ଆମେରିକାରେ କମିଛନ୍ତି ବିଦେଶୀ ବିଦ୍ୟାର୍ଥୀ
ଓ୍ବାଶିଂଟନ୍, ୨୧ା୩: ଆମେରିକାରେ ୨୦୨୦ରେ ଅଧ୍ୟୟନ କରୁଥିବା ବାହାର ଦେଶର ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୦୧୯ଠାରୁ କମ୍ ରହିଛି। ଗତ ବର୍ଷ ସେଠାରେ ପଢ଼ୁଥିବା ବିଦେଶୀ ପିଲାଙ୍କ ମଧ୍ୟରୁ ୪୭ ପ୍ରତିଶତ କେବଳ ଭାରତ ଓ ଚାଇନାର ବୋଲି ଏକ ରିପୋର୍ଟରେ କୁହାଯାଇଛି।…
ଜାପାନରେ ବଡ଼ ଭୂକମ୍ପ
ଟୋକିଓ,୨୧।୩ : ଜାପାନର ଉତ୍ତର-ପୂର୍ବ ଭାଗରେ ଶନିବାର ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଭୂକମ୍ପ ପରେ ସୁନାମି ସତର୍କ ସୂଚନା ଜାରି ହୋଇଛି। ୨୦୧୧ରେ ଉକ୍ତ ଅଞ୍ଚଳ ଭୂକମ୍ପ ଦ୍ୱାରା…
ଭାଜପା ବିଶ୍ୱର ବଡ଼ ଲୁଟେରା: ମମତା
କୋଲକାତା,୨୧।୩: ଭାଜପା ବିଶ୍ୱରେ ସବୁଠୁ ବଡ଼ ଲୁଟେରା ବୋଲି ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାଲୋଚନା କରିବା ସହ ଏହି ଦଳକୁ ରାଜ୍ୟରେ କଦାପି ଶାସନ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି। ପୂର୍ବ ମିଦନାପୁର ଜିଲାର ହଳଦିଆଠାରେ ଏକ…
ସୋନୁଙ୍କୁ ସ୍ପାଇସ୍ଜେଟ୍ର ସାଲ୍ୟୁଟ୍
ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ଅସୁବିଧାରେ ପଡ଼ିଥିବା ଅନେକ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଅଭିନେତା ସୋନୁ ସୁଦ୍ ଉଦାହରଣ ପାଲଟିଛନ୍ତି। ସୋନୁଙ୍କର ଏହି ମହନୀୟ ଉଦ୍ୟମ ଲାଗି ଘରୋଇ ଏୟାରଲାଇନ୍ସ ସ୍ପାଇସ୍ଜେଟ୍ ଏହାର ବୋଇଂ ୭୩୭ ବିମାନରେ ତାଙ୍କ ଫଟୋ…
ଅଢ଼େଇ ଫୁଟର ବରଙ୍କୁ ଏବେ ମିଳିଗଲା କନ୍ୟା, ଜାଣନ୍ତୁ କ’ଣ କରୁଛନ୍ତି ତାଙ୍କ ଜୀବନସାଥୀ
କିଛିଦିନ ଧରି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଥିବା ଅଢ଼େଇ ଫୁଟର ବରଙ୍କ ପାଇଁ ଚାଲିଥିବା କନ୍ୟା ଖୋଜା ଅଭିଯାନରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କାରଣ ବରଙ୍କୁ ତାଙ୍କ ଜୀବନସାଥୀ ମିଳିଯାଇଛନ୍ତି। ଅଜିମ ମନ୍ସୁରୀ ନାମକ ୨ ଫୁଟ ୬ ଇଞ୍ଚର…
ଚାଇନା ଟିକା ନେଇଥିବା ଇମ୍ରାନଙ୍କୁ କରୋନା
ଇସ୍ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ସେ ଚାଇନା ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇଥିବାବେଳେ ସେହିଦିନ ହିଁ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଦେଇଥିଲା। ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ…
ଗୋରା ହେବା ପାଇଁ ଖାଆନ୍ତୁ ଏହି ଲଡ଼ୁ
ଚିନାବାଦାମ, କାହାକୁ ଭଜା ପସନ୍ଦ ତ କାହାକୁ କଞ୍ଚା। ତେବେ ଏହି ବାଦାମ ଲଡୁର ରହିଛି ଅନେକ ଉପକାରୀ ଗୁଣ। ଜାଣନ୍ତୁ ସେ ସମ୍ପର୍କରେ… -ବାଦାମ ଲଡୁ ଖାଇବା ଦ୍ୱାରା ତ୍ୱଚା ଗୋରା ହୋଇଥାଏ। ଏଥିସହିତ କେଶରେ ମଧ୍ୟ ଚମକ ଆସିଥାଏ।…
ଖଣ୍ଡାଲା ଗର୍ଲରୁ ଆଦିତ୍ୟଙ୍କ ଜୀବନସାଥୀ…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ରବିିବାର ୪୩ ବର୍ଷ ପୂରଣ ହୋଇଛି। ସେ ୧୯୭୮ ମାର୍ଚ୍ଚ ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ରାଣୀଙ୍କ ଅଭିନୟ ଦକ୍ଷତାକୁ ଦର୍ଶକ ବେଶ ପସନ୍ଦ କରିଥାନ୍ତି। ୧୯୯୬ରେ ରାଜା କି ଆୟେଗି ବାରାତ୍ରେ ସେ…
ଟି୨୦ ସିରିଜରେ ଭାରତର ଦମ୍ଦାର ବିଜୟ
ଅହମଦାବାଦ,୨୦।୩: ଟେଷ୍ଟ ପରେ ଟି୨୦ ସିରିଜରେ ମଧ୍ୟ ଭାରତ ତା’ର ଦମ୍ ଦେଖାଇଛି। ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଘରୋଇ ଭାରତ ବିଜୟ ହାସଲ କରିଛି। ପରାଜୟରୁ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଭାରତ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଶେଷରେ ବାଜିମାରିଛି।…
ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଯବାନଙ୍କ ଶେଷକୃତ୍ୟ
ଟିକିରି,୨୦ା୩: ଦିଲ୍ଲୀରେ ସିଆରପିଏଫ୍ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ କୋଡ଼ିପାରି ଗ୍ରାମର ଜେମ୍ସ ଦାସ ନାୟକଙ୍କର ଗୁରୁବାର ରାତିରେ ପରଲୋକ ଘଟିଥିଲା। ଶନିବାର ସନ୍ଧ୍ୟାରେ ତାଙ୍କ ମରଶରୀର କୋଡ଼ିପାରିରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର…
ଦାଦନ ଶ୍ରମିକଙ୍କୁ ବନ୍ଦକ ପକାଇ ଗିରଫ ହେଲେ ସର୍ଦ୍ଦାର
କୋକସରା,୨୦।୩: କଳାହାଣ୍ଡି ଜିଲା କୋକସରା ଏବଂ ଆମପାଣି ଥାନା ଅଞ୍ଚଳର ୭ ଜଣ ଶ୍ରମିକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ଅକ୍ଟୋବର ମାସରେ ମଧ୍ୟପ୍ରଦେଶ ନେଇଯାଇଥିଲେ ଜଣେ ଦାଦନ ସର୍ଦ୍ଦାର। ସେଠାରେ ସର୍ଦ୍ଦାର ଜଣକ ଶ୍ରମିକମାନଙ୍କୁ ଏକ ଠିକାସଂସ୍ଥାରେ ବନ୍ଦକ ପକାଇ…
ସ୍ତ୍ରୀଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ
କୋକସରା, ୨୦।୩: କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମରୁ ଆମପାଣି ପୋଲିସ ଟଙ୍କଧର ପୁଝାରୀଙ୍କ ସ୍ତ୍ରୀ ଚନ୍ଦ୍ରିକାଙ୍କ ମୃତଦେହ ଜବତ କରିଥିଲା। ହେଲେ ଚନ୍ଦ୍ରିକାଙ୍କ ବାପା ଶଶୀଭୂଷଣ ମାଝୀ ଝିଅଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ…
Archives


