ବିହାର ନିର୍ବାଚନ ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ
ପାଟନା,୫ା୧୧: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୨୧ଟି ଆସନରେ ଭୋଟ ଗ୍ରହଣ ହେବାକୁ ଯାଉଛି। ପ୍ରଚାରର ଅନ୍ତିମ ଦିନରେ ଉଭୟ ଏନ୍ଡିଏ ଏବଂ…
୨୬ ପରେ ବିଧାନସଭା ଶୀତ ଅଧିବେଶନ
ଭୁବନେଶ୍ୱର,୫ା୧୧(ରବିନାରାୟଣ ଜେନା):ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ ପରେ ଆରମ୍ଭ କରିବାକୁ ଆପାତତଃ ସ୍ଥିର ହୋଇଛି। ଅଧିବେଶନ କାଳରେ ବିଭିନ୍ନ ବିଭାଗ ପକ୍ଷରୁ ଆସିଥିବା ଅତିରିକ୍ତ(ସପ୍ଲିମେଣ୍ଟାରୀ) ବଜେଟ ପ୍ରସ୍ତାବ ଆଗତ କରାଯିବା ସହିତ ଖର୍ଚ୍ଚଦାବି ଆଲୋଚନା ହେବ। ପ୍ରାୟ ମାସେ ଧରି…
ଟ୍ରେନ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ, କେମିତି ହେଲା ଦୁର୍ଘଟଣା, କାରଣ କହିଲା ରେଲଓ୍ବେ
ବିଳାସପୁର, ୫।୧୧: ମଙ୍ଗଳବାର ଛତିଶଗଡ଼ର ବିଳାସପୁର ଜିଲାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇସାରିଛି। ସେହିପରି ଅନେକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି। ୨୦ ଜଣ ଆହତଙ୍କ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା…
ଅଟୋରେ ଆସୁଥିଲେ ମା’ବାପା, ପୁଅ, ବାଟରେ ଘଟିଲା ଏମିତି, ଚାଲିଗଲା…
ଗଞ୍ଜାମ,୫।୧୧(ବିଦ୍ୟାଧର ସାହୁ ), ରମ୍ଭା ଥାନା ଅନ୍ତର୍ଗତ ପାଲୁରୁ ଛକରୁ କିଛି ଦୂରରେ ମା ଢାବା ହୋଟେଲ ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହାତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି…
ଚୋରି କରୁଥିଲେ ବାଇକ୍: ମାଡ଼ିବସିଲେ ଗାଁ ଲୋକେ
ମୋହନା,୫।୧୧(ମନ୍ମଥ ମିଶ୍ର): ଗାଁରେ ପଶି ଚୋରି କରୁଥିଲେ ବାଇକ। ଉଠିପଡିଲେ ଗାଁ ଲୋକେ ଆଉ ଡକାଡକି ହୋଇ ମାଡି ବସିଧରିଲେ ତିନି ଜଣ ଲୁଟେରାଙ୍କୁ l ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାରିଆବନ୍ଧ ଗାଁର…
ରାଜଧାନୀରେ ‘ପ୍ରମୋସନ୍ ବଦଳରେ ୱାନ୍-ନାଇଟ୍ ଷ୍ଟାଣ୍ଡ୍’ ଅଫର୍: ଡାକ୍ତର ଗିରଫ
ଭୁବନେଶ୍ୱର,୪।୧୧: ଜଣେ ମହିଳା ଆୟୁଷ (AYUSH) ଡାକ୍ତରଙ୍କୁ ପ୍ରେମ ନିବେଦନ କରି ଲିଫ୍ଟ ଦେବା ବାହାନାରେ ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଜଣେ ପୁରୁଷ ଡାକ୍ତରଙ୍କୁ ଏୟାରଫିଲ୍ଡ ଥାନା ପୋଲିସ୍ ମଙ୍ଗଳବାର ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ହେଉଛି ଡା. କ୍ଷମା…
କାର୍ତ୍ତିକ ପୂର୍ଣ୍ଣିମାରେ ଏତେବର୍ଷ ପରେ ଲାଗିବ ସୁବର୍ଣ୍ଣ ଯୋଗ! ଏହି ୪ରାଶି ହେବେ ମାଲେମାଲ୍…
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମା 2025 ରେ ଗ୍ରହ ସ୍ଥିତି ବହୁତ ଶକ୍ତିଶାଳୀ, ଯାହା ସାହସ, ପବିତ୍ରତା ଏବଂ ନୂତନତାର ଭାବନାକୁ ବୃଦ୍ଧି କରେ। ମେଷ ରାଶିରେ ଚନ୍ଦ୍ର ଉତ୍ସାହ ଏବଂ ଆତ୍ମବିଶ୍ୱାସକୁ ବଢ଼ାଏ। ବିଛା ରାଶିରେ ମଙ୍ଗଳ ଏବଂ…
ମ୍ୟାଚ୍ ଚାଲିଥିବା ବେଳେ ଟଳି ପଡ଼ିଲେ କୋଚ୍
ଲକାନି, ୪ା୧୧- ମ୍ଲାଡଷ୍ଟ ଲୁକାନି ଓ ଏଫ୍କେ ରଡନିକି -୧୯୨୩ ମଧ୍ୟରେ ଖେଳାଯାଇଥିବା ସର୍ବିଆନ ସୁପରଲିଗ୍ ମ୍ୟାଚ୍ରେ ଏକ ଦୁଃଖଦ ଘଟଣା ଘଟିଛି। ମ୍ୟାଚ୍ ବେଳେ ରଡନିକି କ୍ଳବର ମୁଖ୍ୟ କୋଚ୍ ମ୍ଲାଦେନ ଜିଜୋଭିକ୍ଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ୪୪ ବର୍ଷ…
୧୫୦ ଟଙ୍କାଠୁ ବି କମ୍ରେ କରନ୍ତୁ ରିଚାର୍ଜ, ୫ଟି ଦମଦାର ପ୍ଲାନ…
୯୧ ଟଙ୍କା ମୂଲ୍ୟର ଏହି ରିଲାଏନ୍ସ ଜିଓ ପ୍ଲାନ୍ ୨୮ ଦିନର ଭ୍ୟାଲିଡିଟି ସହିତ ଆସିଥାଏ ଏବଂ ପ୍ରତିଦିନ ୧୦୦MB ଡାଟା ପ୍ରଦାନ କରେ। କମ୍ପାନୀ ଏହି ପ୍ଲାନ୍ ସହିତ ଅତିରିକ୍ତ ୨୦୦MB ଡାଟା ପ୍ରଦାନ କରୁଛି। ଅସୀମିତ କଲିଂ ଏବଂ…
ଘରଠାରୁ ୫ ଶହ ମିଟର ଦୂରରେ ଚାହିଁ ରହିଥିଲା ମୃତ୍ୟୁ: ଚାଲିଗଲା ଯୁବକଙ୍କ ଜୀବନ
ଭଞ୍ଜନଗର,୪।୧୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର କୁଲାଡ ଉପର ବାଗ୍ଦେବୀ ମନ୍ଦିର ସମ୍ମୁଖରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଇକ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ କୁଲାଡର ଶଙ୍କର ମହାରଣା (୪୦) ମୃତ୍ୟୁବରଣ କରିଛନ୍ତି । ଭଞ୍ଜନଗର…
ପେନସନଭୋଗୀଙ୍କ ପାଇଁ ବଡ଼ ଅପଡେଟ୍, ଅନଲାଇନରେ ଆରମ୍ଭ ହେଲା ଏହି ସୁବିଧା, ଆଉ ଯିବାକୁ ପଡିବନି ବ୍ୟାଙ୍କ୍!
ନୂଆଦିଲ୍ଲୀ,୪।୧୧: ଦୂରସଂଚାର ବିଭାଗର ପେନସନ ପରିଚାଳନା ଶାଖା CGCA, ଅବସରପ୍ରାପ୍ତ କର୍ମଚାରୀଙ୍କୁ ଡିଜିଟାଲ ଜୀବନ ପ୍ରମାଣପତ୍ର ପ୍ରଦାନ କରିବାରେ ସହାୟତା କରିବା ପାଇଁ ଏକ ମାସ ବ୍ୟାପୀ ଅଭିଯାନ ଆରମ୍ଭ କରିଛି। ଡିଜିଟାଲ ଜୀବନ ପ୍ରମାଣପତ୍ର (DLC) ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପ୍ରତିବର୍ଷ…
ଗୋପାଳପୁର ବୋଇତ ବନ୍ଧାଣ ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ଶେଷ
ଗୋପାଳପୁର,୪।୧୧(ନବୀନରାଜ ଆଚାରୀ): ବୁଧବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗୋପାଳପୁର ବୋଇତ ବନ୍ଧାଣ ମହୋତ୍ସବ ମହାସମାରୋହରେ ପାଳନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଙ୍ଗଳବାର ଗଞ୍ଜାମ ଜିଲାପାଳ ଭି. ର୍କିତ୍ତି ଭାସନ, ବ୍ରହ୍ମପୁର ଏସ୍ପି ଡ଼. ଶର୍ବଣା…
Archives


