Home Left

ହାର୍ଟ ଆଟାକ୍‌ ସମସ୍ୟାରୁ ଦୂରେଇ ରହିବାର ସହଜ ଉପାୟ…

କାନ୍ଦିଲେ ମାନସିକ ଶାନ୍ତି ମିଳିଥାଏ। କାନ୍ଦିବା ସମୟରେ ଶରୀରରେ ଆଣ୍ଡ୍ରୋନୋକ୍ରାଟିକୋଟ୍ରାପିକ୍‌ ଓ ଲ୍ୟୁସିନ୍‌ ନାମକ ହରମୋନ୍‌ କ୍ଷରଣ ହୋଇଥାଏ। ଏହାକୁ ଷ୍ଟ୍ରେସ୍‌ ହରମୋନ୍‌ କୁହାଯାଇଥାଏ। ଏହାଦ୍ୱାରା ମାନସିକ ଚାପରୁ ମୁକ୍ତି ମିଳିଥାଏ । ସେହିପରି କାନ୍ଦିବା ଦ୍ୱାରା ଆଖିରେ ଥିବା ମଇଳା…

ଆଦିତ୍ୟ ପାଞ୍ଚୋଲି-କଙ୍ଗନା ଲୁଚାଛପାରେ କରୁଥିଲେ ଡେଟିଂ…

ମୁମ୍ବାଇ,୪।୧: ବଲିଉଡ୍‌ ଅଭିନେତା ଆଦିତ୍ୟ ପାଞ୍ଚୋଲି ସୋମବାର ୫୫ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୬୫ ଜାନୁୟାରୀ ୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ୧୯୮୬ରେ ଜରିନା ଓ୍ବାହାବଙ୍କୁ ବିବାହ କରିବା ପରେ ଆଦିତ୍ୟ ବଲିଉଡ୍‌ରେ ପାଦ ଦେଇଥିଲେ। ଅନେକ ସଂଘର୍ଷ…

ସକାଳେ ଏଥିରୁ ଗ୍ଲାସେ, ସ୍ମୃତି ଶକ୍ତିକୁ କରେ ପ୍ରଖର…

ସକାଳୁ ନିତ୍ୟକର୍ମ ପରେ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ। ରାତିରେ ଏକ ଗ୍ଲାସ୍‌ ପାଣିରେ କିଛି ମିଶ୍ରି ଖଣ୍ଡ ପକାଇ ଏହାକୁ ସକାଳୁ ପିଇଲେ ପାଚନ କ୍ରିୟା ନିୟନ୍ତ୍ରିତ ହେବା ସହିତ…

ଗ୍ରାଜୁଏଶନ୍‌ କରିଥିଲେ ସରକାରୀ ନିଯୁକ୍ତିର ସୁବର୍ଣ୍ଣ ସୁଯୋଗ: ମାସିକ ବେତନ ୬୨ ହଜାର ଟଙ୍କା

ଏକ୍ସପୋର୍ଟ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ (ଇସିଜିସି) ପ୍ରୋବେସନାରୀ ଅଫିସର ପଦବୀରେ ନିଯୁକ୍ତି ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ଦ୍ଦିଷ୍ଟ ଯୋଗ୍ୟତା, ବେତନ, ଆବେଦନ ଶୁଳ୍କ ସହିତ ସମସ୍ତ ଆବଶ୍ୟକୀୟ ସୂଚନା ବିଜ୍ଞପ୍ତିରେ ଉପଲବ୍ଧ ରହିଛି। ଆଗ୍ରହୀ ପ୍ରାର୍ଥୀମାନେ ବିଜ୍ଞପ୍ତି ଡାଉନଲୋଡ…

ଏମିତି ଛକା ମାରିଲେ ବ୍ୟାଟ୍ସମ୍ୟାନ୍‌, ବିୟର୍‌ ଗ୍ଲାସ୍‌ରେ ପଡିଲା ବଲ୍‌

କ୍ରିକେଟ ପଡ଼ିଆରେ ବ୍ୟାଟ୍ସମ୍ୟାନ୍‌ ଛକା ମାରିକା ଏକ ସାଧାରଣ କଥା। ବ୍ୟାଟ୍ସମ୍ୟାନ୍‌ ଛକା ମାରିଲେ ବଲ୍‌ ବାଉଣ୍ଡ୍ରି ବାହାରେ କିମ୍ବା ଗ୍ୟାଲୋରୀରେ ବସୁଥିବା ପ୍ରଶଂସକଙ୍କ ନିକଟକୁ ଯାଇଥାଏ। ବେଳେବେଳେ ପ୍ରଶଂସକମାନେ ବଲ ଧରିଥାନ୍ତି। କିନ୍ତୁ ଅଷ୍ଟ୍ରେଲିଆରେ ଚାଲିଥିବା ବିଗ ବ୍ୟାସ ଲିଗ…

ବନ୍ଦ କୋଠରିରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ଉମରକୋଟ, ୩।୧: ଉମରକୋଟ ବ୍ଲକ ଅଧୀନ ମୂର୍ତ୍ତୁମା ପଞ୍ଚାୟତ ବଡ଼ଖଡକା ଗାଁରେ ରବିବାର ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ପୋଳିସ ଉଦ୍ଧାର କରିଛି। ମୃତକ ହେଲେ ଉକ୍ତ ଗାଁର ତୁଲେଶ୍ୱର ମାଝି(୩୦) ଓ ପାଖ ଗାଁର ଜଣେ ଯୁବତୀ। ପ୍ରକାଶ ଯେ, ତୁଲେଶ୍ୱର…

