Home Left

ବିରାଟ କୋହଲିଙ୍କୁ ପଛରେ ପକାଇଲେ ୨୦ ବର୍ଷୀୟ ଏହି ଖେଳାଳି

ବେଙ୍ଗାଲୁରୁ,୮।୩: କର୍ନାଟକର ବାମହାତୀ ବ୍ୟାଟ୍ସମ୍ୟାନ ଦେବଦତ୍ତ ପଡିକଲ ଲିଷ୍ଟ ଏ ଟୁର୍ନାମେଣ୍ଟରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସୋମବାର ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚରେ ସେ କେରଳ ବିପକ୍ଷରେ ଚମତ୍କାର ୧୦୧ ସ୍କୋର କରିଥିଲେ। ଲିଷ୍ଟ ଏ କ୍ରିକେଟରେ…

ସୋସିଆଲ ମିଡିଆରେ ହଟ୍‌ ଫଟୋ ଶେୟାର କଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଆଲିଆ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଫଟୋରେ ସେ ଏକ ବାଲକୋନିରେ ଠିଆ ହୋଇଥିବା ନଜର ଆସିଛନ୍ତି। ସେ ଲାଭେଣ୍ଡରର…

ରୋଗୀଙ୍କ ମୃତ୍ୟୁକୁ ନେଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଲଙ୍କାକାଣ୍ଡ

ବଲାଙ୍ଗୀର ଅଫିସ, ୮।୩: ବଲାଙ୍ଗୀର ଭୂର୍ଷିପାଲି ଗ୍ରାମର ଜଣେ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସୋମବାର ସକାଳେ ମୃତ୍ୟୁ ଘଟିଥିଲା । ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି। ରୋଗୀ ପରିଜନମାନେ…

ଦୃଷ୍ଟାନ୍ତ ସାଜିଛନ୍ତି ପ୍ରେମଲତା

ପାରାଦୀପ,୮।୩ (ସ୍ବ.ପ୍ର.): ମହିଳାଙ୍କୁ ସମାନ ଅଧିକାର ଓ ସମ୍ମାନ ଦେବା ପାଇଁ ସମଗ୍ର ବିଶ୍ବରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଉଛି। ଏହାସତ୍ତ୍ୱେ ବି ଅନେକ ମହିଳା ହିଂସାର ସମ୍ମୁଖୀନ ହେଉଛନ୍ତି। ଏହାକୁ ବିରୋଧ କରି କେତେଜଣ ମହିଳା ସମାଜରେ ସଂସ୍କାର…

ଖରସ୍ରୋତା ପାଣିରେ ହେବ ଚାଷ

ରାଜକନିକା,୮।୩(ଡି.ଏନ.ଏ.): ରାଜକନିକା ବ୍ଲକ ଅନ୍ତର୍ଗତ ପାରିନୂଆପଡା ପଞ୍ଚାୟତରୁ ଦେଉଳସାହି କଲଭଟ ୫ କି.ମି. ନାଳ ଖୋଳା ଆରମ୍ଭ ହୋଇଛି। ସେହିପରି ବନ୍ଧସାହି, ମିର୍ଜାପୁର, ବଳିଭଣ୍ଡା ଓ ଚଢେଇଖିଆ ନାଳ ବାଟେ ଖରେସ୍ରୋତାର ମଧୁର ପାଣି ପ୍ରବେଶ କରୁଛି। ଚାଷ ପାଇଁ ଏହି…

୭ ମାସ ପରେ ସୋସିଆଲ ମିଡିଆକୁ ଫେରିଲେ ରିୟା: ଲେଖିଲେ ଏମିତି ବାର୍ତ୍ତା

ଆଜି ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ବଲିଉଡ ତାରକାମାନେ ମଧ୍ୟ ମହିଳାଙ୍କ ପାଇଁ ପୋଷ୍ଟ ଶେୟାର କରି ଏହି ବିଶେଷ ଦିନରେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଅନ୍ତର୍ଜାତୀୟ ମହିଳା ଦିବସରେ…

