ଘାଟିରେ ଓଲଟିଲା ଅଟୋ, ଜଣେ ଶ୍ରମିକଙ୍କ ଜୀବନ ଗଲା; ୧୨ ଗୁରୁତର

ପାରଳାଖେମୁଣ୍ଡି,୧୬ା୬(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ ଥାନା ଅଧିନସ୍ଥ ରାଶିବାଡ଼ ଘାଟିରେ ଏକ ଡାଲା ଅଟୋ ଓଲଟି ପଡ଼ିଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରେ ଥିବା ପ୍ରାୟ ୧୨ ଜଣ ଶ୍ରମିକ ଗୁରୁତର ହୋଇଥିବା ଜଣାପଡ଼ିଛି l ମୃତ ବ୍ୟକ୍ତି ଜଣକ ହେଲେ ସୁନ୍ଦରଗଡ଼ ଜିଲାର ରାଣୀ ବେର୍ନା ଗ୍ରାମର ସୁରସେନ।

ସୂଚନାଯୋଗ୍ୟ, ବଲାଙ୍ଗୀର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାର ଶ୍ରମିକମାନେ ଏକ ଘରୋଇ କମ୍ପାନୀ କାମରେ ନିୟୋଜିତ ଥିଲେ l ଗଜପତି ଜିଲା ରାୟଗଡ଼ ବ୍ଲକର ବୁରୁଖତ ଓ କଇଁପୁର ଆଦି ବିଭିନ୍ନ ଅଞ୍ଚଳରେ ପ୍ରାୟ ଏକ ମାସ ଧରି କାମ କରିଆସୁଥିଲେ। କାମ ସାରି ସେମାନେ ବୁଧବାର ନିଜ ଘରକୁ ଯିବା ପାଇଁ ଏକ ଡାଲା ଅଟୋ ଓଡି ୦୭ ଏଜି ୨୫୧୫ରେ ରାମଗିରି ଠାରୁ ଇଚ୍ଛାପୁର ଅଭିମୁଖେ ଯାଉଥିବା ବେଳେ ରାଶିବାଡ଼ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଉକ୍ତ ଗାଡ଼ିର ଡ୍ରାଇଭର ଫେରାର୍‌ ଥିବା ବେଳେ ଘଟଣାସ୍ଥଳରେ ରାୟଗଡ଼ ଥାନାଧିକାରୀ ଗୋବିନ୍ଦ ଗୌଡ଼ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପୁଳ ପରିମାଣର ବିଦେଶୀ ମଦ ଜବତ: ୨ ବ୍ୟବସାୟୀ କୋର୍ଟ ଚାଲାଣ

ଠାକୁରମୁଣ୍ଡା,୨୨।୧୧(ଡି.ଏନ୍‌.ଏ.): ଅବକାରୀ ବିଭାଗ ଦାରା ଶୁକ୍ରବାର ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅବକାରୀ ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ଓ ଚମ୍ପାଝର ବଜାର ଅଞ୍ଚଳରୁ ବିପୁଳ ପରିମାଣର ଚୋରା...

ମାସ୍କ ନ ପିନ୍ଧିବାରୁ ଜରିମାନା

ଫିରିଙ୍ଗିଆ, ୧୫ା୪- କରୋନା ପ୍ରତିହତ ପାଇଁ ମାକ୍ସ ପିନ୍ଧିବା ଜରୁରୀ ବୋଲି କିଛି ଦିନ ତଳେ ରାଜ୍ୟ ସରକାର ଘୋଷଣା କରିଥିଲେ ା ଏହାର ଖିଲାପ...

ବିଦ୍ୟୁତ୍‌ ଖୁଣ୍ଟ ଚୋରି ବେଳେ ୩ ଲୁଟେରାଙ୍କୁ କାବୁ କଲା ପୋଲିସ୍‌

ଉଦଳା, ୧୬।୫ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ମଉଦା ଅଞ୍ଚଳରେ ଗତ ଶନିବାର କେତେଜଣ ଲୁଟେରା ବିଦ୍ୟୁତ୍‌ ଖୁଣ୍ଟ ଚୋରି କରୁଥିଲେ। ବିଲ ଭିତରେ...

ମିର୍ଦ୍ଧାପାଲି ଗାଁରେ କଙ୍ଗାରୁ କୋର୍ଟ

ବଲାଙ୍ଗୀର ଅଫିସ,୩୦ା୧୨:ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମିର୍ଦ୍ଧାପାଲି ଗଁାରେ ବୁଧବାର ରାତିରେ କଙ୍ଗାରୁ କୋର୍ଟ ବସି ଏହି ଗଁାର ସରୋଜ ରାଉତଙ୍କ ପରିବାରକୁ ନିଅଁା, ପାଣି...

ମିନିଟ୍ରକ ସହ ୪ ଟନ୍‌ କୋଇଲା ଜବତ: ଡ୍ରାଇଭର ଫେରାର

ବଅଁରପାଳ,୨୧ା୫,(ଡି.ଏନ.ଏ.)-ବଅଁରପାଳ ଥାନା ମହିଧରପୁର ନିକଟରେ ପୋଲିସ ଚଢାଉ କରି ଏକ ମିନିଟ୍ରକରୁ ପ୍ରାୟ ୪ ଟନ୍‌ର ଚୋରା କୋଇଲା ଜବତ କରିଛି। ବୁଧବାର ରାତିରେ ଏହି...

ଉପଜିଲାପାଳଙ୍କ ଚଢ଼ାଉ, ମଦ ଜବତ

ଅନୁଗୋଳ ଅଫିସ୍‌, ୪ା୪- ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ଶୁକ୍ରବାର ରାତିରେ ମହୀଧରପୁର, ବନ୍ତଳା ଓ ସୀମାନ୍ତ କଂସରା ଅଞ୍ଚଳରେ ଚଢ଼ାଉ କରିଛନ୍ତି । ଏହି...

ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା

ବୁଗୁଡ଼ା, ୩୧ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବାଲିପିଣ୍ଡି ପୋଖରୀ ନିକଟସ୍ଥ ଦଳିତ ସାହିରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ସହ ମିଶି...

ବେନ୍ଦାଳିଆରେ ଚାଷୀ କରୋନା ସଂକ୍ରମିତ: ଘର କାନ୍ଥରେ ଲାଗିଲା କୋଭିଡ଼-୧୯ ସମ୍ପର୍କିତ ପେପର

ବ୍ରହ୍ମପୁର ଅଫିସି,୬।୭: ଗଞ୍ଜାମ ଜିଲା କୁକୁଡଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଠୀ ପଞ୍ଚାୟତର ବେନ୍ଦାଳିଆ ଗ୍ରାମର ଜଣେ ଚାଷୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଘଟଣା ଜଣାପଡ଼ିବା ପରେ...

Advertisement
Archives

Model This Week