Home Left

ପନ୍ତ କଲେ ଏମିତି କାମ, ଡରିଗଲେ ବିରାଟ କୋହଲି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ବୁଧବାରଠାରୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଦିବାରାତ୍ର ଟେଷ୍ଟ ହେବ। ଭାରତୀୟ ଦଳ ମ୍ୟାଚ ପୂର୍ବରୁ ଜୋରଦାର ଅଭ୍ୟାସ କରିଥିଲେ। ଏହି ସମୟରେ…

କୋଇଲା ମାଫିଆଙ୍କ ଆକ୍ରମଣରେ ୨ ଆର୍‌ପିଏଫ୍‌ କର୍ମଚାରୀ ଗୁରୁତର

ଭଦ୍ରକ ଅଫିସ,୨୪।୨: କୋଇଲା ଚୋରି ରୋକିବା ପାଇଁ ଯାଇ ମାଡ଼ ଖାଇଲେ ଆରପିଏଫ କ୍ରାଇମବ୍ରାଞ୍ଚ ଟିମ୍‌। ଏଥିରେ ଦୁଇ ଆରପିଏଫ୍‌ ଗୁରୁତର ହୋଇ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନେ ହେଲେ ମୁକେଶ କୁମାର ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା।…

ଶୋ’ରୁମ୍‌ ସଟର ତାଡ଼ି ୮ ଲକ୍ଷ ଚୋରି କଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୪ା୨: ବ୍ରହ୍ମପୁର ସହରରେ କିଛି ଦିନର ନୀରବତା ପରେ ପୁଣିଥରେ ଚୋରି ଭଳି ଘଟଣା ସାମ୍ନାକୁ ଲାଗିଛି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ାସିଙ୍ଗିରେ ଥିବା ବାଜାଜ୍‌ ଶୋ’ରୁମରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଟଙ୍କା ଚୋରିକରି ନେଇଛନ୍ତି। ବୁଧବାର ସକାଳେ…

କମ୍‌ ମୂଲ୍ୟରେ କିଣିଥିଲା ଦିଲ୍ଲୀ କ୍ୟାପିଟାଲ୍ସ: ପ୍ରତିକ୍ରିୟା ରଖି ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ କହିଲେ ଏଭଳି

ନୂଆଦିଲ୍ଲୀ, ୨୪।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଖେଳାଳି ନିଲାମରେ ଅଷ୍ଟ୍ରେଲିୟାର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ତଥା ପୂର୍ବ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ। ରାଜସ୍ଥାନ ରୟାଲ୍ସ ଏହି ବ୍ୟାଟ୍ସମ୍ୟାନ୍‌ଙ୍କୁ ରିଲିଜ କରିବା ପରେ ଦିଲ୍ଲୀ ଟିମ୍‌ ୨ କୋଟି ୨୦…

ଏହି ପ୍ରକାର ଲୋକଙ୍କ ଶରୀର ହୋଇଥାଏ ବିଷରେ ପରିପୂର୍ଣ୍ଣ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯାହାକୁ ଗ୍ରହଣ କରି ଜଣେ ସୁଖରେ ଜୀବନଯାପନ କରି ପାରିବ ଏହା ସହ ଚାଣକ୍ୟ ସତର୍କ କରାଇଛନ୍ତି। ଦୁର୍ଜନ ଲୋକଙ୍କ ଠାରୁ ଦୂରେଇ ରହିବା ପାଇଁ କହିଛନ୍ତି। ଏକ…

କେବେବି ଏହି ୭ ପ୍ରକାର ଲୋକଙ୍କୁ କୁହନ୍ତୁ ନାହିଁ ଦୁଃଖ

ପୃଥିବୀରେ ଅନେକ ପ୍ରକାରର ଲୋକ ବାସ କରନ୍ତି। ତେବେ ଏମିତି ଲୋକଙ୍କ ସହ ରହିବା ଆବଶ୍ୟକ ଯିଏ ତମକୁ କ୍ଷତି ପହଞ୍ଚାଇବ ନାହିଁ। ଏହା ସତ୍ତ୍ୱେ ଜୀବନ ଯାତ୍ରାରେ, କିଛି ଏପରି ଲୋକ ମିଳିଯାନ୍ତି ସେମାନେ ହଇରାଣ କରିଦେଇଥାନ୍ତି। ଚାଣକ୍ୟ ତାଙ୍କ…

ସନ୍ଧ୍ୟା ସୁଦ୍ଧା ବିମାନବନ୍ଦରରେ ଟେଷ୍ଟିଂ ସେଣ୍ଟର: ବିଏମ୍‌ସି କମିଶନର

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନାର ୨ୟ ଷ୍ଟ୍ରେନ୍‌। ଏଥିପାଇଁ ବିଏମ୍‌ସି ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ତେବେ ବିଏମ୍‌ସି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ନିଜେ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। କମିଶନର ଚୌଧୁରୀ କହିଛନ୍ତି ଯେ,…

