Home Left

ଅଷ୍ଟ୍ରେଲୀୟ ନେତାଙ୍କ ବିବାଦୀୟ ମନ୍ତବ୍ୟ: ନିୟମ ନ ମାନି ପାରିଲେ ବ୍ରିସବେନ୍‌ ନ ଆସୁ ଭାରତୀୟ ଦଳ

ବ୍ରିସବେନ୍‌,୩।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କୁଇନ୍ସଲ୍ୟାଣ୍ଡରେ ଆଇସୋଲେଶନର କଡା ନିୟମ ଯୋଗୁ ଭାରତୀୟ ଦଳ ବ୍ରିସବେନ ଯିବାକୁ ଚାହୁଁନାହାଁନ୍ତି ଏବଂ ଏହା ବଦଳରେ ସିଡନୀରେ କ୍ରମାଗତ ଦୁଇଟି…

ହାତୀ ପିଠିରେ ଲାଗିଛି ଆଘାତ, ଚିକିତ୍ସା କରୁଛି ଆଉ ଏକ ହାତୀ

ଆଜିକାଲି ସୋସିଆଲ ମିଡିଆରେ ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ବନ୍ୟପ୍ରାଣୀ କର୍ମଚାରୀମାନେ ଏକ ଆହତ ହାତୀକୁ କିପରି ନିଆରା ଢଙ୍ଗରେ ଚିକିତ୍ସା କରୁଛନ୍ତି ତାହା ଦେଖିବାକୁ ମିଳିଛି। ଏକ ହାତୀରେ ପିଠିରେ ଆଘାତ ଲାଗିଛି। ଅନ୍ୟ ହାତୀମାନେ…

ପିଲାଦିନେ ଦୁଇ ଓଳି ଦୁଇମୁଠା ଖାଇବାକୁ ମିଳୁ ନ ଥିଲା, ସ୍ବାମୀ ଛାଡ଼ପତ୍ର ଦେବା ପରେ ଭାଙ୍ଗି ପଡ଼ିଥିଲି: ରଶ୍ମି

ବମ୍ବେ: ପିଲାଦିନ ସହଜ ନ ଥିଲା। ମା’ଙ୍କୁ ବାପା ଛାଡ଼ପତ୍ର ଦେଇଥିଲେ। ସ୍ବଳ୍ପ ଆୟରେ ଏକୁଟିଆ ପିଲାମାନଙ୍କୁ ସେ ବଢ଼ାଉଥିଲେ। ପାଠପଢ଼ାରେ ଅବହେଳା କରୁ ନ ଥିଲେ ହେଁ ଅନେକ ସମୟରେ ଘରେ ଖାଇବାକୁ ଓଳିଏ ଖାଇବା ନ ଥିଲା। ପର୍ବପର୍ବାଣୀରେ…

ଉର୍ମିଳା କିଣିଲେ ୩ କୋଟି ଟଙ୍କାର ଅଫିସ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ର।।ୱତ କାହା ଉପରେ ବର୍ଷିବାକୁ ହେଲେ ସେ କିଛି ଦେଖନ୍ତି ନାହିଁ । ଏମିତିକି ସେଲିବ୍ରିଟିଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ କଙ୍ଗନା ଏବେ ସମସ୍ତଙ୍କୁ କିଛି ନା କିଛି ଶୁଣାଉଛନ୍ତି । ଏଥର ସେ…

୭୦ ହଜାର ଟଙ୍କାରେ ଶିଶୁକନ୍ୟାକୁ ବିକିଦେଲେ ପିତା

ହାଇଦ୍ରାବାଦ,୩।୧ : ନିଜ ଜନ୍ମକଲା ସନ୍ତାନଙ୍କୁ ଜଣେ ପିତା ମାତ୍ର ୭୦ ହଜାର ଟଙ୍କାରେ ବିକ୍ରି କରିଦେବାରୁ ମା’ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ଏଠାକାର ଜଣେ ବ୍ୟକ୍ତି ତାଙ୍କର ୧ ମାସର ଶିଶୁକନ୍ୟାକୁ ମାତ୍ର…

ବନ୍ଧୁଙ୍କ ସହ ରୋଡ୍‌ ଟ୍ରିପ୍‌ରେ ଯାଇଥିବାବେଳେ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଗଲେ ଏହି ଅଭିନେତା

ବମ୍ବେ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ବିଗ୍‌ବସ୍‌ ଫେମ୍‌ ଅଭିନେତା ନିଶାନ୍ତ ସିଂହ ମଲଖାନୀ। ଡିସେମ୍ବର ୩୧ ରାତି ୧୧.୫୯ରେ ରାଜସ୍ଥାନରେ ଦୁର୍ଘଟଣାର ଶିକାର ହୋଇଥିବା ନିଶାନ୍ତ କହିଛନ୍ତି। ଆହତ ଥିବା ଯୋଗୁ ସେ ଏବେ ଚିକିତ୍ସିତ ହେଉଛନ୍ତି। ନିଶାନ୍ତ ଜୈସଲମେରକୁ କାମରେ…

