Home Left

ପେନସନଭୋଗୀଙ୍କ ପାଇଁ ବଡ଼ ଅପଡେଟ୍‌, ଅନଲାଇନରେ ଆରମ୍ଭ ହେଲା ଏହି ସୁବିଧା, ଆଉ ଯିବାକୁ ପଡିବନି ବ୍ୟାଙ୍କ୍‌!

ନୂଆଦିଲ୍ଲୀ,୪।୧୧: ଦୂରସଂଚାର ବିଭାଗର ପେନସନ ପରିଚାଳନା ଶାଖା CGCA, ଅବସରପ୍ରାପ୍ତ କର୍ମଚାରୀଙ୍କୁ ଡିଜିଟାଲ ଜୀବନ ପ୍ରମାଣପତ୍ର ପ୍ରଦାନ କରିବାରେ ସହାୟତା କରିବା ପାଇଁ ଏକ ମାସ ବ୍ୟାପୀ ଅଭିଯାନ ଆରମ୍ଭ କରିଛି। ଡିଜିଟାଲ ଜୀବନ ପ୍ରମାଣପତ୍ର (DLC) ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପ୍ରତିବର୍ଷ…

ଗୋପାଳପୁର ବୋଇତ ବନ୍ଧାଣ ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ଶେଷ

ଗୋପାଳପୁର,୪।୧୧(ନବୀନରାଜ ଆଚାରୀ): ବୁଧବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗୋପାଳପୁର ବୋଇତ ବନ୍ଧାଣ ମହୋତ୍ସବ ମହାସମାରୋହରେ ପାଳନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଙ୍ଗଳବାର ଗଞ୍ଜାମ ଜିଲାପାଳ ଭି. ର୍କିତ୍ତି ଭାସନ, ବ୍ରହ୍ମପୁର ଏସ୍‌ପି ଡ଼. ଶର୍ବଣା…

ଚାଷୀଙ୍କୁ କ୍ଷତିପୂରଣ ଦାବିରେ ଜିଲାପାଳଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,୪ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ବିଭିନ୍ନ ପଞ୍ଚାୟତର ଚାଷୀ ପ୍ରତିନିଧି ବୃନ୍ଦ ଏକତ୍ରିତ ହୋଇ ବାତ୍ୟା ମୋନ୍ଥା ଓ ଲଗାଣ ବର୍ଷା ପ୍ରଭାବରେ କ୍ଷତି ସହିଥିବା ସମସ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ…

ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ; ୬୦,୦୦୦ ଟଙ୍କା ଜବତ

ପୁରୀ,୪।୧୧: ପୁରୀ ଜିଲା ପିପିଲି ତହସିଲ ଅନ୍ତର୍ଗତ ବାଣ୍ଟଳସିଂ ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ (RI) ଜୀବନ କୃଷ୍ଣ ପରିଡ଼ା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମ୍ୟୁଟେସନ ଆବେଦନ ପ୍ରକ୍ରିୟାକରଣ ପାଇଁ ସେ ୬୦,୦୦୦ ଟଙ୍କା…

ଚଳଚଞ୍ଚଳ ରାଉଳ ସାହି: ସଂକୀର୍ତ୍ତନରେ ଫାଟିପଡ଼ୁଛି …

ଗଞ୍ଜାମ,୪।୧୧(ବିଦ୍ୟାଧର ସାହୁ ): ପବିତ୍ର କାର୍ତ୍ତିକ ପୂର୍ଣ୍ଣମି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଞ୍ଜାମ ସହରସ୍ଥିତ ରାଉଳ ସାହିରେ ଚବିଶି ପ୍ରହର ନାମଯଜ୍ଞ ମଙ୍ଗଳବାର ପ୍ରାତଃରୁ ଆରମ୍ଭ ହୋଇଛି। ଏହି ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସାହି…

‘ଦେଶର ୧୦% ଲୋକଙ୍କ ନିୟନ୍ତ୍ରଣରେ ସେନା’, ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ/ଔରଙ୍ଗାବାଦ,୪/୧୧: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଆସିଛନ୍ତି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଔରଙ୍ଗାବାଦରେ ଏକ ପ୍ରଚାର କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଭାରତୀୟ ସେନା ‘ଦେଶର ୧୦ ପ୍ରତିଶତ ଜନସଂଖ୍ୟା’ (ତଥାକଥିତ…

ବିଦ୍ୟୁତ୍‌ ଆଘାତରେ କକା ମୃତ, ଝିଆରୀ ଗୁରୁତର

କେସିଙ୍ଗା,୪।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି-ବଲାଙ୍ଗୀର ଜିଲା ସୀମାନ୍ତ ଲୁଥୁରବନ୍ଦ ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ସାମ୍ନାକୁ ଆସିଛି। ଗୁହାଳରେ କ୍ଷୀର ସଂଗ୍ରହ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ କକାଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଆରୀ ଗୁରୁତର ହୋଇ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି ହୋଇଥିବା…

ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର, ଅକାଉଣ୍ଟକୁ ସରକାର ପଠାଇବେ ୧୫ହଜାର ଟଙ୍କା, ଜାଣନ୍ତୁ କେମିତି ପାଇବେ

ନୂଆଦିଲ୍ଲୀ,୪।୧୧: ଦେଶର ଯୁବପିଢ଼ିଙ୍କ ଅପେକ୍ଷାର ଅନ୍ତ ଘଟିଛି। କେନ୍ଦ୍ର ସରକାର ଏହାର ପ୍ରମୁଖ ନିଯୁକ୍ତି ପ୍ରୋତ୍ସାହନ ଅଭିଯାନର ଅଂଶ ସ୍ୱରୂପ ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ନିଯୁକ୍ତି ଲିଙ୍କ୍ଡ୍ ଇନସେଣ୍ଟିଭ୍…

ନବୀନଙ୍କ ହେଲିକପ୍ଟରରେ ଏ କ’ଣ? ଭିତରୁ ବାହାରିଲା…

ଭୁବନେଶ୍ୱର,୪।୧୧: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ପାଇଁ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ ଜୋରଦାର ପ୍ରଚାର ଚଳାଇଛନ୍ତି। ନୂଆପଡା ଉପନିର୍ବାଚନ ପାଇଁ…

ବରିଷ୍ଠ ନାଗରିକଙ୍କ ନିଆରା ପରମ୍ପରା: ଆଡୁ ଟୁର୍ନାମେଣ୍ଟ ଉଦ୍‌ଘାଟିତ, ଆସନ୍ତାକାଲି…

ଗଞ୍ଜାମ, ୪।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ମଙ୍ଗଳବାର ଆଡୁ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ବୃନ୍ଦାବନ ପଣ୍ଡା ଏହି ଟୁର୍ନାମେଣ୍ଟର ଶୁଭ ଉଦ୍‌ଘାଟନ କରିଛନ୍ତି। ସେମିଫାଇନାଲ ଖେଳ ଅନୁଷ୍ଠିତ ହେବା…

ଉତ୍କଳ ବିଲ୍ଡର୍ସରେ ବଡ଼ ଧରଣର ଚଢାଉ

ଭୁବନେଶ୍ୱର,୪।୧୧: ଉତ୍କଳ ବିଲ୍ଡର୍ସରେରେ ମଙ୍ଗଳବାର ବଡ଼ ଧରଣର ଚଢାଉ ହୋଇଛି। ଆୟକର ବିଭାଗର ୧୮ଟି ଟିମ୍‌ ଉତ୍କଳ ବିଲ୍ଡର୍ସର ଏକାଧିକ ସ୍ଥାନରେ ଚଢାଉ କରିଛି। ୧୮ଟି ଟିମ୍‌ରେ ବିଭାଗର ୧୨୦ଜଣ ଅଫିସର ଚଢାଉରେ ସାମିଲ ହୋଇଛନ୍ତି। ଆୟକର ଫାଙ୍କିବା ଅଭିଯୋଗରେ ଏହି…

ଋଷିକୂଲ୍ୟାରେ ପୋତି ହୋଇଛି ପୋତାଗଡ଼ ପାଚେରୀ, ଉନ୍ନତିକରଣ କାର୍ଯ୍ୟରେ ବିଳମ୍ବ ଯୋଗୁ ବଢୁଛି ଅସନ୍ତୋଷ

ଗଞ୍ଜାମ.୪।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଋଷିକୂଲ୍ୟା ନଦୀ ପାର୍ଶ୍ୱରେ ବ୍ରିଟିଶ ଅମଳରୁ ଐତିହାସିକ ପୋତାଗଡ଼ ରହିଛି । ଏହି ଗଡ଼ ବହୁ ବର୍ଷରୁ ପୋତି ହୋଇଯିବାରୁ ଏହା ପୋତାଗଡ଼ ନାମରେ ନାମିତ ହୋଇଥିବା ସହରର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ମତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri