ବିବାହ କରିବାକୁ ଚାହୁଁଛନ୍ତି ସଲମାନ୍: ହେଲେ…
ବଲିଉଡର ପ୍ରସିଦ୍ଧ ଅଭିନେତା ତଥା ଦବଙ୍ଗ ଖାନ ନାମରେ ଜଣାଶୁଣା ସଲମାନ ଖାନ ଆଜିକାଲି ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମ ‘ମୈନେ ପ୍ୟାର କିୟା’ରୁ ବଲିଉଡ୍ରେ ଡେବ୍ୟୁ କରିଥିଲେ। ପ୍ରଥମ ଫିଲ୍ମରୁ ହିଁ ସେ ଜଣେ ପ୍ରସିଦ୍ଧ ଅଭିନେତା ଭାବରେ…
ସେନାଧିକାରୀ ହେବା ପରିବର୍ତ୍ତେ ଜମିରେ ଚାଷ କରୁଛନ୍ତି ରୋହିତ
ପାଟଣା,୧୩।୧: ବିହାରସ୍ଥିତ ହାଜିପୁରର ରୋହିତ ସିଂ ହିମାଚଳ ପ୍ରଦେଶର ଏକ ସୈନିକ ସ୍କୁଲରେ ଅଧ୍ୟୟନ କରୁଥିଲେ। ବାପା ଚାହୁଁଥିଲେ ଯେ ସେ ଜଣେ ସେନାଧିକାରୀ ହୁଅନ୍ତୁ, କିନ୍ତୁ ରୋହିତଙ୍କ ମନରେ ଆଉ କିଛି ଥିଲା। ସେ ଚାକିରି ଖୋଜୁଥିବା ପରିବର୍ତ୍ତେ ଚାକିରି…
ପୀୟୁଷଙ୍କ ଯୋଗୁ ସଲମାନ୍ ଆଜି ସୁପରଷ୍ଟାର
ବମ୍ବେ: ଦବଙ୍ଗ ଖାନ୍ ସଲମାନ ସୁପରଷ୍ଟାର ହେବା ପଛରେ ରହିଛନ୍ତି ଜଣେ ଅଭିନେତା। ଗ୍ୟାଙ୍ଗ୍ସ ଅଫ୍ ବାସେପୁର, ଗୁଲାଲ, ହାପି ଭାଗ୍ ଜାଏଗି ଭଳି ଫିଲ୍ମରେ ଅଭିନୟ କରି ବାହା ବାଃ ସାଉଁଟିଥିବା ପୀୟୁଷ ମିଶ୍ରାଙ୍କ ଯୋଗୁ ସଲମାନ ସଫଳତାର ଶିଢ଼ି…
ଧୋନୀଙ୍କ ଫାର୍ମ ପାଇଁ ମିଳିଲାନି କଡ଼କନାଥ କୁକୁଡ଼ା
ଇନ୍ଦୋର,୧୩।୧: ଭାରତର ୧୦ଟି ରାଜ୍ୟରେ ବାର୍ଡ ଫ୍ଲୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ବାର୍ଡ ଫ୍ଲୁ ଯୋଗୁ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଧୋନୀଙ୍କ କୁକୁଡ଼ା ଫାର୍ମ ପାଇଁ ଝାବୁଆର ରୁଣ୍ଡିପଡ଼ା ଗାଁରେ ଥିବା କୁକୁଡ଼ା ଫାର୍ମରୁ…
କଂଗ୍ରେସ ଦେଶଭକ୍ତଙ୍କ ସହ କରୁଛି ଦୁର୍ବ୍ୟବହାର: ସାଧ୍ୱୀ ପ୍ରଜ୍ଞା
ଭୋପାଳ,୧୩ ।୧: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଗାନ୍ଧୀଜୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଥମେ ଆତଙ୍କବାଦୀ ବୋଲି କହିଥିଲେ । ଦିଗବିଜୟଙ୍କ ଏହି ବୟାନକୁ ନେଇ ରାଜନୀତି ହୋଇଥିଲା ସରଗରମ । ଭୋପାଳର ଭାରତୀୟ…
ଧାନ ଗଦାକରି ରାସ୍ତାରେ ବସିଲେ ଚାଷୀ
ପଦ୍ମପୁର ,୧୩।୧ (ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ ଉଠାଣରେ ମନ୍ଥରତା ଲାଗି ରହିଛି। ଏହି ଉପଖଣ୍ଡ ଅନ୍ତର୍ଗତ ବରିକେଲ ସେବା ସମବାୟ ସମିତିର ଚାଷୀଙ୍କ ନିର୍ଦ୍ଧାରିତ ସମୟରେ ଧାନ ଉଠୁ ନ ଥିବା ଏବଂ ଟୋକନର ସମୟସୀମା ସରିଯିବା…
ପାପୁଲିର ଏହି ସ୍ଥାନରେ ଅଛିକି କ୍ରସ ଚିହ୍ନ… ଖୁବ୍ କମ ବୟସରୁ ପଡ଼ିବେ ପ୍ରେମରେ
