ବିବାହ ବନ୍ଧନରେ ଅକ୍ଷୟ, ଡାକ୍ତରାଣୀଙ୍କ ଧରିଲେ ହାତ

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ଧାରାବାହିକ ପାଣ୍ଡ୍ୟା ଷ୍ଟୋର ଅଭିନେତା ଅକ୍ଷୟ ଖରୋଦିୟା। ପ୍ରେମିକା ତଥା ପେସାରେ ଡାକ୍ତର ଥିବା ଦିବ୍ୟା ପୁନେଥାଙ୍କ ହାତ ଧରିଛନ୍ତି ସେ। ଶନିବାର ରାତିରେ ପ୍ରିୟଜନଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି।

ମହାମାରୀ କରୋନା କାରଣରୁ ଅକ୍ଷୟ ଦୀର୍ଘଦିନରୁ ବିବାହ ଟାଳି ଆସୁଥିଲେ। ହେଲେ ପରିବାରଲୋକଙ୍କ ଗହଣରେ ବିବାହ କରିବାକୁ ଶେଷରେ ନିଷ୍ପତ୍ତି ନେଇଥିଲେ।

ବିବାହ ପରେ ପ୍ରତିକ୍ରିୟା ରଖି ଅଭିନେତା କହିଛନ୍ତି, ବିବାହ ବେଶ ସୁନ୍ଦର ଥିଲା। ମୋ ପରିବାର ସହ ଦିବ୍ୟାଙ୍କ ପରିବାର ସାମିଲ ଥିଲେ। ମାତ୍ର ୧୦ଜଣ ଲୋକ ଥିଲେ। ମୋ ପଟରୁ ପାଞ୍ଚ ଜଣ ଏବଂ ମୋ ପ୍ରେମିକାଙ୍କ ପଟରୁ ପାଞ୍ଚ ଜଣ ଲୋକ ଥିଲେ। ବେଶ ବ୍ୟକ୍ତିଗତ ଉତ୍ସବରେ ପାରମ୍ପରିକ ଭାବେ ଉଭୟ ଉଭୟଙ୍କୁ ଜୀବନସାଥୀ ରୂପେ ବାଛିଚୁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବନ୍ଧରେ ଦାମୀ ମୁଦି ପିନ୍ଧିଥିଲେ ଶିଳ୍ପା, ମୂଲ୍ୟ ଜାଣିଲେ

ନିର୍ବନ୍ଧ ମୁଦିକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଶିଳ୍ପା ଶେଟ୍ଟୀ ଅନ୍ୟତମ। ବଲିଉଡର ଗ୍ଲାମର ଅଭିନେତ୍ରୀ କୁହାଯାଉଥିବା ଶିଳ୍ପା ମଧ୍ୟ ତାଙ୍କ ନିର୍ବନ୍ଧରେ ଏକ...

ଜାଣନ୍ତୁ ପିତାଙ୍କଠାରୁ ଏହି କଥା ଶିଖିଥିଲେ ସୁଶାନ୍ତ, ଯାହା ଶୁଣି ତାଳି ମାରିଥିଲେ ପ୍ରଶଂସକ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍‌ ଜୁନ୍‌ ୧୪ରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁକୁ ୧୩ ଦିନ ବିତିଗଲାଣି ତଥାପି ପ୍ରଶଂସକମାନେ ଏହି ଖବରକୁ ସହଜରେ ଗ୍ରହଣ...

ପୁଅର ନାଁକୁ ନେଇ ପୁଣି ଚର୍ଚ୍ଚାରେ ନୁସରତ

କୋଲକାତା: ବେଙ୍ଗଲି ଆକ୍ଟ୍ରେସ ତଥା ତ୍ରୁଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜହାଁ ନିକଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ରହି ଆସୁଛନ୍ତି ଚର୍ଚ୍ଚାରେ...

୧୧ ବର୍ଷ ସାନ ଯୁବକଙ୍କ ପ୍ରେମରେ ପଡିଲେ ଗୌହର

ମୁମ୍ବାଇ: ଫେମଶ ରିୟଲିଟି ଶୋ’ ବିଗ୍‌ ବସ୍‌ ୭ର ଓ୍ବିନର, ମଡେଲ ତଥା ଆକ୍ଟ୍ରେସ ଗୌହର ଖାନ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ତାହାପୁଣି ନିଜ...

ରକୁଲ୍‌ଙ୍କ ଖୁସି

ରକୁଲ୍‌ ପ୍ରୀତ୍‌ ସିଂଙ୍କ ଖୁସି କହିଲେ ନ ସରେ। କାରଣ ସେ ଯାହା ଆଶା କରୁଥିଲେ ତାହା ପୂରଣ ହୋଇଛି। କଥା କ’ଣ ଅଜୟ ଦେବଗନଙ୍କ...

ରିୟାଙ୍କ ଜାମିନ ଆବେଦନ ଖାରଜ, ଜେଲ୍‌ରେ ରହିବେ ଭାଇ, ଭଉଣୀ

ମୁମ୍ବାଇ,୧୧।୯: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଡ୍ରଗ୍ସ ମାମଲାରେ ମୁମ୍ବାଇ ସେସନ୍ସ କୋର୍ଟ ୬ ଅଭିଯୁକ୍ତ...

ସହଯୋଗର ହାତ ବଢ଼ାଇଲେ ନୋରା

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ମଜାଦାର ପୋଷ୍ଟକରି ନିଜର ଫ୍ୟାନ୍‌ମାନଙ୍କୁ ମନୋରଞ୍ଜନ କରାଉଥିବା ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ ନୋରା ଫତେହି ଏବେ ଅନ୍ୟ ଏକ କାରଣ...

ଗ୍ରାଜିଆ ମାଗାଜିନ ପାଇଁ ଫଟୋ ଶୁଟ୍‌ କଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ବୋଲ୍ଡ ନେସ୍‌ ପାଇଁ। କିଛି ସମୟ...

Advertisement
Archives

Model This Week