ଅତ୍ୟଧିକ ଆମ୍ବ ଖାଉଛନ୍ତି କି…

ଆମ୍ବ ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ତା’ଠୁ ଅଧିକ ସ୍ବାଦିଷ୍ଟ। ବର୍ଷାଦିନରେ ଆମ୍ବର ମଜା ନେବାକୁ ପ୍ରାୟ ସମସ୍ତଙ୍କୁ ବେଶି ପସନ୍ଦ ହୋଇଥାଏ। ଏହା ପୋଷକ ତତ୍ତ୍ୱ ସହ ଭିଟାମିନ ଇ, କପର, ପୋଟାସିୟମ, ଆଇରନ ଆଦିରେ ଭରପୂର ହୋଇଥାଏ। ଏହା ଶରୀର ପାଇଁ ସୁସ୍ଥକର ହେଲେ ମଧ୍ୟ ଏହାକୁ ଅଧିକ ଖାଇବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ …

– ଆମ୍ବର ଉପରେ ଏକ ତରଳ ପଦାର୍ଥ ରହିଥାଏ। ଯାହାକୁ ଭଲ ଭବେ ସଫା ନ କରି ଖାଇବା ଦ୍ୱାରା ତାହା ଏତେ ସ୍ବାଦିଷ୍ଟ ଲାଗି ନ ଥାଏ। ଏହା ସହ ଅନେକ ଚର୍ମ ଜନିତ ସମସ୍ୟା ଉପୁଜାଇଥାଏ। ଏହାକୁ ଖାଇବା ଫଳରେ ଦେହ କୁଣ୍ଡାଇ ହୋଇ ଫଳିଯାଏ। ଏପରିକି ପଦାର୍ଥ ମୁହଁରେ ଲାଗିବାରୁ ମୁହଁରେ ଘା’ ମଧ୍ୟ ହେବାର ସମ୍ଭାବନା ଥାଏ।
-ଆମ୍ବରେ ପୋଷକ ତତ୍ତ୍ୱ ମିଳୁଥିଲେ ମଧ୍ୟ ଏହାକୁ ଅଧିକ ଖାଇବା ଫଳରେ ହଜମକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ। ଯଦି ଆପଣଙ୍କଠାରେ ପୂର୍ବରୁ ଖାଦ୍ୟ ହଜମ ଜନିତ ସମସ୍ୟା ଥାଏ ତେବେ ଆପଣ ଏହାଠାରୁ ଯଥା ସମ୍ଭବ ଦୂରେଇ ରହିବାଉଚିତ।

-ଖାଇବା ଶେଷରେ ପ୍ରାୟ ସମସ୍ତେ ଆମ୍ବକୁ ଖାଇବାକୁ ପସନ୍ଦ କରିଥାନ୍ତି। ତେବେ ଏହା ଏକ ଗରମ ଫଳ ହୋଇଥିବାରୁ ଏହାକୁ ଅଧିକ ଖାଇବା ଫଳରେ ମୁହଁରେ ଏହାର ପ୍ରଭାବ ପଡ଼ିଥାଏ।

-ମଧୁମେହ ଓ ନଳୀରେ ଘା’ ହୋଇଥିବା ବ୍ୟକ୍ତି ଏହାଠାରୁ ଦୂରେଇ ରହିବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଧନିଆ ପତ୍ରରେ ରହିଛି ଏପରି ଗୁଣ

ଧନିଆ ପତ୍ର କେବଳ ତରକାରିର ସ୍ବାଦ ବଢ଼ାଇଥାଏ ତାହା ନୁହେଁ, ଏଥିରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲ୍‌ସିୟମ, ଭିଟାମିନ୍‌ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ରହିଥାଏ। ଯାହା...

ସାଇକେଲ ଚଳାଇଲେ ଏହି ରୋଗ ଆଶଙ୍କା ଦୂର ହୁଏ

ଆଜିକାଲି ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ସାଇକେଲ ଚଳାଇବା ଏକପ୍ରକାର ଭୁଲିଗଲେଣି। ମାତ୍ର ସାଇକେଲ ଚାଳନା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ ବୋଲି ଏକ...

ହ୍ରାସ ପାଉଛି ଆମ ଶରୀରର ସାଧାରଣ ତାପମାତ୍ରା

”ସାଧାରଣତଃ ଶିଶୁମାନଙ୍କ ଶରୀରର ହାରାହାରି ତାପମାତ୍ରା ଅଧିକ। ଅନ୍ୟପକ୍ଷରେ, ପୁରୁଷମାନଙ୍କର ନାରୀମାନଙ୍କ ତୁଳନାରେ କମ୍‌ । ପୁନଶ୍ଚ ଏହା କେତେକ ଜୀବରସ ବା ହରମୋନ୍‌ ପ୍ରତି...

ସ୍ବାମୀଙ୍କ ଅକାଳ ମୃତ୍ୟୁର କାରଣ ହୋଇଥାନ୍ତି ସ୍ତ୍ରୀ, ଜାଣନ୍ତୁ କିପରି

ଆଚାର୍ଯ୍ୟ ଚାଣକ୍ୟ ଜୀବନର ମୂଲ୍ୟବୋଧକୁ ବର୍ଣ୍ଣନା କରିବା ସହିତ ଜୀବନ ସହ ଜଡିତ ସମସ୍ତ ଦିଗକୁ ବ୍ୟାଖ୍ୟା କରିଛନ୍ତି। ସେ ବିଚଳିତ ବ୍ୟକ୍ତିଙ୍କୁ ବିଷାକ୍ତ ପ୍ରାଣୀ...

କଞ୍ଚାଲଙ୍କା ଚଟଣି

ଆବଶ୍ୟକ ସାମଗ୍ରୀ- କଞ୍ଚା ଲଙ୍କା- ୨୦ଟି, ରସୁଣ- ୪ପାଖୁଡ଼ା, ଲେମ୍ବୁ ରସ-୧ ଚାମଚ, ସୋରିଷ- ୧ ଚାମଚ, ଜୀରା-୧ ଚାମଚ, ଧନିଆ ପତ୍ର- ଅଳ୍ପ (କଟା),...

ସଫଳତା ଅନ୍ତରାଳେ…

ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ସମଗ୍ର ବିଶ୍ୱରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ମହିଳା ଦିବସ’। ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବା, ସେମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ...

ଅଧିକ ଅଣ୍ଡା ଖାଇବା ଶରୀର ପାଇଁ ହାନିକାରକ

ପ୍ରୋଟିନ ଭରପୂର ଅଣ୍ଡା ସମସ୍ତେ ଖାଇବା ସ୍ବାସ୍ଥ୍ୟ ନିମନ୍ତେ ହିତକାରୀ। ୧୮ ମାସ କାନାଡାର ବିଶେଷଜ୍ଞ ଦଳ ଅନୁଧ୍ୟାନ କରିବା ପରେ ପ୍ରକାଶ କରିଛନ୍ତି, ଅଧିକ...

ଦାନ୍ତ ବିନ୍ଧା କମ୍‌ କରେ ଏହି ପତ୍ର

ଓସ୍ତ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଓସ୍ତ ପତ୍ରରେ ଭିଟାମିନ୍‌ ଏବଂ ଅନେକ ଆଣ୍ଟିଅକ୍ସିଡେଣ୍ଟ ତତ୍ତ୍ୱ ରହିଛି। ଯାହା ଶରୀର ବିଭିନ୍ନ ଗମ୍ଭୀର ରୋଗ...

Advertisement
Archives

Model This Week