ସ୍ତ୍ରୀ ଜାଣିଲେ ମାରିବେ, କାହିଁକି ଏମିତି କହିଲେ ଏହି କ୍ରିକେଟର୍‌

ଅଷ୍ଟ୍ରେଲିଆ କ୍ରିକେଟର୍‌ ଡେଭିଡ୍‌ ଓ୍ବାର୍ନର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରୁହନ୍ତି। ସେ ଟିକ୍‌ଟକ୍‌ରେ ଭିଡିଓ କରି ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଥାନ୍ତି। ସେ ବେଳେବେଳେ ଭାରତୀୟ ଅଭିନେତାଙ୍କ ନକଲ କରିଥାନ୍ତି। ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ସେ…

‘ଧୁମ ୪’ରେ ନଜର ଆସିବେ ଦୀପିକା!

ମୁମ୍ବାଇ: ୟଶରାଜ ଫିଲ୍ମର ସବୁଠାରୁ ଷ୍ଟାଇଲିଷ୍ଟ ଆକ୍ସନ ଫ୍ରଞ୍ଚାଇଜ୍ ‘ଧୁମ’ର ୪ ନମ୍ବର ମୁଭିକୁ ଦର୍ଶକେ ବେଶ୍ କିଛିଦିନ ହେବ ଅପେକ୍ଷା ରଖିଛନ୍ତି । ‘ଧୁମ୍ ୪’ କୁ ନେଇ ୨୦୨୦ରେ କେତେ କଥା ଶୁଣିବାକୁ ମିଳିଥିଲା । କେଉଁମାନେ ଏଥିରେ…

ନୂଆବର୍ଷରେ ଭାରତରେ ଜନ୍ମ ନେଇଛନ୍ତି ସର୍ବାଧିକ ଶିଶୁ

ନ୍ୟୁୟର୍କ,୩।୧: ଗୋଟିଏ ପଟେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ଗୁରୁତ୍ୱ ଦିଆଯାଉଥିବା ବେଳେ ଅନ୍ୟପଟେ ନୂଆବର୍ଷ ଅବସରରେ ସମଗ୍ର ବିଶ୍ୱରେ ସର୍ବାଧିକ ସଂଖ୍ୟକ ଶିଶୁ କେବଳ ଭାରତରେ ଜନ୍ମ ନେଇଛନ୍ତି। ଭାରତରେ ନୂଆବର୍ଷ ଅବସରରେ ସମଗ୍ର ବିଶ୍ୱରେ ସର୍ବାଧିକ ୬୦,୦୦୦ ପିଲା ଜନ୍ମ…

ସାଥି ଖେଳାଳିଙ୍କ ସହ ଗୋ-ମାଂସ ସେବନ କରିଛନ୍ତି ରୋହିତ ! ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ

ମେଲବୋର୍ନ,୩।୧: ହୋଟେଲରେ ନଖାଇ ରେଷ୍ଟୁରାଣ୍ଟରେ ଖାଇ ଅଡୁଆରେ ଫସିଛନ୍ତି ୫ ଭାରତୀୟ ଖେଳାଳି। ସେମାନେ ବାୟୋ ସିକ୍ୟୁରିଟି ନିୟମର ଉଲ୍ଲଂଘନ କରିଛନ୍ତି କି ନାହିଁ ତାର ତଦନ୍ତ କରାଯାଉଥିବା ବେଳେ ଖେଳାଳିମାନଙ୍କୁ ଅଲଗା ଏକାନ୍ତବାସରେ ରଖାଯାଇଛି। ଘଟଣାକୁ ନେଇ ବିଶେଷଭାବେ ଉପଅଧିନାୟକ…

ଆମେରିକାରେ ବିଗୁଡିଛି କରୋନା ସ୍ଥିତି: କାଲିଫର୍ନିଆରେ ମୃତଦେହ ସଂସ୍କାର ପାଇଁ ସ୍ଥାନର ଅଭାବ

କାଲିଫର୍ନିଆ,୩ ।୧: ଆମେରିକାରେ କରୋନାର ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି । କାଲିଫର୍ନିଆରେ ମୃତଦେହ ସଂସ୍କାର କରିବାକୁ ଶ୍ମଶାନରେ ସ୍ଥାନର ଅଭାବ ପରିଲକ୍ଷିତ ହୋଇଥିବା କୁହାଯାଉଛି । ଦକ୍ଷିଣ କାଲିଫର୍ନିଆରେ ଏକ ଅନ୍ତେଷ୍ଟି ସ୍ଥାନରେ ମୃତଦେହ ସଂସ୍କାର କରିବାକୁ ଆଉ…

ଦୁଇ ଭାଜପା ନେତାଙ୍କୁ ହତ୍ୟା ଘଟଣା: ସମୀକ୍ଷା କଲେ ଡିଆଇଜି

ନିଶ୍ଚିନ୍ତକୋଇଲି,୩।୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧିନସ୍ଥ କୁରୁଜଙ୍ଗା ଗ୍ରାମର ଦୁଇ ଭାଜପା ନେତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ସେ ହେଲେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ କୁଳମଣି ବରାଳ ଓ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri