ଶାହାଙ୍କୁ ଭେଟିଲେ ଶରଦ ପାୱାର
ନୂଆଦିଲ୍ଲୀ,୩ ।୮: ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ଏନ୍ସିପି ମୁଖ୍ୟ ଶରଦ ପାୱାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ହେଲେ କେଉଁ ବିଷୟକୁ ନେଇ ଏମାନଙ୍କ ମଧ୍ୟରେ କଥା ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ତେଣୁ…
ବର୍ଷକ ପରେ ପୁଣି ଉହାନରେ କରୋନା ପଜିଟିଭ୍ ଚିହ୍ନଟ: ପ୍ରତ୍ୟେକ ନାଗରିକଙ୍କ ହେବ ଯାଞ୍ଚ
ବେଜିଂ,୩।୮: ଚାଇନାର ଉହାନ ସହରରେ ବର୍ଷକ ପରେ ପୁଣି ଥରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ସହରରେ ଭୟର ବାତାବରଣ ଖେଳିଯାଇଛି। ତେଣୁ ସହରର ସମସ୍ତ ଲୋକଙ୍କୁ ଯାଞ୍ଚ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଉହାନ ସହରରେ…
ଇଂଲଣ୍ଡ ବିପକ୍ଷରେ କେମିତି ଜିତିବ ଭାରତ: କୋହଲି କଲେ ଖୁଲାସା
ଲଣ୍ଡନ,୩।୮: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଭାରତୀୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିନାୟକ ବିରାଟ କୋହଲି ଏହି ସିରିଜକୁ ଦଳ ପାଇଁ ଏକ ବଡ଼ ସିରିଜ ବୋଲି ବର୍ଣ୍ଣନା କରିଛନ୍ତି। ସିରିଜ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି କହିଛନ୍ତି…
ଦୀପାବଳି ପର୍ଯ୍ୟନ୍ତ ମିଳିବ ମାଗଣା ରାଶନ: ମୋଦି
ନୂଆଦିଲ୍ଲୀ,୩ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମ୍ଜିକେଏୱାଇ)ର ଲାଭାର୍ଥୀଙ୍କ ସହ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି । ଏହି ସମୟରେ ମୋଦି କହିଛନ୍ତି ଗରିବ ନିରାଶ ହେବା ଆବଶ୍ୟକ ନାହିଁ ।…
୫୬ବର୍ଷ ବୟସରେ ଆମିରଙ୍କ ଜବରଦସ୍ତ ଓ୍ବାର୍କଆଉଟ୍: ସାମ୍ନାକୁ ଆସିଲା ଆୟରାଙ୍କ ପ୍ରତିକ୍ରିୟା
ମୁମ୍ବାଇ: ବଲିଉଡ୍ ଫରଫେକ୍ଟନିଷ୍ଟ ଆମିର ଖାଁ ନିଜ ପର୍ସନାଲ ହେଉ କି ପ୍ରୋଫେସନାଲ ଲାଇଫ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆମିର ନିଜର ପ୍ରୋଫେସନାଲ କାର୍ଯ୍ୟକୁ ବହୁ ନିଷ୍ଠାର ସହ କରିଥାନ୍ତି। ସେଥିପାଇଁ ତାଙ୍କୁ ପରଫେକ୍ଟନିଷ୍ଟ ନାମରେ ନାମିତ କରାଯାଇଛି। ଫିଲ୍ମକୁ…
ତାଲିବାନର ବର୍ବରତା, ସାଧାରଣ ଲୋକଙ୍କୁ ହତ୍ୟା-ଟାର୍ଗେଟ୍ରେ ସରକାରୀ କର୍ମଚାରୀ…
କାବୁଲ,୩।୮: ଆଫଗାନିସ୍ତାନରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ତାଲିବାନର ବର୍ବରତା ବୃଦ୍ଧି ପାଉଛି। ଅନ୍ତର୍ଜାତୀୟ ମାନବିକ ଆଇନ ଉଲ୍ଲଂଘନ କରି ତାଲିବାନ ସଦସ୍ୟମାନେ ସାଧାରଣ ନାଗରିକଙ୍କୁ ହତ୍ୟା କରୁଛନ୍ତି। କାନ୍ଧାହାରର ସ୍ପିନ ବୋଲଡାକ ଜିଲାର ପୂର୍ବତନ ତଥା ବର୍ତ୍ତମାନର ସରକାରୀ…
ପୁଣି ଥରେ ବିଦ୍ୟାଭାରତୀଙ୍କୁ ଜେରା : ଏଥର ମିଳିବ କି କିଛି ତଥ୍ୟ
ଉଦଳା,୩।୨(ଡି.ଏନ୍.ଏ.): ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାର ୨୩ ଦିନ ପରେ ମଧ୍ୟ ସସ୍ପେନ୍ସ ଲାଗି ରହିଛି। ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ନା ଯୋଜନାବଦ୍ଧ ହତ୍ୟାକାଣ୍ଡ, ତାହା ଉପରୁ ପରଦା ଉଠି ପାରୁନି। ଅନ୍ୟପକ୍ଷରେ…
ଇଭିଏମ୍ ବିରୋଧରେ ଆବେଦନ ଖାରଜ: ଆବେଦନକାରୀଙ୍କ ଉପରେ ୧୦ହଜାର ଟଙ୍କା ଜରିମାନା ଲଗାଇଲେ ହାଇକୋର୍ଟ
ନୂଆଦିଲ୍ଲୀ,୩।୮: ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ(ଇଭିଏମ)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହାକୁ ପ୍ରତ୍ୟାଖ୍ୟାନ କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଏହି ଆବେଦନକୁ ପ୍ରଚାର ପାଇଁ ଦାଖଲ କରାଯାଇଥିଲା। ଏଥିପାଇଁ ଆବେଦନକାରୀଙ୍କ ଉପରେ ୧୦ହଜାର ଟଙ୍କା…
ମାର୍ଚ୍ଚରୁ ଜୁନ ମଧ୍ୟରେ ଛଅ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ
ନୂଆଦିଲ୍ଲୀ,୩ ।୮: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣା ପରେ ପାକିସ୍ତାନ ପଟୁ ସୀମାରେ ୬ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ମଙ୍ଗଳବାର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକ ସଭାରେ ଲିଖିତ ବୟାନ ଦେଇଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା…
ସଂସଦ ନ ଚଳାଇ ଦେବା ଲୋକତନ୍ତ୍ର, ଜନତାଙ୍କ ଅପମାନ: ମୋଦି
ନୂଆଦିଲ୍ଲୀ,୩ ।୮: ସଂସଦ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମଙ୍ଗଳବାର ଭାରତୀୟ ଜନତା ପାର୍ଟି(ଭାଜପା)ର ସଂସଦୀୟ ଦଳ ବୈଠକ ଆରମ୍ଭ ହୋଇଥିଲା । ଏଥିରେ ସଂସଦୀୟ ଦଳର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ସାମିଲ…
କଳା ପଲସର ଆତଙ୍କ: ଆଖିପିଛୁଳାକେ ବାଇକ୍ ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ
ପାଟଣା,୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣାରେ କଳା ପଲସରର ଆତଙ୍କ ଦେଖାଦେଇଛି। ପାଟଣାମୁଖ୍ୟାଳୟ ତହସିଲ ସାମ୍ନାରୁ ମଙ୍ଗଳବାର କଳା ପଲସରରେ ୨ ଦୁର୍ବୃତ୍ତ ଆସି ବାଇକ ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟିନେଇଛନ୍ତ। ସୂଚନା ଅନୁଯାୟୀ, ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ…
୧୦୧ଦେଶକୁ ରାଖୀ ପହଞ୍ଚାଇବ ଭାରତୀୟ ଡାକ ବିଭାଗ
ନୂଆଦିଲ୍ଲୀ,୩।୮: କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ କାମଧନ୍ଦା ଓ ରୋଜଗାର ପ୍ରଭାବିତ ହୋଇଛି। କରୋନା ଯୋଗୁ ଗତ ବର୍ଷ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଚଳପ୍ରଚଳ ସ୍ବଭାବିକ ହୋଇପାରିନାହିଁ। ସମସ୍ତ ବିଦେଶୀ ଯାତ୍ରା ସୀମିତ ରହିଛି।…