ମା’ଙ୍କୁ କ୍ୟାନ୍‌ସର, ଆରୋଗ୍ୟ ଲାଗି ପ୍ରାର୍ଥନା କରିବାକୁ ଗୁହାରି କଲେ ଡ୍ରାମା କୁଇନ୍‌

ବମ୍ବେ: କ୍ୟାନ୍‌ସର ସହ ଲଢ଼ୁଛନ୍ତି ଆଲବମ୍‌ କୁଇନ୍‌ଙ୍କ ମା’। ନିକଟରେ ବିଗ୍‌ ବସ୍‌-୧୪ରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଦେଇ ଚର୍ଚ୍ଚାକୁ ଆସିଥିବା ରାକ୍ଷୀ ସାଓ୍ବନ୍ତଙ୍କ ମା’ ଅସୁସ୍ଥ ଅଛନ୍ତି। ଅଭିନେତ୍ରୀଜଣଙ୍କ ନିଜର ସୋସିଆଲ ପୃଷ୍ଠାରେ ମା’ଙ୍କ ଫଟୋ ଶେୟାର କରି…

ରହସ୍ୟମୟ ଭାବେ ବେଡ୍‌ ତଳକୁ ଚାଲିଗଲା ଝିଅ, ସିସିଟିଭି ଫୁଟେଜ ଦେଖି ବାପା ବେହୋସ

କୁନି ଝିଅଟିଏ ବେଡ୍‌ରେ ଶୋଇଥିଲା। ହଠାତ୍‌ ରହସ୍ୟମୟ ଭାବେ ସେ ବେଡ୍‌ ତଳକୁ ଚାଲିଗଲା। ଯାହା ରୁମ୍‌ରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏହା ଦେଖି ଝିଅଟିର ବାପା ବେହୋସ ହୋଇଗଲେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ପାର୍କରେ ହଳ କରି ଫସଲ ଅମଳ କରିବେ କୃଷକ: ରାକେଶ ଟିକାଏତ

ନୂଆଦିଲ୍ଲୀ,୨୪।୨: ଯଦି କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର ନ କରନ୍ତି ତେବେ ଏଥର ସଂସଦକୁ ଘେରିବାକୁ ଆହ୍ବାନ ଦିଆଯିବ ଏବଂ ଚାରି ଟ୍ରାକ୍ଟର ନୁହେଁ, ଚାରି ଲକ୍ଷ ଟ୍ରାକ୍ଟର ଏଥିରେ ସାମିଲ ହେବ ବୋଲି କୃଷକ ନେତା ରାକେଶ ଟିକାଏତ…

ଏକଦା ବିବାହ କରିବାକୁ କହିଥିଲେ ଦୀପିକା, ଏବେ ୫୭ ବର୍ଷରେ ବି ଅବିବାହିତ ଅଛନ୍ତି ଏହି ଲୋକପ୍ରିୟ ଫିଲ୍ମ ନିର୍ମାତା

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଫିଲ୍ମନିର୍ମାତାଙ୍କ ମଧ୍ୟରୁ ସଞ୍ଜୟ ଲୀଲା ଭନଶାଲୀ ଅନ୍ୟତମ। ସେ ତାଙ୍କର ପ୍ରତିଟି ଫିଲ୍ମରେ ନିଆରା ଛାପ ଦେଇଥାନ୍ତି। ‘ହମ୍‌ ଦିଲ ଦେ ଚୁକେ ସନମ, ସାଓ୍ବରିୟା, ବାଜିରାଓ ମସ୍ତାନୀ, ପଦ୍ମାବତ’ ଭଳି ଫିଲ୍ମକୁ ଉଦାହରଣ ଭାବେ ନେଇପାରିବେ।…

ୟୁପିଏସ୍‌ସି ପରୀକ୍ଷା: ଓଭର ଏଜ୍‌ ପ୍ରାର୍ଥୀଙ୍କୁ ମିଳିବନି ଅତିରିକ୍ତ ସୁଯୋଗ

ନୂଆଦିଲ୍ଲୀ,୨୪।୨: ୟୁପିଏସ୍‌ସି ପରୀକ୍ଷା ନେଇ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଝଟ୍‌କା ଲାଗିଛି। ୨୦୨୦ ଅକ୍ଟୋବରରେ କରୋନା ମହାମାରୀ ସମୟରେ ପରୀକ୍ଷା ଦେଇଥିବା ଓଭର ଏଜ୍‌ ପ୍ରାର୍ଥୀଙ୍କୁ ଆଉ ଅତିରକ୍ତ ସୁଯୋଗ ମିଳିବନି ବୋଲି କୋର୍ଟ ବୁଧବାର କହିଛନ୍ତି। ଏହା ସହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri