Home Left

ମକର ସଂକ୍ରାନ୍ତିରେ କାହିଁକି କରାଯାଏ ସୂର୍ଯ୍ୟ ପୂଜା, ଜାଣନ୍ତୁ …

ଆଜି ଜାନୁୟାରୀ ୧୪ ଗୁରୁବାର ମକର ସଂକ୍ରାନ୍ତି। ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ଗତି କରନ୍ତି। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଗ୍ରହମାନଙ୍କର ରାଜା ଭାବରେ ପରିଗଣିତ ହୋଇଥାନ୍ତି। ବିଜ୍ଞାନ ମତରେ ସମସ୍ତ ନଅଟି ଗ୍ରହ ସୂର୍ଯ୍ୟ ଚାରିପଟେ ଘୂରି ବୁଲୁଛନ୍ତି। କେବଳ…

ରିଲ୍‌ ଲାଇଫ୍‌ରେ ସଫଳତା ସାଉଁଟି ଥିବା ସୀମା ରିୟଲ ଲାଇଫ୍‌ରେ ବିଫଳ…

ମୁମ୍ବାଇ,୧୪।୧: ବଲିଉଡ୍‌ ଅଭିନେତ୍ରୀ ସୀମା ବିଶ୍ୱାସ ଗୁରୁବାର ୫୫ ବର୍ଷ ପୂରଣ କରିଛନ୍ତି। ସେ ୫୬ବର୍ଷରେ ପାଦ ଦେଇଛନ୍ତି। ୧୯୬୫ ଜାନୁୟାରୀ ୧୪ରେ ସେ ଆସାମର ନଳବାରିଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ଶେଖର କପୁରଙ୍କ ଫିଲ୍ମ ବ୍ୟାଣ୍ଡିଟ୍‌ କୁଇନ୍‌ରେ ସୀମା ଡାକୁରାଣୀ…

ଭାରତରେ ପ୍ରବେଶ କଲା ଟେସ୍‌ଲା

ନୂଆଦିଲ୍ଲୀ,୧୪।୧: ଆମେରିକାର ଇଲେକ୍‌ଟ୍ରିକ କାର ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ଭାରତ ବଜାରରେ ପ୍ରବେଶ କରିଛି। ଏହା ବିଶ୍ୱର ସବୁଠାରୁ ବଡ ଇ-କାର୍‌ ନିର୍ମାତା। ଟେସ୍‌ଲା ଇଣ୍ଡିଆ ମୋଟର୍ସ ଏବଂ ଏନର୍ଜି ପ୍ରାଇଭେଟ ଲିମିଟେଡ୍‌ ବାଙ୍ଗାଲୋରରେ ଏକ ଅଫିସ ସ୍ଥାପନ କରିବା ସହ ପଞ୍ଜୀକରଣ…

ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ୍‌ଠାରୁ ହାରିଲା ଓଡ଼ିଶା

ବାମ୍ବୋଲିମ୍‌,୧୪।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ୨-୧ ଗୋଲରେ ଚେନ୍ନାଇନ୍‌ ଏଫ୍‌ସିଠାରୁ ପରାସ୍ତ ହୋଇଛି। ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମୁକାବିଲାରେ ବିସାଉ- ଗୁନିଆ ସେଣ୍ଟର ଫରଓ୍ବାର୍ଡ ଇସ୍‌ମାଏଲ ଗନ୍‌କାଲ୍‌ଭ୍ସଙ୍କ ଡବଲ ଗୋଲ…

ଏହି ଦୁଇଟି ଜିନିଷରୁ ହୋଇପାରେ ବ୍ରେନ୍‌ କ୍ୟାନ୍‌ସର୍‌

ଦୂଷିତ ଜଳ ଏବଂ ଦର ସିଝା ମାଂସରେ ମିଳୁଥିବା ଏକ ସାଧାରଣ ପରଜୀବୀ ଲୋକଙ୍କ ମଧ୍ୟରେ ବ୍ରେନ୍‌ କ୍ୟାନ୍‌ସର୍‌ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି। ଅନୁସନ୍ଧାନକାରୀମାନେ ଏକ ରିପୋର୍ଟରେ ଏହା ଦାବି କରିଛନ୍ତି। ସେମାନେ ପ୍ରମାଣ ପାଇଛନ୍ତି ଯେ ଟୋକ୍ସୋପ୍ଲାଜମା…

୪ ମାସରେ ୧୦ କିଲୋ ଓଜନ କମାଇଲେ ଏହି କ୍ରିକେଟର

ବ୍ରିସ୍‌ବେନ୍‌, ୧୪।୧: ଭାରତୀୟ କ୍ରିକେଟ୍‌ ଦଳର ଯୁବ ଉଇକେଟ୍‌କିପର ରିଷଭ ପନ୍ତ ଗତ କିଛି ମାସ ହେବ ନିଜ ଫିଟ୍‌ନେସ୍‌ ଉପରେ ଧ୍ୟାନ ଦେଉଛନ୍ତି। ତାଙ୍କ ପିଲାଦିନର କୋଚ ତାରକ ସିହ୍ନାଙ୍କ ମୁତାବକ, କରୋନା ଯୋଗୁ ରିଷଭଙ୍କ ଓଜନ ବଢି ଯାଇଥିଲା।…

ବିଜୁ ମଇଦାନରୁ ମୁହଁ ଫେରାଉଛନ୍ତି ବୟସ୍କ

ଅନୁଗୋଳ ଅଫିସ, ୧୪।୧: ଅନୁଗୋଳ ସହର ଭିଆଇପି ରୋଡ୍‌ରେ ଥିବା ବିଜୁ ମଇଦାନରେ ଏବେ ସୁସ୍ଥ ବାତାବରଣ ନାହିଁ। ବିଶେଷକରି ସନ୍ଧ୍ୟାରେ ଏଠାରେ ଅସାମାଜିକଙ୍କ ଆଡ୍ଡା ଜମୁଛି। ରାତି ଅନ୍ଧାରର ସୁଯୋଗ ନେଇ ବିଭିନ୍ନ ଅପରାଧର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ବିଳମ୍ବିତ…

ସୂର୍ଯ୍ୟାସ୍ତ ପରେ ଏସବୁ ମନା…

ସୂର୍ଯ୍ୟାସ୍ତ ପରେ ଘଣ୍ଟାଏ ପର୍ଯ୍ୟନ୍ତ କେତେକ କାର୍ଯ୍ୟ ନ କରିବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ସନ୍ଧ୍ୟା ସମୟରେ ଶୋଇଲେ ଖାଦ୍ୟ ଗ୍ରହଣ କଲେ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। କାରଣ ଏହାଦ୍ୱାରା ଶରୀରର ମେଟାବୋଲିକ ପ୍ରକ୍ରିୟା ବାଧା ପାଇଥାଏ। ଦିନ…

ଖୁବ୍‌ଶୀଘ୍ର ଦେବଝରଣରେ ବୋଟିଂ ସେବା

ସମ୍ବଲପୁର,୧୩ା୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଇକୋଟୁରିଜମ ଦେବଝରଣରେ ବୋଟିଂ ସେବା ଖୁବ୍‌ଶୀଘ୍ର ଆରମ୍ଭ ହେବ। ବୁଧବାର ଡ୍ୟାମ୍‌ରେ ବନ ବିଭାଗ ପକ୍ଷରୁ ପ୍ଲାଟଫର୍ମ ନିର୍ମାଣ କରାଯାଇଛି। ଏସିଏଫ୍‌ ମଦନଲାଲ ଶର୍ମା, ସଦର ରେଞ୍ଜର ଗୌରୀ ଦାସ ଉପସ୍ଥିତ ରହି କାମ…

ସୀମାନ୍ତରେ ଏନ୍‌କାଉଣ୍ଟର ମାଓବାଦୀ କମାଣ୍ଡର ନିହତ

ମାଲକାନଗିରି,୧୩ା୧: ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ପୋଲିସ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ କମାଣ୍ଡର ନିହତ ହୋଇଛନ୍ତି। ତାଙ୍କ ନାମ ହିଡମା ମୁଚାକି। ସେ ଦଣ୍ଡକାରଣ୍ୟ ମାଓ ଡିଭିଜନର ଡିସିଏମ୍‌ ଭାବେ କାର୍ଯ୍ୟ କରୁଥିବା…

ବରଗଡ଼ରେ ପହଞ୍ଚିଲା କରୋନା ଟିକା

ବରଗଡ଼ ଅଫିସ୍‌,୧୩।୧: ବରଗଡ଼କୁ ବୁଧବାର ରାତ୍ରିରେ କରୋନା ଟିକା ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୭୨୫୦ ଡୋଜ୍‌ ଟିକା ଆସିଛି । ବରଗଡ଼ ସହରସ୍ଥିତ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ତାକୁ ସୁରକ୍ଷିତ ରଖାଯାଇଛି। ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ…

ବିଏସ୍‌ଏଫ୍‌କୁ ମିଳିଲା ପାକିସ୍ତାନ ନିର୍ମିତ ଗୁପ୍ତ ସୁଡ଼ଙ୍ଗ

ଜମ୍ମୁ,୧୩।୧: ଭାରତ-ପାକ ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ନିର୍ମିତ ୧୫୦ ମିଟର ଲମ୍ବା ସୁଡଙ୍ଗ ଠାବ କରିଛି ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)। ବିଏସ୍‌ଏଫ୍‌ ଯବାନମାନେ ଜମ୍ମୁର କାଠୁଆ ଜିଲାର ହୀରନଗର ସେକ୍ଟରରେ ଏହି ସୁଡ଼ଙ୍ଗ ଠାବ କରିଛନ୍ତି। ଏଥିରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri