Posted inଜାତୀୟ

୫୦ ଡାକ୍ତରଙ୍କ ଜୀବନ ନେଲା ଭାଇରସ୍‌

ନୂଆଦିଲ୍ଲୀ, ୧୭।୫ :
କୋଭିଡ୍‌-୧୯ କାରଣରୁ ରବିବାର ଗୋଟିଏ ଦିନରେ ୫୦ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଏ ନେଇ ଭାରତୀୟ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ଦ୍ୱିତୀୟ ଲହରରେ ଦେଶର ୨୪୪ ଯୁବ ଡାକ୍ତର ପ୍ରାଣ ହରାଇଲେଣି। ଗତବର୍ଷ ପ୍ରଥମ ଲହରରେ ୭୩୬ ଡାକ୍ତରଙ୍କ ଜୀବନ ଯାଇଥିଲା। କରୋନା ଗତବର୍ଷଠାରୁ ଏପର୍ଯ୍ୟନ୍ତ ଦେଶରେ ପାଖାପାଖି ୧୦୦୦ ଡାକ୍ତରଙ୍କ ମୃତ୍ୟୁର କାରଣ ସାଜିଛି।

ଚଳିତ ବର୍ଷ ବିହାରରେ ସର୍ବାଧିକ ୬୯ ଡାକ୍ତରଙ୍କ ଜୀବନ ଯାଇଛି। ଉତ୍ତରପ୍ରଦେଶରେ ୩୪ ଓ ଦିଲ୍ଲୀରେ ୨୭ ଡାକ୍ତରଙ୍କର କରୋନାରେ ଜୀବନ ଯାଇଛି। ଟିକାକରଣ ଆରମ୍ଭ ହେବା ୫ ମାସ ହେଲାଣି, ମାତ୍ର ୬୬ ପ୍ରତିଶତ ସ୍ବାସ୍ଥ୍ୟ କର୍ମଚାରୀ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି। ଅନେକ ଡାକ୍ତର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟିକା ନେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ବିନା ମାସ୍କରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଆଦାୟ ହେଲାଣି ୫୦ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୪ ।୧: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ସେଣ୍ଟ୍ରାଲ ରେଲୱେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଟ୍ରେନ୍ ଓ ପ୍ଲାଟଫର୍ମରେ ଯେଉଁମାନେ ମାସ୍କ ପିନ୍ଧି...

ଭାଜପାକୁ ମିଳିଛି ୨୭୬.୪୫ କୋଟି ଚାନ୍ଦା

ନୂଆଦିଲ୍ଲୀ, ୨୪।୬(ପି.ଟି.): ୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାଜପାକୁ ଇଲେକ୍ଟୋରାଲ ଟ୍ରଷ୍ଟରୁ ସର୍ବାଧିକ ୨୭୬.୪୫ କୋଟି ଟଙ୍କା ଚାନ୍ଦା ମିଳିଛି। ସବୁ ରାଜନୈତିକ ଦଳଙ୍କୁ ମିଳିଥିବା ମୋଟ...

ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ସମାପ୍ତ କରିବାକୁ ଭାଜପା ଏମ୍‌ପିଙ୍କ ଦାବି

ନୂଆଦିଲ୍ଲୀ,୧୭।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନରେ ଭାରତର ଗଣତନ୍ତ୍ର ଉପରେ ଦେଇଥିବା ବିବୃତ୍ତିକୁ ନେଇ ଜୋରଦାର ବିରୋଧ କରାଯାଉଛି। ଏପରିକି ସଂସଦରେ ରାହୁଲ ଗାନ୍ଧୀ...

ଦୈନିକ ସଂକ୍ରମଣ ୪ ଶହ ତଳେ…

ନୂଆଦିଲ୍ଲୀ, ୨୬।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬ ହଜାର...

ଶନିବାର ହେବ ବିଶ୍ୱର ସବୁଠୁ ଉଚ୍ଚ ଶିବ ପ୍ରତିମୂର୍ତ୍ତିର ଉନ୍ମୋଚନ

ଜୟପୁର,୨୮।୧୦: ବିଶ୍ୱର ଉଚ୍ଚତମ ଶିବ ପ୍ରତିମୂର୍ତ୍ତିର ନିର୍ମାଣ ଶେଷ ହୋଇଛି। ରାଜସ୍ଥାନର ରାଜସମାନ ଜିଲାର ନାଥଦ୍ୱାରରେ ନିର୍ମିତ ଏହି ପ୍ରତିମାର ଉନ୍ମାଚନ ସମାରୋହ ଶନିବାରଠାରୁ ଆରମ୍ଭ...

ଆରୋଗ୍ୟ ସେତୁ ଆପ୍‌ ଉପରେ ପାକିସ୍ତାନ ହ୍ୟାକରର ନଜର

ମୁମ୍ବାଇ,୧୦।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟ ଜଟିଳ ପରିସ୍ଥିତିରେ ପହଞ୍ଚିଛି। ଏହାକୁ ରୋକିବାକୁ ବିଭିନ୍ନ ଦେଶ ନିଜ ପକ୍ଷରୁ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି।...

ଚଳିତ ବର୍ଷ ପାର୍ଲାମେଣ୍ଟର ଶୀତକାଳିନ ଅଧିବେଶନରେ ଯୋଗ ଦେବେ ନାହିଁ ରାହୁଲ

ନୂଆଦିଲ୍ଲୀ,୧୨ ।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚଳିତ ଥର ପାର୍ଲାମେଣ୍ଟର ଶୀତକାଳିନ ଅଧିବେଶନରେ ଯୋଗ ଦେବେ ନାହିଁ । କଂଗ୍ରେସ ପ୍ରଭାରି ତଥା ମହାସଚିବ...

୧୦୦ ବର୍ଷର ସମସ୍ୟାର ସମାଧାନ ୧୦୦ ଦିନରେ ହୋଇପାରିବ ନାହିଁ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୨।୧୦ : ଶନିବାର ୧୦ ଲକ୍ଷ ନିଯୁକ୍ତି ଡ୍ରାଇଭ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ୧୦୦ ବର୍ଷର ବେକାରି ତଥା ସ୍ବରୋଜଗାର...

Advertisement
Archives

Model This Week