Posted inଜାତୀୟ

ଆଜମଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ଲକ୍ଷ୍ନୌ,୧୬।୬: ଉତ୍ତରପ୍ରଦେଶର ସାମଜବାଦୀ ପାର୍ଟି (ଏସ୍‌ପି)ର ବରିଷ୍ଠ ନେତା ତଥା ଲୋକ ସଭା ଏମ୍‌ପି ଆଜମ ଖାଁଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ବିଗିଡ଼ିବାରେ ଲାଗିଛି। ଗତ କିଛି ଦିନରୁ ଆଜମଙ୍କୁ ଲକ୍ଷ୍ନୌ ସ୍ଥିତ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନ ଥିବା ଜଣାପଡ଼ିଛି। ଏନେଇ ଆଜମଙ୍କ ପତ୍ନୀ ତଞ୍ଜୀମ ଫାତିମା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜମଙ୍କ ସ୍ବାସ୍ଥ୍ୟାବସ୍ଥା ବହୁତ ଖରାପ୍‌ ରହିଛି। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। କିନ୍ତୁ ମୁହଁରେ ଅଲ୍‌ସର ହୋଇଥିବାରୁ ସେ କିଛି ବି ଖାଇପାରୁନାହାନ୍ତି ଏବଂ ତାଙ୍କ ଫୁସ୍‌ଫୁସ୍‌ ଏବେ ବି ସଂକ୍ରମିତ ଥିବାରୁ ବହୁ ଦୁର୍ବଳ ହୋଇଯାଇଛନ୍ତି ବୋଲି ଫାତିମା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ଟାର୍ଗେଟ କଲେ ଶାହ

ଦିସପୁର,୯।୯: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୋମବାର ଆସାମ ଗସ୍ତରେ ଯାଇ ସେଠାରେ ଆୟୋଜିତ ନର୍ଥ ଇଷ୍ଟ ଡେମୋକ୍ରେଟିକ୍‌ ଆଲାଏନ୍ସ(ଏନ୍‌ଇଡିଏ)ରେ ଯୋଗ ଦେଇଥିଲେ। ଏଠାରେ ଉଦ୍‌ବୋଧନ ଦେବା...

ଚାଲିଛି ରାହୁଲଙ୍କ ଉତ୍ତରାଧିକାରୀ ଖୋଜା: ଚର୍ଚ୍ଚାରେ ପାଇଲଟ୍‌, ସିନ୍ଧିଆଙ୍କ ନାମ

ନୂଆଦିଲ୍ଲୀ, ୫ା୮(ପି.ଟି.): କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲ୍ୟୁସି) ବୈଠକ ଅଗଷ୍ଟ ୧୦ରେ ବସିବାକୁ ଯାଉଛି। ଏହି ବୈଠକରେ ଦଳର ନେତା କିଏ ହେବ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି...

ଏବେ ବ୍ୟାଙ୍କରୁ କରଜ ନେବା ହେବ ଶସ୍ତା: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି କି ଏବେ ବ୍ୟାଙ୍କ ଗୁଡିକୁ ଅଗ୍ରୀମ ୭୦ହଜାର କୋଟି ଟଙ୍କା ପ୍ରଦାନ...

ଅଜା ହେଲେ ମୁକେଶ ଅମ୍ବାନୀ: ଯମଜ ସନ୍ତାନ ଜନ୍ମ ଦେଲେ ଝିଅ ଇଶା

ମୁମ୍ବାଇ,୨୦।୧୧: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଯମଜ ଶିଶୁ ସନ୍ତାନ ଜନ୍ମ ଦେଇଛନ୍ତି। ଅମ୍ବାନୀ ପରିବାର ଏବଂ ପିରାମଲ...

ଦିଲ୍ଲୀର ରାଜନୈତିକ ଦଳର ଲୋକେ ଆପଣଙ୍କ ବନ୍ଧୁ ନୁହନ୍ତି, ଆମକୁ ଜିତାନ୍ତୁ, ସେମାନଙ୍କୁ ଆମେ ହଟାଇବୁ: ମମତା …

ଶିଲଂ,୨୨।୨ : ମେଘାଳୟର ତୁରାଠାରେ ଏକ ସଭାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଭାଜପା ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ମମତା କହିଛନ୍ତି,...

ଜାତିସଂଘ ମୁଖ୍ୟାଳୟରେ ବି ଶୁଣିବାକୁ ମିଳିବ ମନ କି ବାତର ୧୦୦ତମ ଏପିସୋଡ, ବିଲ ଗେଟସ୍‌ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୨୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ଏପିସୋଡର ପ୍ରଚାର ଜାତିସଂଘର ମୁଖ୍ୟଳୟରେ ବି କରାଯିବ। ଏହି କାର୍ଯ୍ୟକ୍ରମର...

କୃଷକ ଆନ୍ଦୋଳନ: ହରିୟାଣାରେ ହାଇ ଆଲର୍ଟ

ଚଣ୍ଡିଗଡ,୨୬ା୧- ସାଧାରଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ପରେଡ୍‌ ବେଳେ ଦିଲ୍ଲୀରେ ଘଟିଥିବା ହିଂସାକୁ ନେଇ ପଡୋଶୀ ହରିୟାଣାରେ ହାଇ ଆଲର୍ଟ ଜାରି କରାଯାଇଛି। ହରିୟାଣା...

ପୁଣି ଡରାଇଲାଣି କରୋନା: ୧୩ ରାଜ୍ୟରେ ୨୪ ଘଣ୍ଟାରେ ୧୦,୫୮୪ ନୂଆରୋଗୀ, ୭୮ ମୃତ

ନୂଆଦିଲ୍ଲୀ,୨୩ ।୨: ଦେଶରେ କରୋନା ଭାଇରସ ପୁଣିଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ପାୟ ୧୩ଟି ରାଜ୍ୟ...

Advertisement
Archives

Model This Week