ହସ୍ତରେଖା ଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ହାତରେ ଏପରି ଅନେକ ରେଖା ଅଛି, ଯାହା ଭବିଷ୍ୟତ, ବର୍ତ୍ତମାନ ଏବଂ ସହିତ ଜଡିତ ଅନେକ କଥା କହିଥାଏ। ସେହି ରେଖା ଏବଂ ଚିହ୍ନଗୁଡିକ ମଧ୍ୟରୁ କେତେକ ଅତ୍ୟନ୍ତ ସ୍ବତନ୍ତ୍ର ବିବେଚନା କରାଯାଏ। ଯେଉଁଥିରେ…
ଭାଇରାଲ ହେଉଛି ସୁଶାନ୍ତଙ୍କ ହାତଲେଖା ଚିଠି, ଏଥିରେ ଲେଖା ଅଛି…
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ହାତଲେଖା ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ସୋସିଆଲ ମିଡିଆରେ ନିଜ ଭାଇଙ୍କ ହାତଲେଖା ଚିଠି ଶେୟାର କରିଛନ୍ତି। ଏଥିରେ ସୁଶାନ୍ତ ୩୦ ବର୍ଷର ନିଜର…
ଓଲଟିଲା ପୋଲିସ ଭ୍ୟାନ୍, ୫ ଆହତ
ଛତ୍ରପୁର,୧୩।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଜାତୀୟ ରାଜପଥରେ ଜଣେ ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ବୁଧବାର ପୂର୍ବାହ୍ନରେ ଏକ ପୋଲିସ ପାଟ୍ରୋଲିଂ ଗାଡ଼ି ଓଲଟି ପଡିଛି । ଏହି ଦୁର୍ଘଟଣାରେ ପୋଲିସ ସର୍ଜେଣ୍ଟ ସଞ୍ଜୟ ବାରିକଙ୍କ ସମେତ…
ଏହି ୫ ସ୍ଥାନରେ ଗୋଟିଏ ଦିନ ବି ରୁହନ୍ତୁ ନାହିଁ, ହୋଇପାରେ ବଡ କ୍ଷତି
ଅର୍ଥଶସ୍ତ୍ର, ରାଜନୀତି ଏବଂ କୁଟନୀତି ସହ ଅନେକ କ୍ଷେତ୍ରରେ ପ୍ରବୀଣ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ର ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଛନ୍ତି। ଏଭଳି ଏକ ଶ୍ଳୋକରେ ଚାଣକ୍ୟ କେଉଁ ସ୍ଥାନରେ ବିଲ୍କୁଲ…
ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର: ରାସ୍ତା ସିଲ୍
ଛତ୍ରପୁର,୧୩।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ତାମ୍ପରା ବୋଟ କ୍ଲବ ସମ୍ମୁଖ ଜାତୀୟ ରାଜପଥରେ ବୁଧବାର ସକାଳେ ଏଚ୍ପି ଗ୍ୟାସ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଫଳରେ ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେଉଛି। ଖବରପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ…
ସାବଧାନ! ଚକୋଲେଟ୍ରେ ମିଶୁଛି ଟେଲକମ ପାଉଡର
ଭୋପାଳ,୧୩।୧: ଯଦି ଆପଣଙ୍କ ପିଲା ଲଲିପପ୍ କମ୍ବା କ୍ୟାଣ୍ଡି ଚକୋଲେଟ୍ ଖାଉଛନ୍ତି ତେବେ ସାବଧାନ! କାରଣ କେତେକ ସ୍ଥାନରେ ଏହି ଚକୋଲେଟ୍ ପ୍ରସ୍ତୁତିରେ ଟେଲ୍କମ୍ ପାଉଡର ମିଶୁଛି। ଇନ୍ଦୋରରେ ଥିବା ଏମିତି ଏକ ଫ୍ୟାକ୍ଟ୍ରିରେ ଏପରି ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି।…
Archives


