ଗର୍ଲଫ୍ରେଣ୍ଡ ପାଇଁ ସୋନୁଙ୍କୁ ଆଇଫୋନ୍‌ ମାଗିଲେ ଯୁବକ

ନୂଆଦିଲ୍ଲୀ,୨୨।୬: କରୋନା ମହାମାରୀରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରି ଆସୁଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କୁ ଗର୍ଲଫ୍ରେଣ୍ଡଙ୍କ ପାଇଁ ଆଇଫୋନ ମାଗିଛନ୍ତି ଜଣେ ଯୁବକ। ଏହାର ଜବାବରେ ଭଲିଉଡ୍‌ ଅଭିନେତା ଦେଇଥିବା ମଜାଳିଆ ରିପ୍ଲେ ଏବେ ୟୁଜରଙ୍କୁ ପସନ୍ଦ ଆସୁଛି।

” ଭାଇ ମୋ ଗର୍ଲଫ୍ରେଣ୍ଡ ଆଇଫୋନ ଦାବି କରୁଛି। ଏହାର କିଛି ହୋଇପାରିବ କି “ ବୋଲି ଜଣେ ଯୁବକ ଟୁଇଟ୍‌ କରିଥିଲେ। ଏହାର ଉତ୍ତରରେ ସୋନୁ ଲେଖିଛନ୍ତି, ତାଙ୍କ କଥା ଜଣାନାହିଁ। ଯଦି ମୁଁ ତାଙ୍କୁ ଆଇଫୋନ ଦିଏ, ତେବେ ତୁମକୁ କିଛି ଲାଭ ମିଳିବ ନାହିଁ। ସୋନୁଙ୍କ ଏହି ଟୁଇଟ୍‌କୁ ୧୫ ହଜାରରୁ ଅଧିକ ଲାଇକ୍‌ ମିଳିସାରିଥିବାବେଳେ ଏକ ହଜାରରୁ ଅଧିକ ୟୁଜର କମେଣ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଆଜି ୧୪୫ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୦।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪୫ ନୂଆ...

ହନି ଟ୍ରାପ୍‌ ମାମଲା, ଭାରତୀୟ ଯବାନ ଗିରଫ ପରେ ପଚରାଉଚରା ଜାରି…

ଜୟପୁର, ୨୨।୫ : ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ହନି ଟ୍ରାପ୍‌ରେ ପଡ଼ି ଦେଶର ଗୁପ୍ତ ସୂଚନା ଦେଇଥିବା ଅଭିଯୋଗରେ ଭାରତୀୟ ଯବାନଙ୍କୁ ଗିରଫ କରାଯାଇଛି। ରାଜସ୍ଥାନ...

ହରିୟାଣା ନିର୍ବାଚନ: ପଛରେ ପଡିଗଲେ ଟିକ୍‌ଟକ୍‌ ଷ୍ଟାର୍‌

ଚଣ୍ଡିଗଡ,୨୪।୧୦: ହରିୟାଣା ଆଦମପୁର ଆସନରେ ଏକ ରୋଚକ ମୁକାବିଲା ଦେଖିବାକୁ ମିଳିଛି। ଏହି ଆସନରେ କଂଗ୍ରେସର ପ୍ରାର୍ଥୀ କୁଳଦୀପ ବିଶୋଇ ୨୦ ହଜାର ଭୋଟରେ ଆଗୁଆ...

ରେଲଓ୍ବେ ଜମିରେ ଟାଓ୍ବାର ସ୍ଥାପନ କରିବେ କମ୍ପାନୀ, ଯାତ୍ରୀଙ୍କୁ ମିଳିବ ମାଗଣା ୫-ଜି ସେବା…

ନୂଆଦିଲ୍ଲୀ,୨୭।୧୨ : ଟେଲିକମ ନେଟୱାର୍କ ସହ ଜଡିତ ରେଳ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ଯେ କୌଣସି କମ୍ପାନୀ...

ହାରିବା ପରେ ବିରୋଧିଙ୍କ ଉପରେ ହିଁ ବର୍ଷିଲେ ମାର୍ଗାରେଟ

ନୂଆଦିଲ୍ଲୀ,୭ ।୮: ଉପରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଶନିବାର ଘୋଷଣା ହେବା ପରେ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥି ମାର୍ଗାରେଟ ଆଲଭା ନିଜ ସହଯୋଗୀଙ୍କ ଉପରେ ଖୁବ୍...

ଦିଲ୍ଲୀ ସରକାରଙ୍କର ହୋମ୍‌ ଡେଲିଭରି ସେବାରେ ଯୋଡି ହେବ ଆଉ ୩୦ ସେବା

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀ ସରକାରଙ୍କର ଆଉ ୩୦ଟି ସରକାରୀ ସେବା ହୋମ୍‌ ଡେଲିଭରି ମାଧ୍ୟମରେ ମିଳିପାରିବ ବୋଲି ଜଣାପଡିଛି। ଏଥିପାଇଁ ଏବେଠାରୁ କାମ ଆରମ୍ଭ ହୋଇଥିବା କୁହାଯାଇଛି।...

କଂଗ୍ରେସକୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଗୁଜରାଟ ରାଜ୍ୟ ସଭା ଉପନିର୍ବାଚନ ଏକାଠି କରାଇବା ଆବେଦନ ଖାରଜ

ନୂଆଦିଲ୍ଲୀ,୨୫।୬: ସୁପ୍ରିମ୍‌କୋର୍ଟଙ୍କ ରାୟ ଯୋଗୁ କଂଗ୍ରେସକୁ ଝଟ୍‌କା ଲାଗିଛି। ଗୁଜରାଟର ୨ଟି ରାଜ୍ୟ ସଭା ଆସନ ପାଇଁ ଉପନିର୍ବାଚନ ଏକାଠି କରାଇବା ଲାଗି କଂଗ୍ରେସ ପକ୍ଷରୁ...

ପ୍ରଥମେ ବିଧାୟକ, ଏମ୍‌ପିଙ୍କୁ ଟିକା ଲଗାଇବା ପ୍ରସ୍ତାବରେ ରାଜି ନୁହେଁ : ମୋଦି

ନୂଆଦିଲ୍ଲୀ,୧୨ ।୧: ସାରା ଦେଶରେ ଜାନୁୟାରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ ଅଭିଯାନ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି...

Advertisement
Archives

Model This Week