Posted inଜାତୀୟ

୨୭ରେ ଭାରତ ଆସିବେ ଆଫ୍‌ଗାନ ସେନା ମୁଖ୍ୟ

ନୂଆଦିଲ୍ଲୀ, ୨୧ା୭: ଆଫଗାନିସ୍ତାନରେ ତାଲିବାନ ଆତଙ୍କ ଦିନକୁ ଦିନ ବଢ଼ିଚାଲିଥିବାବେଳେ ଦେଶର ସେନା ମୁଖ୍ୟ ମହମ୍ମଦ ଅହମଦ୍‌ଜାଇ ଆସନ୍ତା ୨୭ ତାରିଖରେ ଭାରତକୁ ୩ ଦିନିଆ ଗସ୍ତ କରିବେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସାମରିକ ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଅହମଦ୍‌ଜାଇ ତାଙ୍କ ଭାରତ ପ୍ରତିପକ୍ଷ ଜେନେରାଲ ଏମ୍‌.ଏମ୍‌. ନରଓ୍ବାଣେ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଟି-ଶିପ୍‌ ମିଜାଇଲର ସଫଳ ପରୀକ୍ଷଣ କଲା ନୌସେନା…

ନୂଆଦିଲ୍ଲୀ, ୧୮।୫ : ଭାରତୀୟ ନୌସେନା ପକ୍ଷରୁ ଏକ ଆଣ୍ଟି-ଶିପ୍‌ ମିଜାଇଲର ସଫଳ ପରୀକ୍ଷଣ କରାଯାଇଛି। ବୁଧବାର ନୌସେନା ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।...

ହେଲ୍‌ମେଟ୍‌ ପିନ୍ଧି ନ ଥିବା ୩୦ ପୋଲିସ ବାବୁଙ୍କୁ ଜରିମାନା

ଭୋପାଳ,୨୯।୬: ଆଇନ ଆଗରେ ସଭିଏଁ ସମାନ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ। ଲୋକଙ୍କୁ ହେଲ୍‌ମେଟ୍‌ ପିନ୍ଧିବାକୁ ସଚେତନ କରୁଥିବା ପୋଲିସ...

ସେନଗାର ମୋତେ ମାରିଦେବାକୁ ଚାହୁଁଥିଲେ:ଉନ୍ନାଓ ପୀଡ଼ିତା

ନୂଆଦିଲ୍ଲୀ, ୬।୯:ଉନ୍ନାଓ ବଳାତ୍କାର ପୀଡ଼ିତା ସଡ଼କ ଦୁର୍ଘଟଣା ପାଇଁ ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ଦାୟୀ କରିଛନ୍ତି। ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ...

ପ୍ରଥମ ଥର ପାଇଁ ମହିଳାଙ୍କୁ ଦିଆଯିବ ଫାଶୀ

ଲକ୍ଷ୍ନୌ,୧୭।୨: ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଫାଶୀ ଦିଆଯିବ। ଏନେଇ ଉତ୍ତରପ୍ରଦେଶର ମଥୁରା ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି।...

ଭାରତରେ ବୟସ୍କଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ: ଦେଢ଼ କୋଟି ବିତାଉଛନ୍ତି ନିଃସଙ୍ଗ ଜୀବନ

ନୂଆଦିଲ୍ଲୀ,୧।୧୦: ପ୍ରତିବର୍ଷ ଅକ୍ଟୋବର ୧କୁ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ ହୋଇଥାଏ। ଭାରତରେ ୧୦କୋଟି ୪୦ ଲକ୍ଷରୁ ଅଧିକ ବୟସ୍କ ଲୋକ ରହିଛନ୍ତି। ସେମାନଙ୍କ ସଂଖ୍ୟା...

ରୋ-ପାକ୍ସ୍‌ ଫେରି ସେବା ଲୋକାର୍ପଣ କଲେ ମୋଦି: ପର୍ଯ୍ୟଟନ ଶିଳ୍ପର ହେବ ବିକାଶ

ଅହମଦାବାଦ,୮।୧୧: ଗୁଜରାଟର ହଜିରା ଏବଂ ଘୋଘା ମଧ୍ୟରେ ରୋ-ପାକ୍ସ୍‌ ଫେରି ସେବାର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ସମ୍ପନ୍ନ ହୋଇଛି। ଭିଡ଼ିଓ କନଫରେନ୍ସିଂ...

ଆଣ୍ଟିଲିୟା ମାମଲା: ପୋଲିସ ଅଧିକାରୀ ସଚ୍ଚିନ ୱାଜେଙ୍କ ଗିରଫକୁ ନେଉ ରାଜନୀତି ସରଗରମ

ମୁମ୍ବାଇ,୧୪ ।୩: ଆଣ୍ଟିଲିୟା ମାମଲାରେ ବେଳକୁ ବେଳ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) ଦ୍ୱାରା ପୋଲିସ ଅଧିକାରୀ ସଚ୍ଚିନ...

ଉତ୍ତର ଭାରତରେ ଏଥର ହାଡ଼ଭଙ୍ଗା ଶୀତ ପୂର୍ବାନୁମାନ…

ନୂଆଦିଲ୍ଲୀ,୨୬।୧୦: ଏଥର ଉତ୍ତର ଭାରତରେ ହାଡ଼ଭଙ୍ଗା ଶୀତ ହେବାର ପୂର୍ବାନୁମାନ କରାଯାଇଛି। ଏଠାରେ ତାପମାତ୍ରା ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କିମ୍ବା ଏହାଠାରୁ କମ୍‌ ରହିବ...

Advertisement
Archives

Model This Week