ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ଖାଆନ୍ତୁ ଏହାକୁ

ଛତୁ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଏହା ଖାଇବାକୁ କେବଳ ଯେ ସ୍ବାଦିଷ୍ଟ ତାହା ନୁହେଁ ବରଂ ଏହା ସ୍ବାସ୍ଥ୍ୟ ଉପକାରୀ ମଧ୍ୟ। ପୋଷକ ତତ୍ତ୍ୱରେ ଭରପୁର ଥିବା ଛତୁକୁ ଆୟୁର୍ବେଦରେ ଔଷଧ ଭାବେ ଗ୍ରହଣ କରାଯାଏ। ଏହା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ।

– ଛତୁରେ ଥିବା ଆଣ୍ଟିଅକ୍ସିଡେଣ୍ଟ ବୟସ ବଢ଼ିବା ଜନିତ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା ସହ ତ୍ୱଚାରେ ଚମକ ଆଣିଥାଏ। ଫଳରେ ଆପଣ କମ୍‌ ବୟସ୍କର ଲାଗିଥାନ୍ତି।

– ଏହାକୁ ନିୟମିତ ଖାଇବା ଫଳରେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହୋଇଥାଏ। ଏହା ଥଣ୍ଡା ଓ ଶର୍ଦ୍ଦିରୁ ମୁକ୍ତି ଦେଇଥାଏ।

– ଛତୁରୁ ଭରପୁର ମାତ୍ରାରେ ଭିଟାମିନ ‘ଡି’ ମିଳିଥିବାରୁ ଏହା ହାଡକୁ ମଜଭୁତ କରିଥାଏ।

– ଏଥିରେ ଥିବା ବିଟା ଗ୍ଲୁକୋଜ କୋଲେଷ୍ଟ୍ରୋଲ ମାତ୍ରା କମ୍‌ କରିବା ସହିତ ମଧୁମେହ ଓ ହାର୍ଟଆଟାକ୍‌ରୁ ମୁକ୍ତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମାଷ୍ଟମୀ ଉପବାସ କଲେ ପୂରଣ ହୋଇଥାଏ ଏସବୁ ମାନସିକ, ଜାଣନ୍ତୁ କେଉଁମାନେ ଏହି ବ୍ରତ କରିବା ଉଚିତ୍‌

ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଜନ୍ମାଷ୍ଟମୀ। ଏହି ଦିନ ଶ୍ରୀକୃଷ୍ଣଙ୍କ ଜନ୍ମ। ବିଶ୍ୱାସ କରାଯାଏ, ଏହି ଦିନ ଉପବାସ କଲେ ଭକ୍ତଙ୍କ ସବୁ ମନବାଞ୍ଛା ପୂରଣ ହୋଇଥାଏ।...

ଅଧିକ ଅଣ୍ଡା ଖାଉଥିଲେ ସାବଧାନ

ଅଣ୍ଡାରୁ ଆବଶ୍ୟକ ଭିଟାମିନ୍‌ ମିଳେ। ସେଥିପାଇଁ ଅଣ୍ଡାକୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ। ଅଣ୍ଡାରୁ ଶରୀରକୁ ସମସ୍ତ ପୋଷକ ତତ୍ତ୍ୱ ମିଳେ ଓ ଆପଣଙ୍କ...

ଶତ୍ରୁକୁ ପରାସ୍ତ କରିବାର ସବୁଠୁ ବଡ଼ ଅସ୍ତ୍ର ଏହି ସାମାନ୍ୟ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା...

ଆକର୍ଷଣୀୟ ଯେମିତି ଆରାମଦାୟକ ସେମିତି

ଝୁଲାରେ ବସି ଟିକେ ଝୁଲିଗଲେ ଶରୀରକୁ ବେଶ୍‌ ଆରାମ ଲାଗିଥାଏ। ପୂର୍ବେ ଏହାକୁ କେବଳ ବାଲକୋନିରେ ଟଙ୍ଗା ଯାଉଥିବାର ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଟ୍ରେଣ୍ଡ...

ଡାଇବେଟିସ୍‌ ରୋଗୀଙ୍କ ପାଇଁ

ଆଜିକାଲି ଅସନ୍ତୁଳିତ ଖାଦ୍ୟ ଏବଂ ଜୀବନଶୈଳୀ ଡାଇବେଟିସ ବା ମଧୁମେହ ରୋଗ ସୃଷ୍ଟି କରିବାରେ ଅନେକାଂଶରେ ଦାୟୀ। ଅନେକ ସମୟରେ କେତେକ ଡାଇବେଟିସ ରୋଗୀ ନିଜର...

ପିଲାମାନଙ୍କ ବ୍ୟବହାରିକ ସମସ୍ୟା

  ପିଲାମାନେ ହେଉଛନ୍ତି ଆମ ସମାଜର ଅମୂଲ୍ୟ ସମ୍ପଦ। ସେମାନେ ହେଉଛନ୍ତି ଆମର ଭବିଷ୍ୟତ। ଯେତେବେଳେ ପିଲା ମାନଙ୍କର ବୟସ ବଢ଼ିଥାଏ, ସେମାନଙ୍କ ବ୍ୟବହାରରେ ଅନେକ...

ମେଥି ହେୟାର ମାସ୍କ

କେଶକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ଦାମୀ ପ୍ରଡକ୍ଟ ବ୍ୟବହାର କରାଯାଏ। କିନ୍ତୁ ଘରୋଇ ଉପାୟରେ ମେଥି ବ୍ୟବହାର କରି ସୁନ୍ଦର ଘନ କେଶ...

ଦିନରେ ଅଧିକ ନିଦ ଲାଗିଲେ..

ଦିନତମାମ ଆମେ ନିଜକୁ ବିଭିନ୍ନ କାମରେ ବ୍ୟସ୍ତ ରଖିଥାଉ। ତେଣୁ ସେହି ଅନୁସାରେ ରାତିରେ ଆବଶ୍ୟକ ପରିମାଣର ଶୋଇବା ନିହାତି ଦରକାର। ନ ହେଲେ ଆମେ...

Advertisement
Archives

Model This Week