Home Left

କରୋନା ଟିକାନେଇ ମେଡିକାଲ ସିକ୍ୟୁରିଟି ଗାର୍ଡ ଗୁରୁତର

ନୂଆଦିଲ୍ଲୀ,୧୭।୧: ଶନିବାର ଦେଶରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି। ଦିଲ୍ଲୀରେ ପ୍ରଥମ ଦିନରେ ୪୩୧୯ ସ୍ବାସ୍ଥ୍ୟ କର୍ମୀ ଟିକାକରଣ କରିଥିଲେ। ଟିକା ନେଇ ଜଣେ ୨୨ ବର୍ଷିୟ ମେଡିକାଲ ସିକ୍ୟୁରିଟି ଗାର୍ଡ ଗୁରୁତର ହୋଇ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌…

ଆଇନ ପ୍ରତ୍ୟାହାର ଛଡା ଅନ୍ୟ କିଛି ବିକଳ୍ପ କୁହନ୍ତୁ କୃଷକ: କୃଷି ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୧: କୃଷି ଆଇନ୍‌ ରଦ୍ଦକୁ ନେଇ କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟ ତୁ ତୁ ମେ ମେ ଜାରି ରହିଛି। ରବିବାର କୃଷକ ଆନ୍ଦୋଳନ ୫୩ତମ ଦିନରେ ପହଞ୍ଚିଥିବାବେଳେ ଏପର୍ଯ୍ୟନ୍ତ କୌଣସି ସମାଧାନର ବାଟ ଫିଟିନାହିଁି। କେନ୍ଦ୍ର କୃଷି…

ଭାଇରାଲ ହେଉଛି ଭାରତନାଟ୍ୟମ ଷ୍ଟାଇଲର ବୋଲିଂ ଭିଡିଓ

ନୂଆଦିଲ୍ଲୀ, ୧୭।୧ : ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ (ଯୁବି) ଇନ୍‌ଷ୍ଟାଗ୍ରାମରେ ବିଭିନ୍ନ ପ୍ରକାର ଭିଡିଓ ଶେୟାର କରନ୍ତି। ମଜାଳିଆ ହେଉ କି, ପ୍ରେରଣାଦାୟକ ପୋଷ୍ଟ ସର୍ବଦା ତାଙ୍କ ଫଲୋଅର୍ସଙ୍କୁ ଚକିତ କରିଥାଏ। ନିକଟରେ ସେ ଶେୟାର କରିଛନ୍ତି, ଏକ…

ଲଗାତାର ୩.୪ ଓଭର ୧୪୨ କି.ମି.ରୁ ଅଧିକ ବେଗରେ ବୋଲିଂ କରିଥିଲେ ଷ୍ଟାର୍କ

ବ୍ରିସବେନ,୧୭।୧: ସ୍ଥାନୀୟ ବ୍ରିସବେନ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଟିମ୍‌ ଇଣ୍ଡିଆ ପକ୍ଷରୁ ନବାଗତ ଖେଳାଳି ଓ୍ବାଶିଂଟନ ସୁନ୍ଦର ଓ ଶାର୍ଦୁଳ ଠାକୁରଙ୍କ ଯୋଡ଼ି ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁଇ ଖେଳାଳିଙ୍କ ଉଇକେଟ…

୨୭ ପଇସା ନେଇ ବମ୍ବେ ଆସିଥିଲେ ଏହି ଖ୍ୟାତନାମା ଗୀତିକାର: ସଲମାନଙ୍କ ବାପାଙ୍କ ଯୋଗୁ ବଦଳିଯାଇଥିଲା ଭାଗ୍ୟ

ବମ୍ବେ: ଆଜି ନିଜର ଜନ୍ମଦିନ ପାଳୁଛନ୍ତି ଖ୍ୟାତନାମା ଗୀତିକାର ତଥା ପୂର୍ବ ରାଜ୍ୟ ସଭା ସାଂସଦ ଜାଭେଦ ଅଖ୍‌ତର। ‘ଅନ୍ଦାଜ’ ଠାରୁ ଆରମ୍ଭ କରି ‘ଜଞ୍ଜିର’, ଦିବାର’, ‘ହାଥି ମେରେ ସାଥି’ ଭଳି ସୁପରହିଟ୍‌ ଫିଲ୍ମରେ ସେ କାମ କରି ବାହା…