କ୍ୟାମେରାଯୁକ୍ତ ସିରିଞ୍ଜ

ସାଧାରଣତଃ ରକ୍ତ ପରୀକ୍ଷା, କେତେକ ଆନୁଷଙ୍ଗିକ ପରୀକ୍ଷା କରିବା ଲାଗି ଏବଂ ଇଞ୍ଜେକସନ ନେବା ପାଇଁ ସିରିଞ୍ଜର ବ୍ୟବହାର କରାଯାଇଥାଏ। ନିକଟରେ ଏପରି ଏକ ସିରିଞ୍ଜ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଏକ ସୂକ୍ଷ୍ମ କ୍ୟାମେରା ସଂଯୋଗ କରାଯାଇଛି। ବିଶେଷଭାବରେ ଏଣ୍ଡୋସ୍କୋପି କରିବା…

ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ବନ୍ଧା ହେବେ

ସମ୍ବଲପୁର, ୮।୩(ବ୍ୟୁରୋ): ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ବନ୍ଧା ହେବେ । ଜଙ୍ଗଲ ନିଆଁ ରୋକିବାକୁ ସମ୍ବଲପୁର ଡିଏଫ୍‌ଓ ସଞ୍ଜୀତ କୁମାର ଏଭଳି କଡ଼ା ପଦକ୍ଷେପ ନେଇଛନ୍ତି । ଜଙ୍ଗଲରେ ନିଆଁ ଲଗାଇଲେ ତୁରନ୍ତ ଗିରଫ କରାଯିବ ବୋଲି ସେ ଚେତାବନୀ…

ଖଣି ଖାଦାନରେ କାମ କରୁଛି ଯନ୍ତ୍ର

ଯାଜପୁର ଅଫିସ,୮।୩: ଯାଜପୁର ଜିଲାର ଅଧିକାଂଶ ଖଣି ଖାଦାନରେ ଯନ୍ତ୍ର କାମ କରୁଛି। ଯାନ୍ତ୍ରିକ ବ୍ୟବହାର କାରଣରୁ ଜିଲାର ଖଣି ପ୍ରଭାବିତ ଅଞ୍ଚଳ ଲୋକେ କାମ ପାଉ ନାହାନ୍ତି। ଫଳରେ ସେମାନେ ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଛନ୍ତି। ପରିସ୍ଥିତି ଏପରି…

ମମତାଙ୍କୁ ଟକ୍କର ଦେବେ ଶୁଭେନ୍ଦୁ

କୋଲକାତା,୮ ।୩: ବେଳକୁ ବେଳ ପଶ୍ଚିମବଙ୍ଗ ରାଜନୀତି ହେଉଛି ସରଗରମ । ଗତ ସପ୍ତାହରେ ଶାସକ ତୃଣମୂଳ କଂଗ୍ରେସ ୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ବିଧାନସଭା ଆସନରୁ ଲଢିବାକୁ…

ବେଆଇନ ଗୋରୁ ଚାଲାଣ: କଣ୍ଟେନରରୁ ୧୦୨ ଉଦ୍ଧାର

ବାଲେଶ୍ବର ଅଫିସ, ୮।୩: ବାଲେଶ୍ୱର ଜିଲା ଶେରଗଡ଼ ଟୋଲଗେଟ ନିକଟରୁ ବେଆଇନ ଗୋଚାଲାଣ ବେଳେ ରବିବାର ବିଳମ୍ବିତ ରାତିରେ ୨ କଣ୍ଟେନରରୁ ୧୦୨ ଗୋରୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଗୋରୁଙ୍କୁ ବାମପଦାସ୍ଥିତ ମା’ ଭାରତୀ ଗୋଶାଳାରେ ରଖାଯାଇଛି। ପ୍ରକାଶ ଯେ,…

ପଞ୍ଜାବ ବଜେଟ: ୧.୧୩ ଲକ୍ଷ କୃଷକଙ୍କ ଋଣ ଛାଡ, ମାଗଣା ଯାତ୍ରା କରିବେ ମହିଳା

ଚଣ୍ଡିଗଡ଼,୮ ।୩: ପଞ୍ଜାବର କ୍ୟାପଟେନ ଅମରିନ୍ଦର ସିଂ ସରକାର ଶେଷ ବଜେଟରେ କର୍ମଚାରୀ, କୃଷକ ଓ ମହିଳାଙ୍କୁ ଖୁସି କରିବାକୁ ପ୍ରୟାସ କରିଛନ୍ତି । ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ବସରେ ଯାତ୍ରା ମାଗଣାରେ ଉବଲବ୍ଧ କରାଇବା ସହ ସରକାରୀ କର୍ମଚାରୀଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri