ଟିମ୍ ଇଣ୍ଡିଆ ହାତରୁ ଚାଲି ଯାଇପାରେ ଡବ୍ଲ୍ୟୁଟିସି ଫାଇନାଲ
ଦୁବାଇ, ୯ା୨- ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଲଜ୍ଜ୍ୟାଜନକ ପରାଜୟ ପରେ ଭାରତୀୟ ଦଳକୁ ଆଉ ଏକ ଝଟ୍କା ଲାଗିଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ର଼୍ୟାଙ୍କିଙ୍ଗ୍ରେ ପୂର୍ବରୁ ପ୍ରଥମ ସ୍ଥାନରେ ଥିବା ଟିମ୍ ଇଣ୍ଡିଆ ଏବେ ଖସିଯାଇଛି ଚତୁର୍ଥ ସ୍ଥାନକୁ।…
ଟାଇଗରଙ୍କ ନାୟିକା ସାଜିବେ ସୈଫ ଲଳନା
ବମ୍ବେ:୨୦୧୮ରେ ଫିଲ୍ମ କେଦାରନାଥ ଜରିଆରେ ବଲିଉଡ୍ରେ ପାଦ ରଖିଥିଲେ ସୈଫ୍ ଲଳନା ସାରା ଅଲ୍ଲୀ ଖାନ୍। ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ଲୋକପ୍ରିୟତା ଦୃଷ୍ଟିରୁ ଏବେ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ଫିଲ୍ମ। ରଣବୀର ସିଂହ,…
ଅମିତାଭଙ୍କ ନାୟିକା ହେବାକୁ ମନା କରିଥିଲେ ଏହି ଅଭିନେତ୍ରୀ, ସମ୍ମତି ପାଇଁ ଅଭିନେତା ପଠାଇଥିଲେ ଗୋଲାପ ଭର୍ତ୍ତି ଟ୍ରକ୍
ବମ୍ବେ: ବଲିଉଡ୍ର ମହାନାୟକ କହିଲେ ଅମିତାଭ ବଚ୍ଚନଙ୍କୁ ବୁଝାଯାଏ। ୧୯୬୯ରେ ଫିଲ୍ମ ‘ସାତ ହିନ୍ଦୁସ୍ତାନୀ’ରୁ ଡେବ୍ୟୁ କରିଥିଲେ ସେ। ଏବେ ପଚାଶ ବର୍ଷ ପରେ ମଧ୍ୟ ବିଗ୍ ବିଙ୍କ ଖ୍ୟାତି ପୂର୍ବବତ ରହିଛି। ନିଜ ଫିଲ କ୍ୟାରିୟରରେ ଅନେକ ଅଭିନେତ୍ରୀଙ୍କ ସହ…
ପ୍ରଥମ ଦେଖାରେ ପ୍ରେମିକାଙ୍କୁ ଚୁମ୍ବନ ଦେଇଥିଲେ ଏହି ଅଭିନେତା
ବଲିଉଡ୍ ଅଭିନେତ୍ରୀ ଅମ୍ରିତା ସିଂ ୧୯୫୮ ମସିହା ଫେବୃୟାରୀ ୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଆଜିର ଏହି ଅବସରରେ ଜାଣନ୍ତୁ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବଂ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ। ୧୯୯୧ରେ ଅମ୍ରିତା ସୈଫ୍ଙ୍କୁ ବିବାହ କରିଥିଲେ।…
ମୋଦିଙ୍କୁ ଧନ୍ୟବାଦ ଦେଲେ ଘନି
ନୂଆଦିଲ୍ଲୀ,୯ ।୨: ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଆୟୋଜିତ ଏକ ଭର୍ଚୁଆଲ ସମିଟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ଭାରତ କାବୁଲର ନଦୀ ଉପରେ ଶହତୁତ ଡ୍ୟାମ ନିର୍ମାଣ କରିବ । ଯାହା ଫଳରେ କାବୁଲର ଲୋକଙ୍କୁ…
ବେଲପାହାଡ଼ ପୌର ପରିଷଦ କର୍ମଚାରୀଙ୍କୁ କୋଭିଡ୍ ଟିକା
ବେଲପାହାଡ଼,୯।୨(ଡି.ଏନ୍.ଏ.): ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରପରିଷଦ କର୍ମଚାରୀଙ୍କ ପାଇଁ ମଙ୍ଗଳବାର କୋଭିଡ୍ ୧୯ ଟିକାକାରଣ ଆରାମ୍ଭ ହୋଇଛି । ଏଥିପାଇଁ ପୌର କାର୍ଯ୍ୟାଳୟରେ ପଞ୍ଜୀକାରଣ କକ୍ଷ, ପ୍ରତୀକ୍ଷା କକ୍ଷ, ଟିକାକରଣ କକ୍ଷ ଓ ଟିକାକରଣ ପରବର୍ତ୍ତୀ ପାର୍ଶ୍ୱ ପ୍ରତୀକ୍ଷା ପରିଚାଳନା କକ୍ଷର…
ଯବାନଙ୍କ ପାଇଁ ଗୀତ ଗାଇଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୯।୨: କେନ୍ଦ୍ର କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ନିକଟରେ ସେ ଭାରତୀୟ ଯବାନଙ୍କ ପାଇଁ ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି। ଏହାର ଏକ ଭିଡିଓ ସେ ନିଜ ଟୁଇଟର୍ରେ ଶେୟାର କରିଥିଲେ।…
ନିଜ ଅସୁସ୍ଥତା ବିଷୟରେ ଖୋଲାଖୋଲି କଥା ହେଲେ କାଜଲ
ମୁମ୍ବାଇ: ସାଉଥ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ କିଛି ନା କିଛି କାରଣ ପାଇଁ ଗତ କିଛିମାସ ହେବ ରହୁଛନ୍ତି ଚର୍ଚ୍ଚାରେ । ଅଳ୍ପଦିନ ପୂର୍ବେ ବିବାହ କରିଥିବା ଏହି ଅଭିନେତୀ ଏବେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ରୋଗ ବିଷୟରେ ଖୋଲାଖୋଲି…
ଶୋଇଥିବା ବେଳେ ଏମିତି କିଛି କରିଦେଲେ, ଯିବାକୁ ପଡ଼ିଲା ହସ୍ପିଟାଲ
ଆମେରିକାର ଜଣେ ୩୮ ବର୍ଷିୟ ବ୍ୟକ୍ତି ବ୍ରାଡ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏଭଳି ପରିସ୍ଥିତିରେ ସେ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିଲେ। ହସ୍ପିଟାଲରେ ଏକ୍ସ-ରେ କରାଇବା ପରେ ତାଙ୍କ ଛାତିରେ ଏୟାରପୋଡ ରହିଯାଇଥିବା ଜଣାପଡ଼ିଥିଲା। ଖାଦ୍ୟ ନଳୀରେ ଏକ…
ବିନା ନୋଟିସରେ ଭାଙ୍ଗିଲେ ଘର, ମାମଲା ପହଞ୍ଚିଲା ଥାନାରେ
ଗଞ୍ଜାମ,୯।୨(ଡି.ଏନ୍.ଏ.): ଗଞ୍ଜାମ ତ୍ରିବେଣୀ ମଠ ଛକଠାରେ ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ୍ୱ ହେବ କନ୍ଧ ଶତପଥୀ ଓ ତାଙ୍କ ପରିବାର ରହି ଆସୁଛନ୍ତି। ବିନା ନୋଟିସରେ ମନ୍ଦିର ଜାଗା କହି ମନ୍ଦିର ମାଲିକ ମଙ୍ଗଳବାର ଶତପଥୀଙ୍କ ଘରକୁ ଜେସିବି ଦ୍ୱାରା ଭାଙ୍ଗି…
୮୭ ବର୍ଷର ରେକର୍ଡ ଭାଙ୍ଗିଲା
ଚେନ୍ନାଇ,୯।୨: ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଭାରତକୁ ୨୨୭ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ୪ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି ଇଂଲଣ୍ଡ। ଏହି ବିଜୟ ସହିତ ଇଂଲଣ୍ଡ ଅନେକ ରେକର୍ଡ ସୃଷ୍ଟି କରିଛି।…
ସୁନ୍ଦରତାରେ ଅଭିନେତ୍ରୀଙ୍କୁ ବି ପଛରେ ପକାଇଦେବେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ: ଖୁବ୍ଶୀଘ୍ର ବଲିଉଡ୍ରେ କରିବେ ଡେବ୍ୟୁ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ଝିଅ ଆରୁଷୀ ନିଶଙ୍କ ଖୁବ୍ଶୀଘ୍ର ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ଏହା ଏକ ଯୁଦ୍ଧ ଭିତ୍ତିକ ଫିଲ୍ମ ହେବ। ଏହି ଫିଲ୍ମରେ ତାପସୀ ପନ୍ନୁ, ଭୂମି ପେଡନେକର, କିର୍ତ୍ତି କୁଲହରିଙ୍କ ସମେତ…
Archives