୧ କୋଟି ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଲେ ରେଳ ଅଧିକାରୀ

ନୂଆଦିଲ୍ଲୀ,୧୭।୧:ସିବିଆଇ ଜାଲରେ ରେଳ ଅଧିକାରୀ। ୧ କୋଟି ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି ବରିଷ୍ଠ ରେଳ ଅଧିକାରୀ ମହେନ୍ଦ୍ର ସିଂ ଚୌହାନ। ତାଙ୍କ ସହ ଅନ୍ୟ ୨ଜଣଙ୍କୁ ମଧ୍ୟ ଏହିୀ ମାମଲାରେ ଧରାପଡିଛନ୍ତି। ସେମାନଙ୍କଠାରୁ ୧ କୋଟି ଟଙ୍କା ଜବତ କରାଯାଇଛି।…

ଭୋ ଭୋ କାନ୍ଦି ପିତାଙ୍କୁ ଅନ୍ତିମ ବିଦାୟ ଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌, ଲେଖିଲେ ଭାବୁକ ପୋଷ୍ଟ

ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଭାଇ କ୍ରୁନାଲଙ୍କ ପିତା ହିମାଂଶୁ ହୋଇପାଣ୍ଡ୍ୟାଙ୍କ ହୃଦ୍‌ଘାତରେ ପରଲୋକେ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ପିତାଙ୍କ ମୃତ୍ୟୁ ପରେ ଭୋ ଭୋ କାନ୍ଦି ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ ଦୁଇ…

ଆଜି ରାଜଧାନୀରେ ୧୯ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୮

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ରବିବାର ରାଜଧାନୀରେ ୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। କ୍ୱାରାଣ୍ଟାଇନରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ ସ୍ଥାନୀୟ ସଂକ୍ରମିତ…

କାର୍‌ ଦୁର୍ଘଟଣା ପରେ ଚାପୁଡ଼ା ମାରି ଫସିଲେ ଏହି ଅଭିନେତା

ବମ୍ବେ: ଅଡ଼ୁଆରେ ଫିଲ୍ମ ନିର୍ମାତା ତଥା ଅଭିନେତା ମହେଶ ମାଞ୍ଜରେକର। ଜଣେ ବ୍ୟକ୍ତି ତାଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ରରେ ମହେଶଙ୍କ ଗାଡ଼ିକୁ ତାଙ୍କ କାର୍‌ ଧକ୍କା ଦେଇଥିଲା। ଏହାକୁ ନେଇ ମହେଶ ତାଙ୍କୁ ଚାପୁଡ଼ା ମାରିବା ସହ ଗାଳି…

ସଫାରୀରେ ବସିଥିଲେ ଲୋକେ, ପଛରୁ ଆସିଲା ବାଘ; ଆଉ ତା’ ପରେ…

ବେଙ୍ଗାଲୁରୁର ବ୍ୟାନରଘାଟା ଜାତୀୟ ଉଦ୍ୟାନରେ ଏକ ବାଘ ସଫାରୀ ଟାଣିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ସଫାରୀରେ କିଛି ଲୋକ ବସିଛନ୍ତି। ଜଙ୍ଗଲ ମଧ୍ୟରୁ ହଠାତ୍‌ ବାଘଟି ପଛପଟୁ ଆସି କାର୍‌ ଟାଣିବାରେ ଲାଗୁଛି। ପରେ…

ତ୍ରିପୁରା କଂଗ୍ରେସ ଅଧ୍ୟକ୍ଷଙ୍କ ଉପରେ ଆକ୍ରମଣ: ଟାର୍ଗେଟରେ ଭାଜପା

ଅଗରତାଲା,୧୭ ।୧: ତ୍ରିପୁରାର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପିୟୁସ କାନ୍ତି ବିଶ୍ୱାସଙ୍କ ଉପରେ ରବିବାର ସିପାହିଜାଲା ଜିଲାରେ ଆକ୍ରମଣ ହୋଇଛି । ଏଥିରେ ତାଙ୍କର କାର୍ ଭାଙ୍ଗିରୁଜି ଯିବା ସହ ବିଶ୍ୱାସଙ୍କ ମୁଣ୍ଡରେ ଆଘାତ ଲାଗିଛି । ଏହାସହ ତାଙ୍କ ଶରୀରର…

ଉଲଗ୍ନ ଭିଡିଓ ଶେୟାର କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଆମେରିକୀୟ ଗାୟିକା, ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଜେନିଫର୍‌ ଲୋପେଜ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ଜେନିଫର ସଙ୍ଗୀତ ପ୍ରଦର୍ଶନ କରିବେ, କିନ୍ତୁ ଆଜିକାଲି ସେ ସୋସିଆଲ ମିଡିଆରେ ନିଜର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri