Home Left

ପ୍ରଥମ ପ୍ରେମିକାଙ୍କଠାରୁ ନିର୍ବନ୍ଧ ମୁଦି ଚୋରି କରି ଦ୍ୱିତୀୟ ପ୍ରେମିକାକୁ ପ୍ରପୋଜ କଲେ ଯୁବକ

ଫ୍ଲୋରିଡା: ପ୍ରେମିକାକୁ ଖୁସି କରିବା ପାଇଁ ପ୍ରେମିକମାନେ କିଛି ବି କରିପାରନ୍ତି। ଦ୍ୱିତୀୟ ପ୍ରେମିକାଙ୍କୁ ଖୁସି କରିବାକୁ ଯାଇ ପ୍ରଥମ ପ୍ରେମିକାଙ୍କୁ ଧୋକା ଦେଇଛନ୍ତି ଫ୍ଲୋରିଡ଼ାର ଜଣେ ଯୁବକ। ଯୁବକ ଜଣକ ପ୍ରଥମ ପ୍ରେମିକଠାରୁ ନିର୍ବନ୍ଧ ମୁଦି, ୱେଡିଂ ବ୍ୟାଣ୍ଡ ଚୋରି…

କୃଷକ ଆନ୍ଦୋଳନକୁ ସମର୍ଥନ କଲେ ପ୍ରବାସୀ ଭାରତୀୟ, ଭାଲେଣ୍ଟାଇନ୍‌ ଡେ’ରୁ ଆରମ୍ଭ ହେଲା ଗୋଲାପ ଅଭିଯାନ

ନ୍ୟୁୟର୍କ,୧୪।୨: ଭାରତରେ ୩ଟି ନୂତନ କୃଷି ନିୟମ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟ ସଂଗଠନ ସମର୍ଥନ ଜଣାଇଛି। ରବିବାର ଭାଲେଣ୍ଟାଇନ ଦିବସ ଅବସରରେ ଆମେରିକାରେ ଗୋଲାପ ଅଭିଯାନ ଆରମ୍ଭ କରାଯାଇଥିଲା। ଭାଲେଣ୍ଟାଇନ୍ସ ଦିବସ ଅବସରରେ ସୋସିଆଲ…

ପୁଣି ଫେରିଲା କରୋନା, ଲକଡାଉନ ଘୋଷଣା

ଅକଲାଣ୍ଡ,୧୪।୨: ନ୍ୟୁଜିଲାଣ୍ଡରେ ପୁଣି କରୋନା ମାମଲା ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ରବିବାର ଅକଲ୍ୟାଣ୍ଡ ସହରରେ ତିନି ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ଲକଡାଉନ ସମୟରେ ଆବଶ୍ୟକ ସେବା ବ୍ୟତୀତ ସବୁକିଛି ବନ୍ଦ ରହିବ।…

ଭାରତ କବ୍‌ଜାରେ ଦ୍ୱିତୀୟ ଟେଷ୍ଟ

ଚେନ୍ନାଇ, ୧୪।୨: ସ୍ଥାନୀୟ ଚେପକ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ୨ୟ ଦିନ ସୁଦ୍ଧା ଭାରତ କବ୍‌ଜାରେ ରହିଛି। ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୩୦୦/୬)ରୁ ବ୍ୟାଟିଂ ଆରମ୍ଭ କରିଥିବା ଘରୋଇ ଦଳ ୩୨୯ ରନ୍‌ରେ ସୀମିତ ରହିଥିଲା। ଏହାପରେ ରବିଚନ୍ଦ୍ରନ…

ହେଲିକପ୍ଟରେ ବସି ଚେନ୍ନାଇ ଟେଷ୍ଟ ମ୍ୟାଚ୍‌ ଦେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି

ଚେନ୍ନାଇ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଚେନ୍ନାଇ ଗସ୍ତରେ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଚେନ୍ନାଇର ଏମ୍‌ ଚିଦାମ୍ବରମ୍‌ ଷ୍ଟାଡିୟମ ପାଖ ଦେଇ ଯିବାବେଳେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ନଜାରା ଦେଖାଯାଉଥିଲା। ପ୍ରଧାନମନ୍ତ୍ରୀ ଚେନ୍ନାଇରେ ପହଞ୍ଚିବା ପରେ…

ଆଜି ଭୁବନେଶ୍ୱରରୁ ୪ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୨ ଜଣ ଲୋକାଲ କେସ୍‌ ରହିଛନ୍ତି। ସହିପରି ଆଜି ଭୁବନେଶ୍ୱରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।…

ଥରିଲା ହିମାଚଳ ପ୍ରଦେଶ

ସିମ୍‌ଲା,୧୪।୨: ହିମାଚନ ପ୍ରଦେଶର ରବିବାର ଭୁକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୨ ମପାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ବିଳାଶପୁର ବୋଲି ଜଣାପଡିଛି। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ଆକଳନ ଏପର୍ଯ୍ୟନ୍ତ କରାଯାଇ ନାହିଁ। ଗତ ଶୁକ୍ରବାର ଉତ୍ତର ଭାରତରେ…

ଭାଲେଣ୍ଟାଇନ୍‌ ଡେ’ରେ ସ୍ବତନ୍ତ୍ର ଭିଡିଓ ଶେୟାର କଲେ ଆନନ୍ଦ ମହିନ୍ଦ୍ରା, ଲୋକେ କହିଲେ ସବୁଠୁ ବଡ ଉପହାର

ଆଜି ଫେବୃୟାରୀ ୧୪, ସମଗ୍ର ବିଶ୍ୱରେ ଆଜି ଭାଲେଣ୍ଟାଇନ ଡେ’ ଅର୍ଥାତ୍‌ ପ୍ରେମ ଦିବସ ଭାବେ ପାଳନ କରାଯାଉଛି। କରୋନା ଯୋଗୁ ଚଳିତ ବର୍ଷ ଭାଲେଣ୍ଟାଇନ୍ସ ଡେ’ରେ ଅଧିକ ଖାସ୍‌ ହୋଇନାହିଁ। ଏହି ବିଶେଷ ଦିନରେ ଭାରତର ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ…

ମାତ୍ର ୧ ଟଙ୍କା ଦେଇ ପେଟ ପୂରା ଖାଇଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୪।୨: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ନିଜ ନିର୍ବାଚନ ମଣ୍ଡଳୀରେ ଅନେକ ସାମାଜିକ କଲ୍ୟାଣ କାର୍ଯ୍ୟ କରୁଛନ୍ତି। ନିକଟରେ ସେ ନିଜ ସଂସଦୀୟ କ୍ଷେତ୍ରରେ ଦ୍ୱିତୀୟ ଜନ ରସୋଇ କ୍ୟାଣ୍ଟିନ୍‌ ଆରମ୍ଭ କରିଛନ୍ତି।…

ସୀମାରେ ଯୁଦ୍ଧ ପରିସ୍ଥିତି, ହେଲେ ସେନାଙ୍କ ମନୋବଳ ଭାଙ୍ଗୁଛନ୍ତି ମୋଦି ସରକାର: କଂଗ୍ରେସ

ନୂଆଦିଲ୍ଲୀ,୧୪ ।୨: ଜମ୍ମୁ-କଶ୍ମୀର ପୁଲୱାମାରେ ଦୁଇ ବର୍ଷ ତଳେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି କଂଗ୍ରେସ । ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ଏ କେ ଆଣ୍ଟୋନି କେନ୍ଦ୍ର ସରକାରଙ୍କୁ…

ବିରାଟ ଦୂରରେ ଥିବାରୁ ଏମିତି ଭାଲେଣ୍ଟାଇନ୍ସ ଡେ ପାଳନ କଲେ ଅନୁଷ୍କା

ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ମା’ ହୋଇଛନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ସକ୍ରିୟ ରୁହୁଛନ୍ତି। ତାଙ୍କ ଫଟୋ ଏବଂ ଭିଡିଓ ମାଧ୍ୟ ମରେ ଶେୟାର କରୁଛନ୍ତି। ଆଜି ଭାଲେଣ୍ଟାଇନ୍ସ ଡେ’ ଅବସରରେ ସେ ସ୍ବାମୀ ବିରାଟ କୋହଲିଙ୍କ ସହ ସୋସିଆଲ…

ଖାକି ବଦଳରେ କୋଲକାତା ପୋଲିସ ପିନ୍ଧନ୍ତି ଧଳା ରଙ୍ଗର ପୋଷାକ, କାରଣ ଜାଣିଲେ…

ସାଧାରଣତଃ ଆମ ଦେଶରେ ପୋଲିସମାନେ ଖାକି ରଙ୍ଗର ପୋଷାକ ପିନ୍ଧିଥାନ୍ତି। ମାତ୍ର ଆପଣ ଜାଣନ୍ତି କି କେବଳ କୋଲକାତାର ପୋଲିସମାନେ ହିଁ ଧଳା ପୋଷାକ ପିନ୍ଧିଥାନ୍ତି। ଜାଣନ୍ତୁ କ’ଣ ରହିଛି ଏହାର କାରଣ… ଖାକି ଏବଂ ଧଳା ପୋଷାକ ଇଂରେଜମାନଙ୍କ ଅମଳରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri