Posted inଜାତୀୟ

କଇଁଚି ନ ମିଳିବାରୁ ହାତରେ ଫିତା ଛିଡାଇ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ,୫।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରାଜନ୍ନା ସିରସିଲା ଜିଲାରେ ପହଞ୍ଚି ହାଉସିଂ ୟୁନିଟ ଉଦ୍‌ଘାଟନ କରିଥିଲେ। ଏହି ସମୟରେ, ସେହି ସ୍ଥାନରେ ରିବନ କାଟିବା ପାଇଁ କଇଁଚି ଉପଲବ୍ଧ ନ ଥିଲା। ରାଓ କିଛି ସମୟ ଅପେକ୍ଷା କଲେ ଏବଂ ଏହା ପରେ ସେ ହାତରେ ଫିତାକୁ ଛିଣ୍ଡାଇ ଘରେ ପ୍ରବେଶ କରିଥିଲେ। ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାଓଙ୍କ ଏହି ମନୋଭାବକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଖାଯାଉଛି। କେହି କେହି ଏହାକୁ ସମୟ ସଞ୍ଚୟ ଅଭ୍ୟାସ ବୋଲି କହୁଥିବାବେଳେ କେତେକ ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ କଇଞ୍ଚିକୁ ଅପେକ୍ଷା କରିବା ଉଚିତ୍‌ ଥିଲା।
୨୦ ସେକେଣ୍ଡର ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କୁ ବହୁ ସଂଖ୍ୟାରେ ଲୋକ ଏବଂ ସାମ୍ବାଦିକଙ୍କ ଦ୍ୱାରା ଘେରି ରହିଥିବାର ଦେଖିବାକୁ ମିଳିଥିଲା। ଉଦ୍‌ଘାଟନ ସ୍ଥାନରେ ରିବନ କାଟିବା ପାଇଁ କଇଁଚି ଖୋଜା ଯାଉଥିଲା। ପ୍ରାୟ ୧୫ ସେକେଣ୍ଡ ପରେ କେସିଆର୍‌ ରାଗରେ ରିବନ ଛିଣ୍ଡାଇଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ପର୍ଯ୍ୟାୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ପଛରେ, ଆଗରେ ଚାଲିଛନ୍ତି ଶେଟ୍ଟାର

ବେଙ୍ଗାଲୁରୁ,୧୩।୫: ଶନିବାର ସକାଳୁ ଆରମ୍ଭ ହୋଇଛି କର୍ନାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି। ରାଜ୍ୟର ୨୨୪ ବିଧାନସଭା ଆସନ ପାଇଁ ୨୬୧୫ ପ୍ରାର୍ଥୀ ନିର୍ବାଚନ ମଇଦାନରେ...

ବସ୍‌କୁ ପିଟିଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌: ଚାଲିଗଲା ୧୫ ଜୀବନ

ରାଞ୍ଚି,୬।୧: ଝାଡଖଣ୍ଡର ପାକୁର ଜିଲାରେ ବୁଧବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ ଏବଂ ଟ୍ରକ ମଧ୍ୟରେ ମୁହାଁମୁହଁି ଧକ୍କାରେ ୧୫...

ବାଇକ୍‌ରେ ବୁଲିି ନିର୍ବାଚନ ପ୍ରଚାର କଲେ ରାହୁଲ

ପାଣାଜୀ,୩୦।୧୦: ନିର୍ବାଚନ ପ୍ରଚାର କରିବାକୁ ବାଇକ୍‌ରେ ହେଲମେଟ୍‌ ପିନ୍ଧି ବୁଲିଲେ ରାହୁଲ ଗାନ୍ଧୀ। ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଥିବାରୁ ଦିନିକିଆ ଗସ୍ତରେ ଯାଇଛନ୍ତି ରାହୁଲ।...

ଅଣାୟତ୍ତ ମୁହାଁ କରୋନା: ରାଜ୍ୟଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ-ଆଇସିଏମଆର…

ନୂଆଦିଲ୍ଲୀ,୨୫।୩ : ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଏନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ମହାନିର୍ଦ୍ଦେଶକ ଡାକ୍ତର ରାଜୀବ...

ବିମାନ ହେଲା ଦୁଇ ଫାଳ…

ପୁଣେ,୨୫।୭ : ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ରେ ମହାରାଷ୍ଟ୍ରର ପୁଣେ ଜିଲାର ଇନ୍ଦପୁର ତାଲୁକା ଅନ୍ତର୍ଗତ କଦବନୱାଡି ଗ୍ରାମରେ ଏକ ଟ୍ରେନିଂ ବିମାନ...

ପ୍ରଥମ ଥର ଲାଗି ମୋଦିଙ୍କ ରାଲି ହେବ ଇକୋ ଫ୍ରେଣ୍ଡଲି

ପାନିପଥ,୫।୯: ପ୍ରଥମ ଥର ଲାଗି ହରିୟାଣାର ରୋହତକରେ ଆସନ୍ତା ୮ ତାରିରେ ମୋଦିଙ୍କ ପାଇଁ ଆୟୋଜିତ ହୋଇଥିବା ରାଲି ଇକୋ ଫ୍ରେଣ୍ଡଲି ହେବ ବୋଲି ଜଣାପଡିଛି।...

୪ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀ ପହଞ୍ଚିଲେ ବ୍ରାଜିଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୧: ବ୍ରାଜିଲ ପ୍ରଧାନମନ୍ତ୍ରୀ ଜେର ମେସିଆସ ବୋଲସୋନାରୋ ୪ ଦିନିଆ ଭାରତ ଗସ୍ତରେ ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏଥର ସେ ସାଧାରଣତନ୍ତ୍ର ଦିବସର ଅତିଥି ହୋଇପାରନ୍ତି...

କେନ୍ଦ୍ରୀୟ ଯୋଜନାର ଅର୍ଥ ହେରଫେର କରୁଛନ୍ତି ମମତା ସରକାର…

ନୂଆଦିଲ୍ଲୀ, ୬।୮ : ପଶ୍ଚିମବଙ୍ଗର ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟ ଯୋଜନା ଅନ୍ତର୍ଗତ ଗ୍ରହଣ କରାଯାଇଥିବା ଅର୍ଥର ଅପବ୍ୟବହାର ଏବଂ ହେରଫେର ହୋଇଥିବା ଅଭିଯୋଗ...

Advertisement
Archives

Model This Week