏ । ଖଟା, ମିଠା ଓ ରାଗ ଆଦି ସ୍ବାଦରେ ପନିର୍‌ ବେଶ୍‌ ଭଲ ଲାଗେ। ସେହିଭଳି...

ରୋଗ ଚିହ୍ନଟର ନୂଆ ଉପାୟ

କେତେକ ରୋଗକୁ ଚିହ୍ନଟ କରିବା ପାଇଁ ପ୍ରକାଶିତ ଲକ୍ଷଣକୁ ବିଶ୍ଳେଷଣ କରାଯାଇଥାଏ। ହେଲେ ଏହି ତାଲିକାରେ ବିଶେଷଜ୍ଞମାନେ ଆଉ ଏକ କଥା ସାମିଲ କରିଛନ୍ତି। ଭାଇରସକୁ...

ଲାଭଦାୟକ ଗ୍ରୀନ ଟି

ନିୟମିତ ଗ୍ରୀନ ଟି ପିଇବା ସ୍ୱାସ୍ଥ୍ୟପକ୍ଷେ ଲାଭଦାୟକ ବୋଲି କୁହାଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ହେଲା ନିୟମିତ ଗ୍ରୀନ ଟି ପଇଲେ ଏହା...

ଫ୍ୟାଶନ ମାନିଆ

ବର୍ତ୍ତମାନ ମହିଳାଙ୍କଠାରେ ଅନ୍ୟଠୁ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବାକୁ ନେଇ ଚାଲିଛି ଯେମିତି ପ୍ରତିଯୋଗିତା। ବିଶେଷ କରି ସୋସିଆଲ୍‌ ମିଡିଆ ଏହି କ୍ରେଜ୍‌କୁ ଯେମିତି ନିଆଁରେ...

Advertisement
Archives

Model This Week