ମାହାଙ୍ଗା ଡବଲ ମର୍ଡର ଘଟଣା : ୧୨ ଜଣଙ୍କ ନାଁରେ ମାମଲା

ନିଶ୍ଚିନ୍ତକୋଇଲି/ମାହାଙ୍ଗା, ୩ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ନୃତାଙ୍ଗସ୍ଥିତ ଯଁକୁଟି ନିକଟରେ ଭାଜପା ନେତା କୁଳମଣି ବରାଳ(୬୨) ଓ ଦିବ୍ୟସିଂହ ବରାଳ(୭୦)ଙ୍କୁ ଶନିବାର ହତ୍ୟା କରାଯାଇଥିଲା। ରବିବାର ଡବଲ ମର୍ଡର ଘଟଣାର ତନାଘନା ଆରମ୍ଭ ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍…

ସେଲ୍‌ଫି ନେବାବେଳେ ନଦୀରେ ଖସିପଡ଼ିଲେ ଯୁବତୀ: ଉଦ୍ଧାର କରିବାକୁ ଯାଇ ଯୁବକ ଗୁରୁତର

ସୁନ୍ଦରଗଡ଼/ବାଲିଶଙ୍କରା/ରାଜଗାଙ୍ଗପୁର,୩।୧: ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍‌ନଦୀର ଘୋଘର କନାକୁଣ୍ଡ ଘାଟରେ ରବିବାର ଅଘଟଣ ଘଟିଛି। ପିକ୍‌ନିକ୍‌ କରିବାକୁ ଯାଇଥିବା ଜଣେ ଯୁବତୀ ସେଲ୍‌ଫି ନେବାବେଳେ ନଦୀ ଭିତରେ ଖସିପଡ଼ି ନିଖୋଜ ହୋଇଛନ୍ତି। ଯୁବତୀ ଜଣକ ହେଉଛନ୍ତି ରାଜଗାଙ୍ଗପୁର କୁମ୍ଭାରପଡ଼ାର…

ଶିମିଳିପାଳ, କୁଲଡ଼ିହାରେ ପକ୍ଷୀ ଗଣନା: ୫୩ ଟିମ୍‌ ନିୟୋଜିତ

ବାରିପଦା ଅଫିସ/ସଜନାଗଡ଼/ପାଟଣା,୩ା୧: ମୟୂରଭଞ୍ଜ ଜିଲାର ଶିମିଳିପାଳ ଓ ବାଲେଶ୍ୱର ଜିଲାର କୁଲଡ଼ିହା ଅଭୟାରଣ୍ୟରେ ରବିବାର ପକ୍ଷୀଗଣନା ଆରମ୍ଭ ହୋଇଛି। ୨ ଜିଲାର ବିଭିନ୍ନ ସ୍ଥାନ ସମେତ କେନ୍ଦୁଝର ଜିଲାରେ ମଧ୍ୟ ପକ୍ଷୀଗଣନା ଆରମ୍ଭ ହୋଇଛି। ଏହି କାର୍ଯ୍ୟରେ ମୋଟ ୫୩ଟିମ୍‌ ନିୟୋଜିତ…

ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ: ରାଉରକେଲା ବିଜୟୀ

ସମ୍ବଲପୁର,୩।୧(ବ୍ୟୁରୋ): ରାଜ୍ୟସ୍ତରୀୟ ମହେଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ସ୍ବର୍ଣ୍ଣାବୁରେଇ ଖେଳ ପଡ଼ିିଆରେ ଚାଲିଛି। ରବିବାର କ୍ବାର୍ଟର ଫାଇନାଲ ମ୍ୟାଚ୍‌ ବରଗଡ ଜିଲା ବ୍ଲୁ ଡାଇମଣ୍ଡ ଓ ରାଉରକେଲା ମଧ୍ୟରେ ହୋଇଥିଲା। ବରଗଡ ଦଳ ଟସ୍‌ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା।…

ହଜାରେ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା

ପୁଣେ,୩।୧୨: କରୋନା ଟିକା ମୂଲ୍ୟକୁ ନେଇ ଦୀର୍ଘ ଦିନରୁ ଆଲୋଚନା ହେଉଛି। ରବିବାର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଏହି ଟିକା ମୂଲ୍ୟ ବିଷୟରେ କହିଛନ୍ତି। ଅକ୍ସଫୋର୍ଡ ଟିକା ୨୦୦ ଟଙ୍କାରେ ସରକାରଙ୍କୁ ଦିଆଯିବ ଏବଂ ଜନସାଧାରଣ…

୧୦ଦିନ ହେଲା ଜଳଯୋଗାଣରେ ବ୍ୟାଘାତ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ଲାଠୋର,୩ା୧: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ନିକଟରେ ଥିବା ଓଭରହେଡ ଟ୍ୟାଙ୍କ ଚାବି ଖରାପ ହୋଇଯାଇଛି। ଏନେଇ ଗତ ୧୦ଦିନ ହେବ ଜଳଯୋଗାଣରେ ବ୍ୟାଘାତ ସୃଷ୍ଟି ହୋଇଛି। ମରାମତି ପାଇଁ ଲୋକେ ଦାବି କରିଥିଲେ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri