Posted inଜାତୀୟ

ସମୁଦ୍ର ମଝିରେ ଫସିଛନ୍ତି ୪୧୦ ଜଣ

ମୁମ୍ବାଇ,୧୭।୫: ସାମୁଦ୍ରିକ ଝଡ଼ ତଉକ୍‌ତାଏ ରବିବାର ମଧ୍ୟରାତ୍ରରୁ ମୁମ୍ବାଇ ଉପକୂଳରେ ତାଣ୍ଡବ ଆରମ୍ଭ କରିଥିବା ବେଳେ ୨ଟି ବଡ଼ ବୋଟ୍‌ରେ ଅନୂ୍ୟନ ୪୧୦ ଜଣ ସମୁଦ୍ର ମଧ୍ୟରେ ଫସିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ନୌସେନା ପକ୍ଷରୁ ୩ଟି ଜାହାଜକୁ ମୁତୟନ କରାଯାଇଛି। ମୁମ୍ବାଇଠାରୁ ୧୭୫ କି.ମି. ଦୂର ବମ୍ବେ ହାଇରେ ଥିବା ଓଏନ୍‌ଜିସିର ହୀରା ଅଏଲ୍‌ଫିଲ୍ଡ ନିକଟରେ ଗୋଟିଏ ବୋଟ୍‌ରେ ୨୭୩ ଜଣ ଅଟକି ରହିଛନ୍ତି। ସହାୟତା ପାଇଁ ବର୍ତ୍ତା ପଠାଇବା ପରେ ନୌସେନା ପକ୍ଷରୁ ଆଇଏନ୍‌ଏସ୍‌ କୋଚି ଏବଂ ଆଇଏନ୍‌ଏସ୍‌ ତଲଓ୍ବାରକୁ ପଠାଯାଇଛି। ସେହିପରି ୧୩୭ ଜଣଙ୍କୁ ନେଇ ଅନ୍ୟ ଏକ ବୋଟ୍‌ ଜିଏଏଲ୍‌ କନ୍‌ଷ୍ଟ୍ରକ୍ଟର ମୁମ୍ବାଇଠାରୁ ୧୫ କି.ମି. ଦୂର ଆରବ ସାଗରରେ ଅଟକି ରହିଛି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଆଇଏନ୍‌ଏସ୍‌ କୋଲକାତାକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଦିନ ପରେ ଗେହଲଟଙ୍କର ହେବ ଶକ୍ତି ପରୀକ୍ଷା!

ଜୟପୁର,୧୯।୭: ରାଜସ୍ଥାନ ରାଜନୀତିରେ ଆସିଥିବା ପରିବର୍ତ୍ତନ ପରେ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଥିଲେ। ଏଥିରେ ସେ ତାଙ୍କ ସମର୍ଥନରେ...

ମମତାଙ୍କ ଆହ୍ୱାନ କ୍ରମେ ହାଥରସ ଯିବାକୁ ଉଦ୍ୟତ ହେଲେ ଟିଏମ୍‌ସିର ୪ ଏମ୍‌ପି

ହାଥରସ,୨ ।୧୦: ଉତ୍ତର ପ୍ରଦେଶ ହାଥରସ ବଳାତ୍କାର ମାମଲା ଏବେ ରାଜନୈତିକ ରୂପ ନେବାରେ ଲାଗିଛି । ଗୁରୁବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା...

ଅର୍ଥମନ୍ତ୍ରୀ ନେଲେ କରୋନା ଟିକା

ଓ୍ବାୟନାଡ଼,୪।୩: କରୋନା ଟିକାର ସାର୍ବଜନୀକ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଟିକା ନେଇଛନ୍ତି। ସେ ଦିଲ୍ଲୀର ବସନ୍ତକୁଞ୍ଜ ସ୍ଥିତ ଫୋର୍ଟିସ୍‌ ହସ୍ପିଟାଲରେ...

ଦେଶର ପ୍ରଥମ କରୋନା ସଂକ୍ରମିତ ପୁଣିଥରେ କରୋନା କବଳରେ

ଥିରୁଭାନନ୍ତପୁରମ,୧୩ ।୭: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ସମୟ କ୍ରମେ ଏହା କମ୍ ହେବାରେ ଲାଗିଛି । ହେଲେ କିଛି ରାଜ୍ୟରେ ଏବେବି...

ଲକ୍‌ଡାଉନ ପୂର୍ବରୁ ମୁମ୍ବାଇ ବଜାରରେ ଲୋକଙ୍କ ପ୍ରବଳ ଭିଡ଼

ମୁମ୍ବାଇ,୯।୪: କରୋନା ଭାଇରସ୍‌ ସଙ୍କଟ ବୃଦ୍ଧି ପାଇବା ପରେ ଦେଶରେ ପୁଣି ଥରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ନାଇଟ କର୍ଫ୍ୟୁ...

ପେଟପୁରା ଖାଇବାକୁ ନ ଦେବାରୁ ମାଲିକାଣୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଚାକର

ଯମୁନାନଗର,୧୮।୫: ହରିଆଣାର ଯମୁନାନଗରରେ ଥିବା ନ୍ୟୁ ଜୈନ ନଗର କଲୋନୀରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ପେଟପୁରା ଖାଇବାକୁ ନ ଦେବାରୁ ମାଲିକାଣୀଙ୍କୁ ହତ୍ୟା...

ଦିଦିଙ୍କୁ ଝଟ୍‌କା: ପୁଅ ପରେ ବାପା ଛାଡ଼ିଲେ ତୃଣମୂଳ

କୋଲକାତା,୨୧।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲଗାତାର ଝଟ୍‌କା ଲାଗି ଚାଲିଛି। ଜଣେ ପରେ ଜଣେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ମମତା...

କୋଲକାତା ବ୍ୟବସାୟୀଙ୍କ ଘରୁ ୧୭ କୋଟି ଜବତ କଲା ଇଡି

ନୂଆଦିଲ୍ଲୀ/କୋଲକାତା,୧୧ା୯: ମୋବାଇଲ ଗେମିଂ ଆପ୍‌ ଜାଲିଆତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର କୋଲକାତାର ୬ଟି ସ୍ଥାନରେ ଚଢ଼ାଉ କରିଛି। ବ୍ୟବସାୟୀ ଆମିର...

Advertisement
Archives

Model This Week