Home Left

୧୪ ବର୍ଷର ଟେଷ୍ଟ କ୍ୟାରିୟରରେ ଏଭଳି କରିପାରି ନ ଥିଲେ ଧୋନୀ, ହେଲେ ପନ୍ତ କଲେ ରେକର୍ଡ

ଚେନ୍ନାଇ,୧୧।୨: ଭାରତୀୟ କ୍ରିକେଟ ଟିମ୍‌ ଅଷ୍ଟ୍ରେଲିଆରେ ସିରିଜ୍‌ ଜିତିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଉଇକେଟକିପର ରିଷଭ ପନ୍ତଙ୍କୁ ଏମ୍‌ଏସ୍‌ ଧୋନୀଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଛି। ବ୍ୟାଟିଂଠାରୁ ଆରମ୍ଭ କରି ଉଇକେଟ ପଛରେ ଭୂମିକାକୁ ସେ ବେଶ ଭଲ ଭାବେ ତୁଲାଉଛନ୍ତି। ଖୁବ୍‌…

କବିତା ଶେୟାର କଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍ ନାୟିକା ସୋନାକ୍ଷୀ ସିହ୍ନା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସମୟ ସମୟରେ ସେ ପୋଷ୍ଟ କରୁଥିବା ଫଟୋ, ଭିଡିଓ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥାଏ । କିଛିଦିନ ହେବ ଟୁଇଟରକୁ ଅଲବିଦା କହିଥିବା ସୋନାକ୍ଷୀ କିନ୍‌ୁ…

ପୀଡ଼ିତାଙ୍କୁ ବିବାହ ପାଇଁ ରାଜି ହେଲେ ବଳାତ୍କାର ଅଭିଯୁକ୍ତ: ଦଣ୍ଡମୁକ୍ତ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୧।୨: ପୀଡ଼ିତାଙ୍କୁ ବିବାହ କରିବା ପାଇଁ ରାଜି ହେବାପରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କ୍‌ୁ ବୁଧବାର ସୁପ୍ରିମ୍‌କୋର୍ଟ ଦଣ୍ଡମୁକ୍ତ କରିଛନ୍ତି। ତେବେ ୬ ମାସ ମଧ୍ୟରେ ପୀଡ଼ିତାଙ୍କୁ ବିବାହ କରିବାକୁ ପଡ଼ିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ତାଗିଦ କରିଛନ୍ତି। ପ୍ରଧାନ ବିଚାରପତି ଶରଦ…

ଉତ୍ତରାଖଣ୍ଡ ହିମସ୍ଖଳନ: ବଢୁଛି ମୃତକଙ୍କ ସଂଖ୍ୟା, ୨ଶହରୁ ଊର୍ଦ୍ଧ୍ୱ ଲୋକ ନିଖୋଜ

ଡେରାଡୁନ,୧୧ ।୨: ଉତ୍ତରାଖଣ୍ଡରେ ୫ ଦିନ ତଳେ ହୋଇଥିବା ହିମସ୍ଖଳନରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାରକାରୀ ଦଳଙ୍କ ଦ୍ୱାରା ଏବେ ପର୍ଯ୍ୟନ୍ତ ୩୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ ୨୦୪ ଜଣ ନିଖୋଜ ଥିବା…

ବିଏସ୍‌ଏଫ୍‌ ହାତରେ ପାକିସ୍ତାନୀ ପାରା

ଜୈସଲମେର,୧୧।୨: ରାଜସ୍ଥାନର ଜୈସଲମେର ଜିଲାରେ ଏକ ପାକିସ୍ତାନୀ ପାରା ବିଏସ୍‌ଏଫ୍‌ ହାତରେ ଧରା ପଡ଼ିଛି। ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ପାରାଟିକୁ ଏକ ଗଛ ବୁଦାରେ ବସିଥିବା ସମୟରେ ବିଏସ୍‌ଏଫ୍‌ର ୧୮-ବି ବାଟାଲିଅନ ଯବାନ ଧରିଛନ୍ତି। ପାରାଟିର ଦୁଇ ଗୋଡ଼ରେ ଟ୍ୟାଗ୍‌ ଲଗାଯାଇଛି।…

କଳା ରଙ୍ଗର ଶାଢ଼ିରେ ଟିନାଙ୍କୁ ଦେଖି ହୃଦୟ ଦେଇ ବସିଥିଲେ ଅମ୍ବାନୀ ପରିବାରର ଏହି ଦାୟଦ, ହେଲେ ନିଜର କରିବା…

ବମ୍ବେ: ବ୍ୟବସାୟୀ ପରିବାରର ହୋଇଥିଲେ ହେଁ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଅନିଲ ଅମ୍ବାନୀ। ଏକ ବିବାହରେ ଅତିଥି ଭାବେ ଯୋଗ ଦେଇଥିଲେ ଟିନା। କଳା ରଙ୍ଗର ଶାଢ଼ି ପିନ୍ଧିଥିଲେ ସେ। ପ୍ରଥମ ଦେଖାରେ ଟିନାଙ୍କୁ ପସନ୍ଦ କରିଥିଲେ ଅନିଲ। ଏହାପରେ ଆମେରିକାରେ…

ବିବାହିତ ସତ୍ତ୍ୱେ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ଭଲପାଇ ବସିଥିଲେ କୁମାର ସାନୁ, ହେଲେ…

ବମ୍ବେ: ନବେ ଦଶକରେ ଯେଉଁ କେତେଜଣ ଗାୟକ ନିଜର ସୁମଧୁର କଣ୍ଠକୁ ନେଇ ଏବେ ବି ଶ୍ରୋତାଙ୍କ ମନରେ ଘର କରି ରହିଛନ୍ତି, ସେମାନଙ୍କ ମଧ୍ୟରୁ କୁମାର ସାନୁ ଅନ୍ୟତମ। ସେ ବିଗତ ଦିନରେ ନିଜର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ…

ପଶ୍ଚିମବଙ୍ଗରେ ଶାହାଙ୍କ ରଣ ହୁଙ୍କାର

କୋଲକାତା,୧୧ ।୨: ଆଗକୁ ଅଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏବେଠାରୁ ଭାରତୀୟ ଜନତାପାର୍ଟି(ଭାଜପା) ଜନମତ ନିଜ ଆଡକୁ କରିବାକୁ ସମସ୍ତ ଶକ୍ତି ଲାଗଇ ଦେଇଛି । ଗୁରୁବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କୁଚବିହାରରେ ଭାରଜପାର ‘ପରିବର୍ତ୍ତନ ଯାତ୍ରା’ର ଚତୁର୍ଥ ଭାଗର…

ଭୁଜାଲି ଚୋଟରେ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଗୁରୁତର

ଭୁବନେଶ୍ୱର,୧୧।୨(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଝରଣାସାହି ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ଅଞ୍ଚଳର ଛୋଟୁଲାଲ ବେଶ୍ରା,…

ଟଙ୍କା ନେଲେ ନାଚିଲେନି, ଅଭିନେତ୍ରୀଙ୍କ ନାଁରେ ମାମଲା ରୁଜୁ

ହରିୟାଣାର ଗାୟିକା ତଥା ଡ୍ୟାନ୍ସର ସପନା ଚୌଧୁରୀଙ୍କ ନାଁରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ଟଙ୍କା ହଡ଼ପ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ପୋଲିସ ମୁତାବକ,ସପନାଙ୍କ ନାଁରେ ୪ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।…

ମିଳିଲା ମହିଳାଙ୍କ କଟାମୁଣ୍ଡ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ କମିଶନରେଟ ପୋଲିସ୍‌କୁ ବଡ଼ ସଫଳତା ମିଳିଛି। ପ୍ରଥମେ ମହିଳାଙ୍କ ପରିଚୟ ମିଳିବା ପରେ ଏବେ କଟା ମୁଣ୍ଡ ମିଳିଛି। ଏଥିସହ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ…

ସୋନୁ ସୁଦଙ୍କ ଯୋଗୁ ଧରାପଡିଲା ମାଙ୍କଡ, ମାମଲା ଜାଣିଲେ ହସି ହସି ଗଡିବେ

ଉତ୍ତର ପ୍ରଦେଶର କୁଶୀନଗର ଜିଲାର ପରଭରପାର ଗ୍ରାମରେ ଏକ ରୋଚକ ଘଟଣା ଘଟିଛି। କିଛି ମାସ ହେବ ଏହି ଗଁାରେ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଥିଲା। ଗୁରୁବାର ବନ ବିଭାଗର ଏକ ଦଳ ମାଙ୍କଡକୁ କାବୁ କରିବାରେ ସମର୍ଥ ହୋଇଛନ୍ତି। କିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri