Home Left

ରାଜ୍ୟ ବୟନଶିଳ୍ପ ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗସ୍ତ, ବାଇକ୍‌ ଚାଳକ ଗୁରୁତର

କୋରାପୁଟ, ୭ା୨: କୋରାପୁଟ-ବୋରିଗୁମ୍ମା ଭାୟା ରାଣୀଗଡ଼ ୩୨୬ ନମ୍ବର ରାଜପଥ ଛର୍ତଲା ନିକଟରେ ରବିବାର ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ କାର ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ମନ୍ତ୍ରୀଙ୍କ ଗାଡି ଚାଳକ ଆହତ…

ଆଲୋଚନା ଆରମ୍ଭ କରିବା ପାଇଁ ସରକାର ପ୍ରସ୍ତୁତ : ଗୋୟଲ

ନୂଆଦିଲ୍ଲୀ, ୭ା୨- ନୂଆ କୃଷି ଆଇନକୁ ବିରୋଧ କରୁଥିବା ଆନ୍ଦୋଳନରତ କୃଷକ ନେତାଙ୍କ ସହ ପୁଣି ଥରେ ସରକାର ଆଲୋଚନା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ଥିବା କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟଲ ରବିବାର ସୂଚନା ଦେଇଛନ୍ତି। ଗତମାସରେ ଆନ୍ଦୋଳନରତ କୃଷକ…

ଦୁର୍ଘଟଣା ଉଜାଡିଦେଲା ପରିବାର

ପାରଳାଖେମୁଣ୍ଡି,୭ା୨: ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠ ଗ୍ରାମ ବିନୋଦିନୀ ମହାବିଦ୍ୟାଳୟ ନିକଟରେ ରବିବାର ଏକ ବାଇକ୍‌ ସହ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ସ୍ତ୍ରୀ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକ ଗୁମ୍ମା…

ନିର୍ମାଣଧୀନ କୋଠାରେ ଲାଗିଲା ନିଆଁ

ମୁମ୍ବାଇ,୭।୨: ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠାରେ ଅଗ୍ନିକାଣ୍ଡ ଘଟିଛି। ବିଲଡିଂରେ ନିଆଁ ଲାଗିବା ମାତ୍ରେ ଘଟଣାସ୍ଥଳରେ ୫ଟି ଅଗ୍ନିଶମ ଗାଡି ପହଞ୍ଚି ନିଆଁ ଲିଭାଉଛନ୍ତି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ। ଅନୁମାନ କରାଯାଉଛି…

କେନ୍ଦ୍ର ଯୋଗୁ ସଚିନ, ଲତାଙ୍କୁ ଟ୍ରୋଲ କରାଯାଉଛି

ମୁମ୍ବାଇ, ୭ା୨- ଭାରତରତ୍ନ ପ୍ରାପ୍ତ ଲତା ମଙ୍ଗେଶକର ଓ ସଚିନ ତେନ୍ଦୁଲକରଙ୍କ ଭଳି ଦେଶର ମହାନ ବ୍ୟକ୍ତିବିଶେଷଙ୍କ ସମ୍ମାନକୁ ବାଜିରେ ଲଗାଇବା ଉଚିତ ନୁହେଁ। କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ଦେଶର ବଡ଼ ସେଲିବ୍ରିଟିମାନେ ନୂଆ କୃଷି ଆଇନକୁ ସମର୍ଥନ କରିଥିଲେ ବୋଲି…

‘ମାଓବାଦୀଙ୍କ ଗତିବିଧି ଦୁର୍ବଳ ହୋଇଛି’

କୋରାପୁଟ,୭ା୨: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର କୋରାପୁଟ ଗସ୍ତ କରି ନବନିର୍ମିତ ସଶସ୍ତ୍ର ପୋଲିସ ଆର୍‌ଆଇ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଅଞ୍ଚଳର ଆଇନଶୃଙ୍ଖଳା, ମାଓବାଦୀ ଦମନ ଏବଂ ଗଞ୍ଜେଇ ଚୋରାଚାଲାଣ ଉପରେ ସେ ସମୀକ୍ଷା କରିଥିଲେ। ଗଞ୍ଜେଇ ଚୋରାଚାଲାଣ ରୋକିବାରେ…

ଉତ୍ତରାଖଣ୍ଡ ହିମସ୍ଖଳନ: ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା

ଚମୋଲି,୭।୨: ଉତ୍ତରାଖଣ୍ଡର ଚମୋଲି ଜିଲାରେ ବଡ ହିମସ୍ଖଳନ ହୋଇଛି। ଏଥିରେ ୧୦ଜଣଙ୍କ ଜୀବନ ଯାଇଥିବାବେଳେ ୧୦୦ରୁ ଅଧିକ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା…

ଫ୍ରିଜର ପୋଡି ସଂଗୃହିତ ୧୦ ୟୁନିଟ୍‌ ରକ୍ତ ନଷ୍ଟ

ବରଗଡ଼ ଅଫିସ୍‌,୭।୨: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ସଂରକ୍ଷଣ ବିଭାଗର ଫ୍ରିଜରରେ ରହିଥିବା ୧୦ ୟୁନିଟ୍‌ ସଂଗୃହିତ ରକ୍ତ ନଷ୍ଟ ହୋଇଛି। କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଫ୍ରିଜର ଖରାପ ହେବାରୁ ଏଭଳି ହୋଇଥିବା ବିଭାଗୀୟ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି।…

ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଆଲିଆ ଭ୍ରମଣ କରିବାକୁ ବହୁତ ଭଲ ପାଆନ୍ତି ଏବଂ ପ୍ରାୟତଃ ସେ ନିଜ ବ୍ୟସ୍ତବହୁଳ ସମୟରୁ ଛୁଟି ନେଇ ବୁଲିବାକୁ ବାହାରକୁ ଯାଆନ୍ତି। ରାଜସ୍ଥାନରେ ନୂଆ ବର୍ଷ ପାଳନ କରିବା…

ହାଇଓ୍ବା ଧକ୍କାରେ ମହିଳାଙ୍କ ଜୀବନ ଗଲା, ସ୍ବାମୀ ଗୁରୁତର

ଭଦ୍ରକ ଅଫିସ,୭।୨: ଭଦ୍ରକ-ଚାନ୍ଦବାଲି ରାଜପଥ ସରକାରନଗର ନିକଟରେ ରବିବାର ଏକ ହାଇଓ୍ବା ଧକ୍କା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକ ହେଲେ ବାସୁଦେବପୁରର ଅଭିଲିପ୍ସା…

ପୁଣି ଚର୍ଚ୍ଚାରେ ଅନୁଷ୍କା ଶର୍ମା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଝିଅ ହେବା ପରେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଏଥର ଅନୁଷ୍କା କୌଣସି ଫଟୋ, ଭିଡିଓ କିମ୍ବା ଫିଲ୍ମ ପାଇଁ ନୁହେଁ ବରଂ ସ୍ବଚ୍ଛ ଭାରତ ଅଭିଯାନରେ ଭାଗ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ଅନୁଷ୍କା…

ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା

ଡେରାଡୁନ, ୭ା୨- ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଘଟିଥିବା ହିମସ୍ଖଳନ ଯୋଗୁ ଧଉଳି ଗଙ୍ଗା ନଦୀରେ ଆସିଛି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଆଖପାଖ ଅଞ୍ଚଳରେ ବହୁ ଧନଜୀବନ କ୍ଷତି ହୋଇଛି। ଏ ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ସ୍ପଷ୍ଟ କରାଯାଇନାହିଁ। ବନ୍ୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri