ସ୍ବାମୀଙ୍କୁ ଚାପୁଡା ମାରିଲେ ଏହି ଅଭିନେତ୍ରୀ

ଟିଭି ଅଭିନେତ୍ରୀ ଅନୀତା ହାସନନ୍ଦାନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ମା’ ହେବା ପରଠାରୁ ସେ ନିଜ ପୁଅ ସହ ଏବେ ସମୟ ବିତାଉଛନ୍ତି। ସେ ପ୍ରାୟତଃ ପୁଅ ଏବଂ ସ୍ବାମୀ ରୋହିତ ରେଡ୍ଡୀଙ୍କ ସହ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ନିକଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ସ୍ବାୀଙ୍କୁ ଚାପୁଡ଼ା ମାରୁଥିବାର ନଜର ଆସିଛନ୍ତି। ଅନୀତାଙ୍କ ଏହି ଭିଡିଓ ଏବେ ବହୁତ ଭାଇରାଲ ହେବାରେ ଲାଗିଛି। ଏଥି ସହ ରୋହିତ ମଧ୍ୟ ପ୍ରତିଶୋଧ ନେବେ ବୋଲି କହିଛନ୍ତି। ଭିଡିଓରେ ରୋହିତ ଏକ ଚେୟାରରେ ବସିଛନ୍ତି ଏବଂ ଅନୀତା ତାଙ୍କ ପଛପଟେ ସ୍ବାମୀଙ୍କୁ କହିଛନ୍ତି ଯେ ମୋର ଏକ ଅଦୃଶ୍ୟ ସୂତା ଅଛି ଏବଂ ମୁଁ ଏହାକୁ ଗୋଟିଏ କାନରେ ରଖି ଅନ୍ୟ କାନରୁ ବାହାର କରିଦେବି। ପରେ ଭିଡିଓରେ ଅନୀତା ରୋହିତଙ୍କୁ ପଚାରିଛନ୍ତି କି କିଛି ଘଟିଛି କି? ରୋହିତ ମନା କରିଦେଇଛନ୍ତି। ତା’ପରେ ହଠାତ୍‌ ଅନୀତା ରୋହିତଙ୍କ ମୁହଁକୁ ଚାପୁଡ଼ା ମାରିଲେ। ଏହି ଭିଡିଓ ଶେୟାର କରିବାବେଳେ ଅନୀତା ଲେଖିଛନ୍ତି, ଦୟାକରି ଏହାକୁ ଘରେ ଚେଷ୍ଟା କରନ୍ତୁ।
ଫେବୃଆରୀ ୨୦୨୧ରେ ଅନୀତା ପ୍ରଥମ ଥର ପାଇଁ ମା’ ହୋଇଥିଲେ। ଉଭୟେ ୨୦୧୩ରେ ବିବାହ କରିଥିଲେ। ଅନୀତା ଦୀର୍ଘ ବର୍ଷ ଧରି ଟିଭି ଇଣ୍ଡଷ୍ଟ୍ରିରେ କାମ କରି ଆସୁଛନ୍ତି। ଏଥି ସହିତ ରୋହିତ ଜଣେ ବ୍ୟବସାୟୀ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୟ ଫ୍ରେଣ୍ଡଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୋନାକ୍ଷୀ!

ମୁମ୍ବାଇ: ବଲିଉଡ୍ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଏବେ ତାଙ୍କ ବିବାହକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ‘ନୋଟବୁକ’ର ଆକ୍ଟର ଜହିର ଇକବାଲଙ୍କ ସହ ତାଙ୍କର...

ଅଭିନେତା ରବି ପଟବର୍ଦ୍ଧନଙ୍କ ପରଲୋକ

ମୁମ୍ବାଇ,୬।୧୨- ଭେଟେରାନ ଅଭିନେତା ରବି ପଟବର୍ଦ୍ଧନଙ୍କର ରବିବାର ହୃଦଘାତରେ ପରଲୋକ ହୋଇଯାଇଛି। ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶନିବାର ରାତିରେ...

ଅଡୁଆରେ ଅଭିନେତ୍ରୀ ସବା କମାର, ଗିରଫ ପରଓ୍ବାନା ଜାରି କଲେ ପାକିସ୍ତାନ କୋର୍ଟ

ଲାହୋର: ଅଡୁଆରେ ପାକିସ୍ତାନୀ ଅଭିନେତ୍ରୀ ସବା କମାର। ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହୋଇଛି। ସବା ଲାହୋରର ଏକ ଐତିହାସିକ ମସଜିଦରେ ନାଚିବାର ଭିଡିଓ...

ରାହୁଲଙ୍କ ଅସ୍ତ୍ରୋପଚାର ସଫଳ

ଭାରତୀୟ କ୍ରିକେଟର କେ.ଏଲ ରାହୁଲ ଏବେ ଅସ୍ତ୍ରୋପଚାର ପାଇଁ ଜର୍ମାନୀରେ ଅଛନ୍ତି। ତାଙ୍କୁ ସହ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଆଥିଆ ଶେଟ୍ଟୀ ମଧ୍ୟ ଅଛନ୍ତି। ନିକଟରେ...

ଦ କପିଲ ଶର୍ମା ଶୋ’ର ଶୁଟିଂ ଆରମ୍ଭ: ଆସିଲା କଳାକାରଙ୍କ ଦାନ୍ତ ଭଙ୍ଗା ଭିଡିଓ, ଦେଖିଲେ ବନ୍ଦ ହେବନି ହସ

ଦୀର୍ଘ ଦିନର ଅପେକ୍ଷା ପରେ ‘ଦ କପିଲ ଶର୍ମା ଶୋ’ର ଶୁଟିଂ ଆରମ୍ଭ ହୋଇଛି। ଶୀଘ୍ର ଦର୍ଶକମାନେ ଏହାର ନୂତନ ଏପିସୋଡ ଦେଖି ପାରିବେ। ପ୍ରାୟ...

ପଠାନ ଫିଲ୍ମକୁ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ

ମୁମ୍ବାଇ: ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିକଟରେ ଶାହାରୁଖ ଖାଁ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’ର ସ୍ପେନ ସିଡ୍ୟୁଲ ପୁରା କରିଛନ୍ତି । ସେ...

ତୈମୁରଙ୍କୁ ଟକ୍କର ଦେଉଛନ୍ତି ଅସଦ

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ପିଲାଟି ଦିନରୁ ଷ୍ଟାରଡମ୍‌ରେ ରହିଆସିଛନ୍ତି। କୌଣସି ନା କୌଣସି କାରଣକୁ ନେଇ...

ରଣବୀରଙ୍କ ସହ ବ୍ରେକ୍‌ଅପ୍‌ ପରେ କେମିତି ରହୁଥିଲେ କ୍ୟାଟ୍ରିନା ଜାଣନ୍ତୁ

ବଲିଉଡ୍‌ ଷ୍ଟାର ରଣବୀର କପୁର-ଆଲିଆ ଭଟଙ୍କ ରିଲେସନଶିପ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଦୁଇଜଣ ବହୁ ସମୟ ଏକାଠି ବିତାଇବା, ସାଥୀ ହୋଇ ଡିନର କରିବା ବିଷୟରେ...

Advertisement
Archives

Model This Week