ରାସ୍ତାରେ ଧାନ ଗଦା କରି ଚାଷୀଙ୍କ ଆନ୍ଦୋଳନ
ପଦ୍ମପୁର,୧୩।୧: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ମାସ ବିତିଯାଇଛି । ତେବେ ଜିଲାର ପଦ୍ମପୁର ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଏହି ପ୍ରକ୍ରିୟା ଶୀଥିଳ ହୋଇପଡ଼ିଛି । ମଣ୍ଡିକୁ ଧାନ ଆସୁଥିବା ବେଳେ ଉଠାଣ କାର୍ଯ୍ୟ ବିଳମ୍ବିତ ହେଉଛି ।…
ଚଳନ୍ତା ଟ୍ରେନରୁ ସ୍ତ୍ରୀକୁ ପକେଇ ହତ୍ୟା କରିଥିବା ସ୍ବାମୀ ଗିରଫ
ମୁମ୍ବାଇ,୧୩।୧: ସ୍ତ୍ରୀ ପୁନମ ଚୋହ୍ବାନଙ୍କ ହତ୍ୟା ମାମଲାରେ ସ୍ବାମୀ ଅନଓ୍ବର ଅଲି ଶେଖଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ୩୭ ବର୍ଷୀୟା ପୁନମଙ୍କୁ ଟ୍ରେନରୁ ଠେଲି ହତ୍ୟା କରିଥିବା ଶେଖଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଟ୍ରେନରୁ ପଡ଼ିବା ଯୋଗୁ ପୁନମଙ୍କ ମୃତ୍ୟୁ…
ଗଣଶିକ୍ଷା ମନ୍ତ୍ରୀଙ୍କ କୋକସରା ହାଇସ୍କୁଲ ପରିଦର୍ଶନ: ଶିକ୍ଷାଦାନରେ ଅବହେଳା ନେଇ ଅସନ୍ତୋଷ
କୋକସରା,୧୩।୧: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ବୁଧବାର କୋକସରା ବ୍ଲକ ଗସ୍ତ କରିଥିଲେ। ସେ କାଶିବାହଲ ପଞ୍ଚାୟତ ଗସ୍ତ କରି ଫେରିବା ପରେ କୋକସରା…
ପ୍ରି କ୍ୱାର୍ଟର ଫାଇନାଲରେ ସାଇନା, କିଡ଼ାମ୍ବୀ
ବ୍ୟାଙ୍କକ୍,୧୩।୧: ବ୍ୟାଙ୍କକ୍ଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍ ଥାଇଲାଣ୍ଡ ଓପନ ୧୦୦୦ ଟୁର୍ନାମେଣ୍ଟର ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ମହିଳା ଷ୍ଟାର ଶଟଲର ସାଇନା ନେହ୍ବାଲ। ତାଙ୍କ ବ୍ୟତୀତ ପୁରୁଷ ସିଙ୍ଗଲ୍ସ ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଓ ସାତ୍ୱିକସାଇରାଜ ରାନକୀ ରେଡ୍ଡୀ-ଚିରାଗ…
ଦୁର୍ଘଟଣାରେ ୨ ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ ଗଲା
ନୂଆପଡା ଅଫିସ,୧୩।୧: ନୂଆପଡା ଜିଲା ବୋଡେନ ଥାନା ଅର୍ଜୁନାଠାରେ ସ୍କୁଟିରୁ ପଡି ୨ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୋଡେନ ଥାନା ବାବେବିର ପଞ୍ଚାୟତ ବର୍ତ୍ତନସିଲ ଗ୍ରାମର ଧବଳେଶ୍ୱର ପତି (୬୮) ଏବଂ ମହୁଲପଡ଼ାର ରାମକୃଷ୍ଣ ପଣ୍ଡା (୭୪)।…
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମନ୍ତ୍ରୀ, ବିଧାୟକଙ୍କୁ କଳାପତାକା ଦେଖାଇଲା ଯୁବ କଂଗ୍ରେସ
ଭବାନୀପାଟଣା,୧୩।୧: ଗୁରୁବାର କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମୁଖୀଗୁଡା ଇନ୍ଦ୍ରାବତୀ ମେଗାଲିପ୍ଟ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପୂର୍ବରୁ ବୁଧବାର ଭବାନୀପାଟଣା ସହର ନକଟିଗୁଡା ଛକଠାରେ ରାଜ୍ୟ ସରକାରଙ୍କ ୩ ମନ୍ତ୍ରୀ ଓ ସଙ୍ଗଠାନିକ ସମ୍ପାଦକ ତଥା…
ଏସ୍ଏଫ୍ଜେ ଓ୍ବେବସାଇଟ୍କୁ ବ୍ଲକ କଲେ ସରକାର
ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର ସିଙ୍ଗୁ ସୀମାରେ ଆନ୍ଦୋଳନ କରୁଥିତ୍ବା ଶିଖ ଯୁବକଙ୍କୁ ଦେଶର ୭୨ତମ ସାଧାରଣତନ୍ତ୍ର ଦିବସରେ ଇଣ୍ଡିଆ ଗେଟ୍ରେ ଖଲିସ୍ତାନ ପତାକା ଉଡାଇବାକୁ ଆହ୍ବାନ ଦେଇଥିଲା ଆତଙ୍କବାଦୀ ସଂଗଠନ ‘ଶିଖ ଫର ଜଷ୍ଟିସ୍’। ଏ ନେଇ ପୁରସ୍କାର ବାବଦକୁ ୧.୮ କୋଟି…
ରାତିର ଅନ୍ଧକାରରେ ହୋଇଥାଏ କିନ୍ନରଙ୍କ ଅନ୍ତିମ ସଂସ୍କାର, ହୁଏ ଉତ୍ସବ ପାଳନ; କାରଣ ଜାଣିଲେ…
ଘରେ କିଛି ଶୁଭକାମ ହେଉଥିଲେ, କେଉଁଆଡୁ ପହଞ୍ଚିଯାଇଥାନ୍ତି କିନ୍ନର। ସେ ବିବାହ ହେଉ ଅବା ଶିଶୁ ଜନ୍ମ, ସମସ୍ତ କାର୍ଯ୍ୟରେ ପହଞ୍ଚି ଆଶୀର୍ବାଦ ଦେଇଥାନ୍ତି ସେମାନେ। ସମାଜରେ ‘ଥାର୍ଡ ଜେଣ୍ଡର’ସ୍ଥାନ ନେଇଥିବା କିନ୍ନରଙ୍କ ଚଳଣି, ଜୀବନଚର୍ଯ୍ୟାଠାରୁ ଆରମ୍ଭ କରି ଅନ୍ତିମ ସଂସ୍କାର…
୮୩ ତେଜସ ବିମାନ କିଣିବ ଭାରତ
ନୂଆଦିଲ୍ଲୀ,୧୨।୧: ନିରାପତ୍ତା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ ବୁଧବାର ୪୮ ହଜାର କୋଟି ଟଙ୍କାର ତେଜସ ବିମାନ କିଣିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ହାଲଠାରୁ ୭୩ଟି ତେଜସ ଲଢୁଆ ବିମାନ ଓ ୧୦ଟି ତେଜସ ଅଭ୍ୟାସ ବିମାନ କିଣା ଯିବ। ଘରୋଇ…
ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ବଢ଼ାଇଛନ୍ତି ବିରୁଷ୍କା, ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ମିଳୁନି ଏଣ୍ଟ୍ରି
ନୂଆଦିଲ୍ଲୀ,୧୩।୧: ଭାରତୀୟ କ୍ରିକେଟର ଦଳର ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ବାପା-ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ବ୍ୟକ୍ତିଗତ ଜୀବନକୁ ସର୍ବଦା ଗଣମାଧ୍ୟମଠାରୁ ଦୂରେଇ ରଖୁଥିବା ଏହି ଦମ୍ପତ୍ତି ଏବେ ନିଜ ପ୍ରାଇଭେସି ଲାଗି…
ସ୍ବାମୀଙ୍କୁ କୁକୁର ବେଲ୍ଟରେ ବାନ୍ଧି ବୁଲାଇବାକୁ ନେଲେ ସ୍ତ୍ରୀ, କାରଣ ଜାଣିଲେ…
ଜଣେ ମହିଳା କରୋନା କଟକଣାରୁ ରକ୍ଷା ପାଇବା ପାଇଁ ଏକ ନିଆରା ପଦକ୍ଷେପ ନେଇ ଚର୍ଚ୍ଚାରେ। ମହିଳା ଜଣକ ସ୍ବାମୀଙ୍କୁ କୁକୁର ପରି ବାନ୍ଧି ବୁଲିବାକୁ ନେଇଗଲେ। ପରେ ତେବେ ଧରାପଡବାରୁ ଏହି ଦମ୍ପତିଙ୍କୁ ୧ ଲକ୍ଷ ୭୫ ହଜାର ଟଙ୍କା…
ବିରୁଷ୍କାଙ୍କୁ ନିଆରା ବଧେଇ ଜଣାଇଲା ଅମୁଲ ଇଣ୍ଡିଆ, କାର୍ଟୁନ୍ କରି ଲେଖିଲା..
ନୂଆଦିଲ୍ଲୀ, ୧୩।୧: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲୀ ପିତା ହୋଇଛନ୍ତି। ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ଏହାକୁ ନେଇ ଉଭୟ ବିରାଟ ଏବଂ ପତ୍ନୀ ଅନୁଷ୍କାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି କ୍ରମରେ ଅମୁଲ୍…
Archives


