୩୦ ଗାଁର ପିଲାଙ୍କ ପାଠପଢାରେ ବାଧକ ସାଜିଛି ନେଟଓ୍ବର୍କ

ଲାଠୋର,୨୪।୬: ବଲାଙ୍ଗୀର ଜିଲା କରୋନା ମହାମାରୀ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସରକାର ଜୁନ ୨୧ତାରିଖରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଅନଲାଇନରେ ପାଠପଢା ଆରମ୍ଭ କରିଛନ୍ତି। ହେଲେ ନେଟୱର୍କ ସମସ୍ୟା ମାଓବାଦୀ ପ୍ରବଣ ତୁରେକେଲା ବ୍ଳକର ହଲନଭଟା, ଢୋଲମାନ୍ଦଲ, ବଡଡକଲା, ଘୁନେଷ ଓ ବଡବାଙ୍କି ପଞ୍ଚାୟତରେ ଥିବା ୩୦ରୁ ଉର୍ଦ୍ଧ୍ୱ ଗ୍ରାମର ଛାତ୍ରୀଛାତ୍ରଙ୍କ ପାଠପଢାରେ ବାଧକ ସାଜିଛି। ଏହି ସମ୍ପର୍କରେ ତୁରେକେଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତଙ୍କୁ ପଚାରିବାରୁ ଆମ ପାଖରେ କୌଣସି ବିକଳ୍ପ ପନ୍ଥା ନାହିଁ। ଆଗାମୀ ଦିନରେ ସରକାର ଯାହା ଆଦେଶ ଦେବେ ସେହି ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବି ରାଜ୍ୟରେ ୨୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜଣଙ୍କର ଜୀବନ ଗଲା

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରବିବାର ରାଜ୍ୟରେ ୧୮୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୩୧୦ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ପାଣିଟାଙ୍କିକୁ ଚଢିଲା ବେଳେ ଇଞ୍ଜିନିୟରଙ୍କୁ ଆକ୍ରମଣ କଲେ ମହୁମାଛି

ପାପଡ଼ାହାଣ୍ଡି,୨।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମେଗା ଜଳସେଚନ ପ୍ରକଳ୍ପର ସାଇଡ ଇଞ୍ଜିନିୟର ସୁରଞ୍ଜନ ଦାସ ଓ ସୁଧାକର ବାବୁ ରବିବାର ମହୁମାଛି ଆକ୍ରମଣରେ ଗୁରୁତର...

ଯୁକ୍ତ୨ ପିଲାଙ୍କ ଲାଗି ବାୟୋମେଟ୍ରିକ ବାଧ୍ୟତାମୂଳକ

ଭୁବନେଶ୍ୱର, ୭।୯(ବ୍ୟୁରୋ): ରାଜ୍ୟର ସବୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ଛାତ୍ରୀଛାତ୍ରଙ୍କ ଲାଗି ବାୟୋମେଟ୍ରିକ ବାଧ୍ୟତାମୂଳକ ହେବ। ଏନେଇ ଗଣଶିକ୍ଷା ବିଭାଗ ଯୋଜନା କରୁଥିବା ସୂଚନା...

ଭାଜପା ନେତା ଜାଣିପାରୁ ନାହାନ୍ତି

ଭୁବନେଶ୍ବର, ୧୪।୫(ବ୍ୟୁରୋ): ଭାଜପା ସଭାପତି ଭାବେ ଗତ ମାର୍ଚ୍ଚ ୨୩ରେ ମନମୋହନ ସାମଲ ପଦ ଗ୍ରହଣ କଲେ। ସେତେବେଳେ ଭୁବନେଶ୍ୱର ରାମମନ୍ଦିର ନିକଟସ୍ଥ ଭାଜପା ଅଫିସ୍‌...

ଦୁଇ ସାର ଦୋକାନୀଙ୍କ ଲାଇସେନ୍ସ ରଦ୍ଦ

ପାଟଣା,୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣାପ ବ୍ଲକରେ ୟୁରିଆ ସାରର କୁତ୍ରିମ ଅଭାବ ହେବା ପଛରେ ଥିବା ସାର ଦୁର୍ନୀତିର ଗୁମର ଦିନକୁ ଦିନ ଖୋଲିବାରେ ଲାଗିଛି।...

ଚାକିରି ଦେବା ନଁ।ରେ ଠକେଇ ଘଟଣା: ୨ ଦିନ ରିମାଣ୍ଡରେ ରୋହିତ

ଫୁଲବାଣୀ ଅଫିସ, ୨୬ା୧୦-ଚାକିରି କରାଇ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକି ନେଇ ଗିରଫ ହୋଇଥିବା ରେହିତ ବେହେରାଙ୍କୁ ଶୁକ୍ରବାର ଫୁଲବାଣୀ ଟାଉନ ଥାନା ପୋଲିସ...

ଏନ୍‌କାଉଣ୍ଟର ପରେ ବି ସୁଧୁରୁ ନାହାନ୍ତି ଅପରାଧୀ, ଚିନ୍ତାରେ ପୋଲିସ

ବ୍ରହ୍ମପୁର ଅଫିସ,୧୬ା୬-ଗଞ୍ଜାମ ଜିଲାକୁ ଅପରାଧମୁକ୍ତ କରିବା ପାଇଁ ପୋଲିସ ଅପରେଶନ ‘କ୍ରିମିନାଲ୍‌ କ୍ଲିନ୍‌’ ଆରମ୍ଭ କରିଥିଲା । ଏଥିପାଇଁ ଉଭୟ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ...

ପ୍ରତି ଶନିବାର ହାଇକୋର୍ଟ ସମେତ ସବୁ କୋର୍ଟ ବନ୍ଦ

କଟକ ଅଫିସ, ୫ା୧୨: ଚଳିତ ମାସର ପ୍ରତି ଶନିବାର କୋର୍ଟ କାର୍ଯ୍ୟ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ନିଷ୍ପତ୍ତିକ୍ରମେ ହାଇକୋର୍ଟ ଏହି...

Advertisement
Archives

Model This Week