ଭୋକ ସହ ୫ ପ୍ରାଣୀଙ୍କ ଲଢ଼େଇ
କାମାକ୍ଷାନଗର, ୨୪ା୫(ଡି.ଏନ.ଏ.): ‘ଗରିବଗୁରୁବାଙ୍କୁ ମାଗଣାରେ ଖାଇବାକୁ ଦେଉଥିବା ଜାଣିବା ପରେ ଧାଇଁ ଆସିଥିଲି। ହେଲେ ଆସିବା ବେଳକୁ ସବୁ ସରିଗଲାଣି। ଲୋକମାନେ ପଳାଇଲେଣି। ମତେ ନ ହେଲା ନାହିଁ, ମୋ ପାଗଳା ପୁଅଟା ପାଇଁ ଦି ମୁଠା ଖାଇବାକୁ ଦିଅ। ଖରାରେ…
ସମ୍ଭାବ୍ୟ ବାତ୍ୟାରେ ଜରୁରୀ ବିଷୟ ପ୍ରତି ଧ୍ୟାନ ଦେବାକୁ ଲୋକଙ୍କୁ ଅନୁରୋଧ କଲେ ଜିଲାପାଳ
ବାଲେଶ୍ୱର ଅଫିସ,୨୪।୫: ଆସନ୍ତା ମେ ୨୬ତାରିଖରେ ବାତ୍ୟା ଆଶଙ୍କା ଥିବାରୁ ଜନସାଧାରଣ ସେମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପ୍ରାକ ସାବଧାନତା ଅବଲମ୍ବନ କରିବେ ଏବଂ ନିହାତି ଭାବରେ ତିନି ଦିନ ପାଇଁ ପିଇବା ପାଣି ମହଜୁଦ ରଖିବାକୁ ନିବେଦନ…
ବିବାଦରେ ଡାଏନାଙ୍କ ସାକ୍ଷାତ୍କାର
ଲଣ୍ଡନ, ୨୪ା୫: ପ୍ରିନ୍ସେସ୍ ଡାଏନାଙ୍କ ସହ ବିବାଦୀୟ ସାକ୍ଷାତକାରକୁ ନେଇ ତାଙ୍କ ଦୁଇ ପୁଅ ତଥା ବ୍ରିଟେନ ପ୍ରିନ୍ସ ଓ୍ବିଲିୟମ ଏବଂ ହ୍ୟାରିଙ୍କୁ ରବିବାର ବିବିସିର ପୂର୍ବତନ ଖବରଦାତା ମାର୍ଟିନ ବଶିର କ୍ଷମା ମାଗିଛନ୍ତି। କିନ୍ତୁ ଡାଏନାଙ୍କ ମୃତ୍ୟୁ ସହ ସାକ୍ଷାତକାରକୁ…
ଚାଷୀ ଆନ୍ଦୋଳନକୁ ୧୨ ବିରୋଧୀ ଦଳର ସମର୍ଥନ
ନୂଆଦିଲ୍ଲୀ, ୨୪।୫: କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ବିରୋଧରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ଆସନ୍ତା ୨୬ ତାରିଖରେ ୬ ମାସ ପୂରଣ କରିବାକୁ ଯାଉଛି। ସେହିଦିନ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଲାଗି ସଂଯୁକ୍ତ…
ଟୁଲ୍କିଟ୍: ରମଣ ସିଂ, ସମ୍ବିତ୍ ପାତ୍ରଙ୍କ ନଁ।ରେ ଏତଲା
ନୂଆଦିଲ୍ଲୀ, ୨୪।୫: ଏଆଇସିସିର ଗବେଷଣା ବିଭାଗ ଲେଟରହେଡ୍କୁ ଜାଲିଆତି କରି ସେଥିରେ ମିଥ୍ୟା ଓ ଜାଲ୍ ତଥ୍ୟ ଛାପିବା ଅଭିଯୋଗରେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରମଣ ସିଂ ଏବଂ ମୁଖପାତ୍ର ସମ୍ବିତ୍ ପାତ୍ରଙ୍କ ନଁ।ରେ ଛତିଶଗଡ଼ରେ ଏତଲା ଦାଏର ହୋଇଛି। ଅଧିକ…
ରାଜ୍ୟକୁ ଟିକା ଯୋଗାଇବାକୁ ମନାକଲା ମଡର୍ନା
ଚଣ୍ଡିଗଡ଼, ୨୪।୫: ଦେଶରେ ସମସ୍ତଙ୍କୁ ଟିକା ଦେବା ଲାଗି କୋଭିଡ୍ ଭାକ୍ସିନର ଘୋର ଅଭାବ ଦେଖାଦେଇଛି। ଏପରିସ୍ଥଳେ ପଞ୍ଜାବ ସମେତ ବିଭିନ୍ନ ରାଜ୍ୟ ସରକାର ବିଦେଶରୁ ସିଧାସଳଖ ଟିକା କିଣିବା ପାଇଁ ଯୋଜନା କରିବା ସହ କେତେକ ରାଜ୍ୟ ବିଶ୍ୱସ୍ତରୀୟ ଟେଣ୍ଡର…
ହେଳା କଲେ ଭେଳା ବୁଡ଼େ
ନୂଆଦିଲ୍ଲୀ,୨୪ା୫: ଭାରତ ସମେତ ୧୧ ଦେଶ କୋଭିଡ୍-୧୯ ଭୂତାଣୁକୁ ହେୟଜ୍ଞାନ କରି ଉଚିତ ଢଙ୍ଗରେ ଏହାର ମୁକାବିଲା କରି ନାହାନ୍ତି। ଫଳରେ ଏହି ରାଷ୍ଟ୍ରଗୁଡ଼ିକର ଲୋକପ୍ରିୟ ସରକାରଙ୍କୁ ମହାମାରୀ ମହଙ୍ଗା ପଡ଼ିଛି ବୋଲି ସ୍ବିଡେନ୍ର ଭେରାଇଟିଜ୍ ଅଫ୍ ଡେମୋକ୍ରାସି (ଭି-ଡେମ୍) ଇନ୍ଷ୍ଟିଚ୍ୟୁଟ୍…
ପୁଣି ରେକର୍ଡ ଭାଙ୍ଗିଲା ମୃତ୍ୟୁସଂଖ୍ୟା: ଦିନକରେ କରୋନା ନେଲା ୩୨ ଜୀବନ
ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ ସୋମବାର କରୋନାରେ ୨୨ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୫୧୬ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୨ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ…
ଆସ୍ଥା ହରାଇବା ପରେ ତତ୍ପରତା
ନୂଆଦିଲ୍ଲୀ,୨୪ା୫: ଦେଶବାସୀ କରୋନା ମହାମାରୀ ସହ ଯୁଝୁଥିବାବେଳେ ଭାଜପା ନେତାମାନଙ୍କ ଦେଖା ମିଳୁନାହିଁ। ଏଥିଯୋଗୁ କେନ୍ଦ୍ର ତଥା ଅନେକ ରାଜ୍ୟରେ କ୍ଷମତାସୀନ ଭାଜପା ପ୍ରତି ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ କଷ୍ଟ ଯନ୍ତ୍ରଣା ସମୟରେ ସେମାନଙ୍କ…
ଆମ୍ବଗଛ ଉପରେ ଭାଲୁ
ନୂଆପଡ଼ା ଅଫିସ,୨୪।୫:ନୂଆପଡ଼ା ଜିଲା ସିନାପାଲି ବ୍ଲକ ଘୁଚାଗୁଡା ପଞ୍ଚାୟତ ରେଙ୍ଗଟାପଡ଼ା ଗାଁର ଏକ ଆମ୍ବଗଛ ଉପରେ ଭାଲୁ ଚଢ଼ି ରହିଥିବା ଦେଖିବାକୁ ମିଳିଛି। ପାଣି କିମ୍ବା ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ଶନିବାର ରାତିରେ ପଶି ଆସିଥିବା ଅନୁମାନ କରାଯାଉଛି। ରବିବାର…
୩୦ ଜିଲାରେ ହେବ ‘ଲୋକକଳା ଦଳ’
ଭୁବନେଶ୍ୱର, ୨୪।୫ (ବ୍ୟୁରୋ):ରାଜ୍ୟରେ ଥିବା ଲୋକକଳା ଦଳଗୁଡ଼ିକୁ ନେଇ ୩୦ ଜିଲାରେ ଗଠନ ହେବ ‘ଲୋକକଳା ଦଳ’। କଳାକାରଙ୍କ ସଶକ୍ତୀକରଣ ଓ ସେମାନଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ଏହି ସ୍ବୟଂ ସହାୟକ ଦଳ କାର୍ଯ୍ୟ କରିବ। ଏଥିପାଇଁ କଳାକାର ପାଣ୍ଠିରୁ…
କୁଶଳୀ ଶିଳ୍ପୀ ନିହଣ ସଙ୍ଗେ ଅସ୍ତ୍ର ବି ଧରୁଥିଲେ
ପୂର୍ବ ଆଲୋଚନାରେ (ଧରିତ୍ରୀ, ୨୬ା୪ା୨୧) ‘ମଗୋ ଜାତୀୟ ବ୍ରାହ୍ମଣ’ଙ୍କ ପ୍ରସଙ୍ଗ ଆମେ ଆଲୋଚନା କରିଥିଲେ। ପ୍ରାଚୀନ ଭାରତର ଇତିହାସ ପୁସ୍ତକରେ ବା ଭଗବତ୍ ଶରଣ ଉପାଧ୍ୟାୟ ଏ ସମ୍ପର୍କିତ ମତ ଦେବାପରେ ଡ. ରାମ୍ଜୀ ଉପାଧ୍ୟାୟ ଏହି ମତକୁ ଆଗେଇ ନେଇଥିଲେ।…

