Posted inଖେଳ

‘ମୁଁ ଏମିତି କରିବି ନାହିଁ’: ଟି-୨୦ ବିଶ୍ୱକପ୍‌ ସହ ଜଡ଼ିତ ଏହି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଲେ ଦ୍ରାବିଡ୍‌

କଲମ୍ବୋ,୩୦।୭: ଆଗକୁ ଟି-୨୦ ବିଶ୍ୱକପ୍‌। ଏଥିପାଇଁ ଦଳରେ କିଏ ସ୍ଥାନ ପାଇବ କିଏ ନୁହେଁ ତାହାକୁ ନେଇ ଚର୍ଚ୍ଚା ହେଉଛି। ଏପରିସ୍ଥିତିରେ ଭାରତୀୟ ଟିମ୍‌ରେ ଦୁଇଜଣ ଶ୍ରେଷ୍ଠ ସ୍ପିନର ଚୟନ କରିବାକୁ ଶ୍ରୀଲଙ୍କା ଗସ୍ତରେ ମୁଖ୍ୟ କୋଚ୍‌ ଥିବା ରାହୁଲ ଦ୍ରାବିଡଙ୍କୁ ପଚରାଯାଇଥିଲା। ଏହାର ଜବାବ ଦେବାକୁ ସଫାସଫା ମନା କରିଦେଇଛନ୍ତି ସେ।

ତୃତୀୟ ଟି-୨୦ ପରେ ଥିବା ଖବରଦାତା ସମ୍ମିଳନୀରେ ଦ୍ରାବିଡ କହିଛନ୍ତି, ମୁଁ ଦୁଇଜଣ ସ୍ପିନରଙ୍କୁ ଚୟନ କରିପାରିବି ନାହିଁ। ମୁଁ ଏବେ ଦଳର କୋଚ୍‌। କୌଣସି ନାମ ମୁଁ ସାର୍ବଜନିକ କରିବି ନାହିଁ। କେବଳ ଏତିକି କହିବି ଏ ସମସ୍ତ ଖେଳାଳି ଦମଦାର ପ୍ରଦର୍ଶନ କରିଛନ୍ତି। ଆମ ଟିମ୍‌ରେ ଏତେ ଭଲ ଖେଳାଳି ଥିବାରୁ ଏମାନେ ଭାଗ୍ୟଶାଳୀ। ଦୁଇ ଅଥବା ତିନି ସ୍ପିନର ଚୟନକର୍ତ୍ତା ବାଛିଲେ, ସେମାନେ ବେଶ ଭଲ ଥିବେ ବୋଲି ଆଶା। ସେମାନେ ନିଜର କାମ କରିବେ। ଏଣୁ ଚୟନକର୍ତ୍ତା କାହାକୁ ନେବେ ତାହା ସମୟ କହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଗିଗଲା ବିସିସିଆଇ: ଡ୍ରେସିଂ ରୁମ୍‌ ବିବାଦକୁ ନେଇ ଖୁଲାସା

ନୂଆଦିଲ୍ଲୀ,୩୦।୯: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମିଡିଆ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। କିଛି ବରିଷ୍ଠ ଖେଳାଳି ବିରାଟ...

୩୯ ବର୍ଷ ବୟସରେ ‘ସୁପର୍‌ ମ୍ୟାନ କ୍ୟାଚ୍‌’ ଧରିଲେ ଧୋନୀ

ଦୁବାଇ, ୨୬।୯: ଆଇପିଏଲ୍‌ର ୭ମ ମୁକାବିଲାରେ ଶୁକ୍ରବାର ଚେନ୍ନାଇ ସୁପର୍‌ କିଙ୍ଗ୍ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଚେନ୍ନାଇ ୪୪ ରନରେ...

୧୩୪ରେ ରୋକିଦେଲା ପାକିସ୍ତାନ

ଶାରଜା,୨୬।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛି। ଦ୍ୱିତୀୟ ମ୍ୟାଚ୍‌ରେ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ମାତ୍ର ୧୩୪/୮ରେ ରୋକି ଦେଇଛି...

ଭାରତରେ ବିପକ୍ଷରେ ଟେଷ୍ଟ ନ ଖେଳିବା ଦୁର୍ଭାଗ୍ୟଜନକ: ୟାସିର ଶାହ

କରାଚୀ, ୧୬ା୧୨ (ପି.ଟି.)-ଭାରତ ବିପକ୍ଷରେ ବିଶେଷ କରି ଏକ ଦିବାରାତ୍ର ଟେଷ୍ଟ ନ ଖେଳିବା ମୋ ପାଇଁ ଦୁର୍ଭାଗ୍ୟଜନକ ବୋଲି ପାକିସ୍ତାନ ଲେଗ୍‌ ସ୍ପିନର ୟାସିର...

ୱାଲର୍‌ଡ ୟୁନିଭର୍ସିଟି ଗେମ୍ସ: ଭାରତୀୟ ଦଳର ନେତୃତ୍ୱ ନେବେ ଦୂତୀ

ଭୁବନେଶ୍ୱର ୩୦।୬(ସ୍ପୋଟର୍‌ସ ବ୍ୟୁରୋ)-ଇଟାଲିର ନାପୋଲିଠାରେ ଜୁଲାଇ ୩ରୁ ୧୪ ପର୍ଯ୍ୟନ୍ତ ୩୦ତମ ୱାଲ୍ଡର୍ର୍ ୟୁନିଭର୍ସିଟି ଗେମ୍ସ ଅନୁଷ୍ଠିତ ହେବ। ଏଥିରେ ସ୍ପ୍ରିଣ୍ଟ କୁଇନ ତଥା କିଟ୍‌ରେ...

ସିନ୍ଧୁଙ୍କୁ ଆଉ ଏକ ଟ୍ରଫି

ନୂଆଦିଲ୍ଲୀ,୨୭।୩: ଷ୍ଟାର ମହିଳା ଶଟଲର ପି ଭି ସିନ୍ଧୁ ରବିବାର କ୍ୟାରିୟରରେ ଆଉ ଏକ ଟାଇଟଲ ହାସଲ କରିଛନ୍ତି। ସେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମରୁନଫାନଙ୍କୁ ଫାଇନାଲରେ...

ସାମସନଙ୍କ ପିଛା ଛାଡ଼ୁନି ଦୁର୍ଭାଗ୍ୟ

କଲମ୍ବୋ,୧୮।୭: ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ପିଛା ଛାଡ଼ୁନି ଦୁର୍ଭାଗ୍ୟ। ରବିବାର ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ପୂର୍ବରୁ ଆହତ ସମସ୍ୟା କାରଣରୁ ଦଳରୁ...

ଆର୍‌ଆର୍‌ର ସହଜ ବିଜୟ…

ମୁମ୍ବାଇ, ୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୨ତମ ମ୍ୟାଚ୍‌ରେ ଶନିବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ପଞ୍ଜାବ କିଙ୍ଗସ(ପିବିକେଏସ୍‌) ବିପକ୍ଷରେ ସହଜ ବିଜୟ ହାସଲ କରିଛି।...

Advertisement
Archives

Model This Week