Posted inଜାତୀୟ

ସୋମବାରଠାରୁ ସାବାଳକଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ, ୨୦।୬: କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ସୋମବାରଠାରୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କୁ ମାଗଣାରେ କୋଭିଡ୍‌ ଟିକା ଦିଆଯିବ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ଆରମ୍ଭରେ ଘୋଷଣା କରିଥିଲେ। ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକମାନଙ୍କୁ ମାଗଣାରେ ଟିକା ଦିଆଯାଉଥିବା ବେଳେ ୧୮ରୁ ୪୪ ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କଠାରୁ ଅର୍ଥ ଦାବି କରାଯିବା ଯୁକ୍ତିସଙ୍ଗତ ନୁହେଁ ବୋଲି ସୁପ୍ରିମକୋର୍ଟ କହିବା ପରେ କେନ୍ଦ୍ର ସରକାର ଟିକା ନୀତିରେ ପରିବର୍ତ୍ତନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାଲିଆତି: ଗୋଟିଏ ରାଶନ କାର୍ଡରେ ୬୮ ହିତାଧିକାରୀ

ପାଟନା,୨୨।୩: ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡ଼ିଏସ୍‌)ରେ ହୋଇଥିବା ଏକ ବଡ଼ ଧରଣର ଜାଲିଆତିର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ବିହାରର ବୈଶାଳି ଜିଲାରେ ଗୋଟିଏ ରାଶନ କାର୍ଡରେ ୬୮...

କଂଗ୍ରେସର ଉଜୁଡ଼ା କ୍ଷେତକୁ ଜଗିବେ ୪ କାର୍ଯ୍ୟକାରୀ ଅଧ୍ୟକ୍ଷ !

ନୂଆଦିଲ୍ଲୀ, ୨୬।୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳ ୨୦୧୪ ତୁଳନାରେ ମାତ୍ର ୮ ଆସନ ଅଧିକ ହାସଲ କରିଛି। ପୂର୍ବରୁ ଏହା ୪୪ ଥିବାବେଳେ...

ଅନ୍ତଃବସ୍ତ୍ର ପିନ୍ଧି ଟ୍ରେନ୍‌ ଭିତରେ ବୁଲିଲେ ବିଧାୟକ: ଆଉ ତା’ପରେ

ପାଟନା,୩।୯: ବିହାରର ଶାସକ ଦଳ ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଏବେ ଏଭଳି କାର୍ଯ୍ୟ କରିଛନ୍ତି ଯେ ଲୋକେ ତାଙ୍କୁ...

ଖାଇବା ତେଲ: କମୁନି ଦର

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯(ବ୍ୟୁରୋ): ମୁଣ୍ଡ ଉପରେ ଭୋଟ ଥିଲେ ଜରୁରୀ ସାମଗ୍ରୀଗୁଡ଼ିକର ଆକାଶଛୁଆଁ ଦରଦାମ୍‌ ଶାସକ ଦଳର ବିଜୟ ଆଶାକୁ ମଳିନ କରିଦିଏ। ଉତ୍ତର ପ୍ରଦେଶ ସମେତ ୫...

କଶ୍ମୀର ଟାଇମ୍ସ ଏଡିଟରଙ୍କ ଅନୁରୋଧ: ମିଡିଆ କଟକଣା ଉଠାଯିବା ଆବେଦନର ଶୀଘ୍ର ଶୁଣାଣି ହେଉ

ନୂଆଦିଲ୍ଲୀ, ୧୪ା୮(ପି.ଟି.): ଜମ୍ମୁ-କଶ୍ମୀରରେ ମିଡିଆ କଟକଣା ଲାଗିଥିବାବେଳେ ଏହାକୁ ହଟାଯିବା ଲାଗି କଶ୍ମୀର ଟାଇମ୍ସ ନାମକ ଏକ ପ୍ରତିଷ୍ଠିତ ଖବରକାଗଜର ଏଡିଟର ଅନୁରାଧା ଭାସିନ୍‌ କରିଥିବା...

କ୍ୱିଭରେ ଗୁଳିମାଡରେ ଜଣେ ଭାରତୀୟ ଛାତ୍ର ଆହତ

କ୍ୱିଭ,୪ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଘନଘଟା ମଧ୍ୟରେ ନବମ ଦିନରେ ବି ଗର୍ଜୁଛି ମିଶାଇଲ, ଜଳୁଛି ସହର ପରେ ସହର । ତେବେ ୟୁକ୍ରେନରେ ଥିବା...

ଘୋଡ଼ା ଚଢ଼ି ସ୍କୁଲ ଗଲେ

ଭୋପାଳ, ୧୦ା୨: କରୋନା ଯୋଗୁ ସ୍କୁଲ ବସ୍‌ ବନ୍ଦ ହୋଇଯିବାରୁ ପାଠ ପଢ଼ିବାକୁ ଘୋଡ଼ାରେ ବସି ବିଦ୍ୟାଳୟରେ ପହଞ୍ଚିଲେ ଛାତ୍ର। ମଧ୍ୟପ୍ରଦେଶର ଖଣ୍ଡଓ୍ବା ଜିଲାର ଏକ...

ଟାଓ୍ବାରକୁ ଚଢ଼ି କଏଦୀଙ୍କୁ ମୁକ୍ତ କରିବାକୁ ଅଡ଼ି ବସିଲେ ବୃଦ୍ଧ

ଚଣ୍ଡିଗଡ,୩୦।୪: ପଞ୍ଜାବର ମୋଗାସ୍ଥିତ ରୋଡେ ଗ୍ରାମରେ ବଲଓ୍ବିନ୍ଦର ସିଂ ନାମକ ଜଣେ ବୃଦ୍ଧ ମୋବାଇଲ ଟାଓ୍ବାର ଉପରକୁ ଚଢ଼ି ଶିଖ୍‌ ସମ୍ପ୍ରଦାୟର କଏଦୀଙ୍କ ପାଇଁ ନ୍ୟାୟ...

Advertisement
Archives

Model This Week