Posted inଖେଳ

ପ୍ରତ୍ୟେକ ସିରିଜ୍‌ରେ ଛିଣ୍ଡା ବୁଟ୍‌ରେ ଅଠା ମାରି ଖେଳୁଛନ୍ତି କ୍ରିକେଟର

ହରାରେ, ୨୩।୫ : ମିଳୁନାହାନ୍ତି ସ୍ପନସର। ଏଥି ଯୋଗୁ ପ୍ରତ୍ୟେକ ସିରିଜ୍‌ ପୂର୍ବରୁ ବୁଟ୍‌ରେ ଅଠା ମାରି ଖେଳିବାକୁ ପଡ଼ୁଛି ବୋଲି ଟୁଇଟ୍‌ କରିଛନ୍ତି ଜିମ୍ବାଓ୍ବେ ବ୍ୟାଟ୍ସମ୍ୟାନ ରିଆନ ବୁର୍ଲ। ଏଥିସହ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଛିଣ୍ଡା ବୁଟ୍‌ରେ ଅଠା ଲଗାଯାଉଥିବା ଦେଖିବାକୁ ମିଳିଛି। ୨୭ ବର୍ଷୀୟ କ୍ରିକେଟରଙ୍କ ଟୁଇଟ୍‌ ପରେ ବହୁ ସଂଖ୍ୟାରେ ପ୍ରଶଂସକମାନେ ଜିମ୍ବାଓ୍ବେ କ୍ରିକେଟକୁ ସମର୍ଥନ କରିଛନ୍ତି।

ବିସିସିଆଇ, ଇସିବି ଓ ସିଏ ଭଳି କ୍ରିକେଟ ବୋର୍ଡକୁ ଜିମ୍ବାଓ୍ବେ ଗସ୍ତ ବାତିଲ ନ କରିବାକୁ ଅନୁରୋଧ କରିଛନ୍ତି ପ୍ରଶଂସକମାନେ। ଏହା ଦ୍ୱାରା ସେମାନଙ୍କୁ ଅଭିଜ୍ଞତା ଓ ଆବଶ୍ୟକ ଟଙ୍କା ମିଳୁଛି। ଦିନେ ଜିମ୍ବାଓ୍ବେ ନିକଟରେ ଭଲ ଦଳ ଥିଲା। ବର୍ତ୍ତମାନ ଦଳ ପାଖରେ ମଧ୍ୟ ଦକ୍ଷତା ରହିଛି। ସେମାନଙ୍କୁ ଅଣଦେଖା କର ନାହିଁ। ବହୁ ସଂଖ୍ୟାରେ ପ୍ରଶଂସକ ବିଶ୍ୱ କ୍ରିକେଟର ବଡ଼ ବଡ଼ ବୋର୍ଡ ଜିମ୍ବାଓ୍ବେର ସାହାଯ୍ୟ ପାଇଁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି।

ନିକଟରେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଶୋଚନୀୟ ପରାଜୟ ବରଣ କରିଥିଲା ଜିମ୍ବାଓ୍ବେ। କିନ୍ତୁ ଟି୨୦ ସିରିଜ୍‌ରେ ଦୁର୍ବଳ ଜିମ୍ବାଓ୍ବେ ଭଲ ପ୍ରଦର୍ଶନ କରିଥିଲା। ପାକିସ୍ତାନକୁ ଦ୍ୱିତୀୟ ମ୍ୟାଚ୍‌ରେ ୯୯ ରନ୍‌ରେ ଅଲଆଉଟ୍‌ କରି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Video: କ୍ୟାମେରାରେ କଏଦ ହେଲା ଟ୍ରମ୍ପଙ୍କ ରାଗ! ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ କଥା ପଚାରିବାରୁ ରାଗିଲେ ରାଷ୍ଟ୍ରପତି, କହିଲେ Out

ଓ୍ବାଶିଂଟନ,୨୦।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଦୁଇଟି ଭାରତୀୟ ଜାହାଜ ଉପରେ…

ପାକିସ୍ତାନର ମଧ୍ୟସ୍ଥତାକୁ ନେଇ ଟ୍ରମ୍ପଙ୍କୁ ବଡ଼ ଚେତାବନୀ ଦେଲେଣି ଆମେରିକା ଏକ୍ସପର୍ଟ, କହିଲେ ପାକ୍‌ ଅପେକ୍ଷା ଭାରତ ଅଧିକ…

ଓ୍ବାଶିଂଟନ,୨୦।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବାରେ ପାକିସ୍ତାନର ଭୂମିକା ସମ୍ପର୍କରେ ଏକ ନୂତନ ବିତର୍କ ଆରମ୍ଭ ହୋଇଛି।…

ପାକିସ୍ତାନକୁ ମନ କଥା ଖୋଲି କହିଲା ଇରାନ, କରିବନି ଆମେରିକା ସହ କୌଣସି…

ତେହରାନ,୨୦।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଇସାକ ଡାରଙ୍କ ସହ ଏକ ଟେଲିଫୋନ ଆଲୋଚନା କରିଥିଲେ।…

ମହିଳା ପ୍ରାର୍ଥୀ ଦେବାରେ ପଛରେ ଭାଜପା, କଂଗ୍ରେସ

ଭୁବନେଶ୍ୱର,୨୦ା୪(ଜିତେନ୍ଦ୍ର କୁମାର ନାୟକ): ଦେଶବ୍ୟାପୀ ଏବେ ଲୋକ ସଭା ଆସନ ବୃଦ୍ଧି ଓ ମହିଳା ସଂରକ୍ଷଣ ଆଇନ ସମ୍ପର୍କରେ ଆଲୋଚନା ତେଜିଛି। ଏପରି ପ୍ରଚ୍ଛଦପଟରେ ୨୦୨୩ରେ ମହିଳା…

ହାଇଦ୍ରାବାଦର କଫସିରପ୍‌, ଗୁଜରାଟରେ ମାଷ୍ଟରମାଇଣ୍ଡ

ଭୁବନେଶ୍ୱର,୨୦।୪(ତ୍ରିନାଥ ମହାନ୍ତି): କଟକ ଫୁଲନଖରାରେ ଥିବା ଏକ ସଂସ୍ଥାର ଗୋଦାମରୁ ୮ହଜାର ୮୪୦ ବୋତଲ ନିଷିଦ୍ଧ କଫସିରପ୍‌ ଜବତ ଘଟଣାର ଲିଙ୍କ୍‌ ଗୁଜରାଟ ଓ ହାଇଦ୍ରାବାଦକୁ ଲମ୍ବିଛି।…

ହର୍ମୁଜ ସଙ୍କଟ ମଧ୍ୟରେ NSA ଅଜିତ ଡୋଭାଲ ହଠାତ କାହିଁକି ପହଞ୍ଚିଲେ ରିୟାଦ? ଜାଣନ୍ତୁ ପରଦା ପଛର କୂଟନୀତି

ନୂଆଦିଲ୍ଲୀ,୨୦।୪: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାଉଦି ଆରବକୁ ଏକ ଅଚାନକ ଗସ୍ତ କରିଥିଲେ, ଯେଉଁଠାରେ ସେ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଗୁରୁତ୍ୱପୂର୍ଣ୍ଣ…

ଆଜି ଅକ୍ଷୟ ତୃତୀୟା: ଅନୁକୂଳ ହେବ ରଥକାଠ

ପୁରୀ,୨୦ା୪(ଅଜିତ୍‌ କୁମାର ମହାନ୍ତି): ବୈଶାଖ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ। ଉକ୍ତ ଦିନ ଯେକୌଣସି କାର୍ଯ୍ୟକଲେ ଶୁଭ ହୋଇଥାଏ। ପରମ୍ପରା ଅନୁସାରେ, ଉକ୍ତ ଦିନଠାରୁ…

ବିଶ୍ୱରେ ୭ ଦ୍ୱୀପ ମଧ୍ୟରେ ଜମ୍ବୁଦ୍ୱୀପ ଶ୍ରେଷ୍ଠ, ରାଜ୍ୟର ଗର୍ବ ଓ ଗୌରବ ବହନ କରି ଆଜି…

ମହାକାଳପଡ଼ା,୨୦ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମଚଣ୍ଡୀ ପୀଠ ନିକଟରେ ଚାଲିଥିବା ଜମ୍ବୁଦ୍ୱୀପ ମହୋତ୍ସବର ରବିବାର ଅନ୍ତିମ ସା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri