Home Left

ଓଡ଼ିଶାକୁ ମିଳିବ ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ସହରାଞ୍ଚଳରେ କର୍ମନିଯୁକ୍ତି ଏବଂ ମଳ ପରିଚାଳନା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଅଭିନବ ପଦକ୍ଷେପ ନିମନ୍ତେ ଅନ୍ତର୍ଜାତୀୟ ପୁରସ୍କାର ଲାଗି ତାଲିକାଭୁକ୍ତ ହୋଇଛନ୍ତି । ଦେଶର ଏକମାତ୍ର ରାଜ୍ୟଭାବେ ଓଡ଼ିଶା ଏହି ତାଲିକାର ପ୍ରଥମ ୧୫ ସ୍ଥାନରେ…

‘ହିନ୍ଦୁସ୍ଥାନୀ ମୁସଲମାନ ଭାବେ ଗର୍ବିତ’

ନୂଆଦିଲ୍ଲୀ, ୧୦।୨: ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍‌ ମଙ୍ଗଳବାର ଉଚ୍ଚ ସଦନରୁ ଅବସର ଗ୍ରହଣ କରିଛନ୍ତି। ହିନ୍ଦୁସ୍ଥାନୀ ମୁସଲମାନ ଭାବେ ଗର୍ବ ଅନୁଭବ କରନ୍ତି। ପାକିସ୍ତାନ ଚାଲିଯାଇ ନ ଥିବା…

ଆଜିଠୁ ପିଜି ପ୍ରଥମ, ୟୁଜି ଦ୍ୱିତୀୟ ବର୍ଷ ପାଠପଢ଼ା

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ପିଜି ପ୍ରଥମ ବର୍ଷ ଏବଂ ୟୁଜି ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେବ। ପିଜିର ପ୍ରଥମ ସେମିଷ୍ଟର ପରୀକ୍ଷା ଜୁନ ୭ରୁ ୧୯ ତାରିଖ ମଧ୍ୟରେ ହେବ। ଜୁଲାଇ ୨୦ ସୁଦ୍ଧା ପିଜି ପ୍ରଥମ…

ଟୁଇଟରକୁ ନାଲିଆଖି

ଓ୍ବାଶିଂଟନ,୧୦ା୨: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ପ୍ରାୟ ଅଢ଼େଇ ମାସ ଧରି ଆନ୍ଦୋଳନ ଚାଲିଛି। ଏହାକୁ ଅର୍ଥନୈତିକ ଓ ମାନବ ଅଧିକାର ପାଇଁ ବିଶ୍ୱର ସବୁଠୁ ବଡ଼ ଆନ୍ଦୋଳନ…

୫୦୪ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟରେ ୫୦୪ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ବିଜ୍ଞପ୍ତି ପ୍ରକାଶ କରିଛି। ଇଚ୍ଛୁକ ପ୍ରାର୍ଥୀମାନେ ଓପିଏସ୍‌ସିର ଓ୍ବେବ୍‌ସାଇଟ୍‌ www.opsc.gov.inରେ ଅନ୍‌ଲାଇନ୍‌ ମାଧ୍ୟମରେ ଅବେଦନ କରିପାରିବେ। ଫେବୃୟାରୀ ୧୫ରୁ…

ଗ୍ୟାରେଜରେ ଅଗ୍ନିକାଣ୍ଡ: ଜଳିଗଲା ୪ ବସ୍‌ ଓ ସ୍କୋର୍ପିଓ

ଭଦ୍ରକ ଅଫିସ,୧୦।୨: ଗ୍ୟାରେଜରେ ନିଆଁ ଲାଗି ୪ଟି ବସ୍‌ ଓ ଗୋଟିଏ ସ୍କୋର୍ପିଓ ଗାଡି। ଜଳିଯାଇଛି। ଏଥିସହ କ୍ୟାବିନ ମଧ୍ୟ ପୋଡିଯାଇଛି। ଭଦ୍ରକ ଜିଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ଅଗ୍ନିଶମ ବାହିନୀର ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ…

ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ଇଞ୍ଜିନିୟରିଂ, ଆଇଟିଆଇ, ପଲିଟେକ୍‌ନିକ୍‌ କଲେଜ ଖୋଲିବ। ଏଥିସହିତ ସମସ୍ତ ପ୍ରଫେସନାଲ କୋର୍ସ କଲେଜ ମଧ୍ୟ ବୁଧବାରଠାରୁ ଖୋଲାଯିବ। ତେବେ ବୁଧବାରଠାରୁ କଲେଜ ଖୋଲିଲେ ମଧ୍ୟ ୧୭ ତାରିଖରୁ କ୍ଲାସ୍‌ ଆରମ୍ଭ…

ସଂଶୋଧନ ହେଲା ବିପିୟୁଟି ଆଇନ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଆଇନ-୨୦୦୨ର ସଂଶୋଧନ ହୋଇଛି। ସୂଚନା ଓ ବୈଷୟିକ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ବୋର୍ଡ ଅଫ୍‌ ଗଭନର୍ସ ଦ୍ୱାରା ପରିଚାଳନା ନିମନ୍ତେ ବିପିୟୁଟି ଆକ୍ଟରେ ଥିବା ସଂଘଟକ…

ତେଲ ଦର ଆକାଶଛୁଆଁ

ଭୁବନେଶ୍ୱର,୧୦।୨: ଚଳିତ ବର୍ଷ ଆରମ୍ଭରୁ ତେଲ ଦର ଦ୍ରୁତ ହାରରେ ବଢ଼ିଚାଲିଛି। କରୋନା ମହାମାରୀ ଯୋଗୁ ଖାଉଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସମୟରେ ଲଗାତର ତୈଳ ଦର ବୃଦ୍ଧି ସବୁ ବର୍ଗର ଖାଉଟିଙ୍କ ଆର୍ଥିକ ଅବସ୍ଥା ଉପରେ…

ଚାଷୀଙ୍କୁ ଓଡ଼ିଶାର ସମର୍ଥନ

ଭୁବନେଶ୍ୱର,୧୦।୨(ବ୍ୟୁରୋ): କେନ୍ଦ୍ରରେ ଭାଜପା ପରିଚାଳିତ ଏନ୍‌ଡିଏ ସରକାର ଆଣିଥିବା ୩ ନୂଆ କୃଷି ଆଇନକୁ ବିରୋଧ କରି ସାରା ଦେଶରେ ଚାଷୀ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି। ଏହି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଚାଷୀମାନେ ଅଡି ବସିଛନ୍ତି। ବହୁ ପର୍ଯ୍ୟାୟ…

ବ୍ୟବହାର କରନ୍ତୁ ଏଭଳି ସାନିଟାଇଜର

କରୋନା ଭାଇରସ ସାରା ବିଶ୍ୱରେ ବ୍ୟାପିଯିବା ପରେ ଏବେ ସାନିଟାଇଜର ଆମ ନିତିଦିନ ଜୀବନର ଏକ ମୁଖ୍ୟ ଉପାଦାନ ପାଲଟି ଯାଇଛି । ଛୋଟଠାରୁ ବଡ ପ୍ରାୟ ସମସ୍ତେ ଏବେ ସାନିଟାଇଜର ବ୍ୟବହାର କରୁଥିବା ଦେଖାଯାଇଛି । କାରଣ ବିଶେଷଜ୍ଞଙ୍କ କହିବା…

ଭାରତୀୟ ମୁସଲମାନ ହୋଇଥିବାରୁ ମୁଁ ଗର୍ବିତ – ଆଜାଦ

ନୂଆଦିଲ୍ଲୀ, ୧୦ା୨- ଆସନ୍ତା ୧୫ ତାରିଖରେ ରାଜ୍ୟ ସଭାରୁ ବିଦାୟ ନେବାକୁ ଯାଉଛନ୍ତି କଂଗ୍ରେସ ନେତା ଗୁଲାମ ନବି ଆଜାଦ। ପାକିସ୍ତାନ ନ ଯାଇ ଭାରତରେ ରହିଥିବାରୁ ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରେ। ଆଉ ଭାରତୀୟ ମୁସଲମାନ ହୋଇଥିବାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri