ସ୍ତ୍ରୀ ଝଗଡ଼ା କରିବାରୁ ସ୍ବାମୀ କଲେ ଏମିତି
ପ୍ରତିଷ୍ଠିତ ବ୍ୟବସାୟୀ ହର୍ଷ ଗୋୟନିକା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଏବେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ଆପଣ ଦେଖିବେ ଜଣେ ବ୍ୟକ୍ତି ଅଜବ ଉପାୟରେ ନିଜର କାନ ବନ୍ଦ କରୁଛନ୍ତି। ଭିଡିଓ ଦେଖିଲେ ମନକୁ…
କାହା ସହ କଥା ହେଉ ନ ଥିଲେ ସୁଦ୍ଧା ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଅଜୟ ଦେବଗନ୍
ବଲିଉଡ୍ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ଉଭୟ ବିବାହ କରିଥିଲେ। ଆଜି ତାଙ୍କ ବିବାହ ବାର୍ଷିକୀ ଅବସରରେ ଜାଣନ୍ତୁ କିଛି ବିଶେଷ କଥା। ଅଜୟ…
କରୋନା ସଂକ୍ରମିତ ହେବା ପରେ ରୋଗୀଙ୍କ ପିଛା ଛାଡୁନି ଏହି ୬ ସମସ୍ୟା
କରୋନା ଭାଇରସ ପୁଣି ଦେଶରେ ଆତଙ୍କ ସୃଷ୍ଟି କରିଛି। ଟିକାକରଣ ଆରମ୍ଭ ହେବା ପରେ ବି ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନେ ସୁସ୍ଥ ହେବା ପରେ ମଧ୍ୟ ଏମାନଙ୍କଠାରେ…
ଇତିହାସ ରଚିଲେ ଏହି ଭାରତୀୟ କ୍ରିକେଟର୍; କପିଲ ଦେବଙ୍କ ପରେ ଏଭଳି କରିବାରେ ଦ୍ୱିତୀୟ ଭାରତୀୟ ଦ୍ରୁତ ବୋଲର୍
ନୂଆଦିଲ୍ଲୀ,୨୪।୨: ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଇତିହାସ ରଚିଛନ୍ତି ବୋଲର୍ ଈଶାନ୍ତ ଶର୍ମା। ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ସେ ପଦାର୍ପଣ କରିବା ପରେ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ୧୦୦ତମ ମ୍ୟାଚ୍। କପିଲ ଦେବଙ୍କ ପରେ…
ଶାଶୁଙ୍କ ଜନ୍ମଦିନରେ ବୋହୂ ଟିନା ଅମ୍ବାନୀ ଲେଖିଲେ ଏହି ହୃଦୟସ୍ପର୍ଶୀ ବାର୍ତ୍ତା
ଅମ୍ବାନୀ ପରିବାରର ବୋହୂ ଟିନା ଅମ୍ବାନୀ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ସେ ଶାଶୁ କୋକିଳାବେନ୍ ଅମ୍ବାନୀଙ୍କ ଜନ୍ମଦିନ ଉପଲକ୍ଷେ ଶେୟାର କରିଛନ୍ତି। ଏହି ପୋଷ୍ଟରେ ସେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି। ସେ ଲେଖିଛନ୍ତି, ‘ଶକ୍ତି…
ପରଲୋକରେ ପ୍ରସିଦ୍ଧ ଗାୟକ
ପ୍ରସିଦ୍ଧ ପଞ୍ଜାବୀ ଗାୟକ ସରଦୁର୍ ସିକନ୍ଦରଙ୍କ ପରଳୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। କିଡନୀ ସମସ୍ୟା ଯୋଗୁ ତାଙ୍କୁ ଗତ ସପ୍ତାହରେ ମୋହାଲିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର କିଡନୀ ଅପରେସନ ଏଠାରେ ସଫଳ ହୋଇଥିଲା,…
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ
ଅହମଦାବାଦ,୨୪।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଅହମ୍ମଦାବାଦର ମୋଟେରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ଦିବାରାତ୍ର ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏଥିସହିତ ଜସପ୍ରୀତ ବୁମ୍ରା…
ଟିଏମ୍ସି ହାତ ଧରିଲେ ଏହି କ୍ରିକେଟର, ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ହେଲେ ସାମିଲ
କୋଲକାତା,୨୪।୨: ଭାରତୀୟ କ୍ରିକେଟର ମନୋଜ ତିଓ୍ବାରୀ ବୁଧବାର ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ହୁଗୁଳୁ ଜିଲାରେ ହୋଇଥିବା ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଦଳର ହାତ ଧରିଛନ୍ତି। ପୂର୍ବରୁ ସେ ଏନେଇ ଟୁଇଟରରେ ସମ୍ୟକ୍ ସୂଚନା ଦେିଥିଲେ।…
ଧୋନୀଙ୍କ ରେକର୍ଡ ଭାଙ୍ଗିବା ନେଇ ଏମିତି କହିଲେ କୋହଲି
ଅହମଦାବାଦ,୨୪।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃୟାରୀ ୨୪ଠାରୁ ଅହମ୍ମଦାବାଦର ନବନିର୍ମିତ ମୋଟେରା ଷ୍ଟାଡିୟମରେ ଖେଳାଯିବ। ଏହି ଟେଷ୍ଟ ଦୁଇ ଦଳ ମଧ୍ୟରେ ପିଙ୍କ୍ ବଲରେ ଖେଳାଯିବ। ଅଧିନାୟକ ବିରାଟ କୋହଲିଙ୍କ ପାଇଁ…
ମେ ୧୮ରୁ ଯୁକ୍ତ ୨ ପରୀକ୍ଷା
ଭୁବନେଶ୍ୱର,୨୪।୨(ବ୍ୟୁରୋ): ମେ ୧୮ରୁ ଜୁନ୍ ୧୨ ପର୍ଯ୍ୟନ୍ତ ଯୁକ୍ତ ୨ ପରୀକ୍ଷା ଚାଲିବ ବୋଲି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ମଧ୍ୟ ମେ ୨୮ ତାରିଖରୁ ଆରମ୍ଭ ହେବ। ମେ ୧୮ରୁ…
ବୟସରେ ୩ ବର୍ଷ ସାନ, ପୂର୍ବରୁ ଦୁଇଟି ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିବା କରନ୍ଙ୍କ ପ୍ରେମରେ ପଡ଼ିଥିଲେ ଏହି ଅଭିନେତ୍ରୀ, କିଛି ଏଭଳି ଥିଲା ଲଭ୍ଷ୍ଟୋରୀ
ବମ୍ବେ: ଇଚ୍ଛା ନ ଥିଲା ବିବାହ ପାଇଁ। ହେଲେ ପ୍ରେମରେ ପଡ଼ିଯାଇଥିଲେ। ଶେଷରେ ହାତକୁ ଦୁଇ ହାତ ହେବାକୁ ବାଧ୍ୟ ହୋଇଥିଲେ। ଏଭଳି କିଛି କାହାଣୀ ହେଉଛି ବଲିଉଡ୍ ବ୍ଲାକ୍ ବିଉଟି ବିପାସା ବାସୁଙ୍କର। ଅଭିନେତା କରନ୍ ସିଂ ଗ୍ରୋଭରଙ୍କ ସହ…
ଛୁଟି ନେବା ପାଇଁ ଏମିତି ଅପହରଣ ନାଟକ ରଚିଲେ କର୍ମଚାରୀ, ଶେଷରେ ହରାଇବାକୁ ପଡ଼ିଲା ଚାକିରି
ଅଫିସରୁ ଛୁଟି ନେବା ପାଇଁ ଲୋକେ ବିଭିନ୍ନ ପ୍ରକାର ବାହାନା ଖୋଜନ୍ତି। ଯେମିତି ଚାହିଁଥାନ୍ତି ବସ୍ ତାଙ୍କୁ ଆରାମରେ ଛୁଟି ମଞ୍ଜୁର କରିଦିଅନ୍ତୁ। ସେହିପରି ଆମେରିକାର ଏରିଜୋନାରେ ରହୁଥିବା ୧୯ ବର୍ଷୀୟ ଜଣେ କର୍ମଚାରୀ ଛୁଟି ନେବା ପାଇଁ ଏମିତି ଏକ…
Archives


