Home Left

ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଗୁଳିକଲେ ଯୁବକ, ସିସିଟିଭି ଫୁଟେଜ୍‌ ଦେଖିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୪।୧୧: ହରିୟାଣାର ଫରିଦାବାଦରେ ପୋଲିସ ଜଣେ ୧୭ ବର୍ଷୀୟା ଝିଅକୁ ସ୍ପଷ୍ଟ ଦିବାଲୋକରେ ଗୁଳି କରିବା ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଖୋଜୁଛି। ପୋଲିସ କହିଛି ଯେ ସୋମବାର ଶ୍ୟାମ କଲୋନୀରେ ଜଣେ ଯୁବକ ଝିଅଟିକୁ ଗୁଳି କରି ମୋଟରସାଇକେଲରେ ପଳାଇ…

ପରାଜୟ ପରେ ବଳ ଗୋଟାଉଛି ବିଜେଡି: ପାଟଣାରେ ଜନ ସମ୍ପର୍କ ପଦ ଯାତ୍ରା

ପାଟଣା,୪।୧୧(ବୀର କିଶୋର ଦାଶ): ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲା ପାଟଣା ବିଧାନ ସଭା ନିର୍ବାଚନମଣ୍ଡଳୀରେ ବିଜେଡିରର ପରାଜୟ ହୋଇଥିଲା। ତେବେ ଦୀର୍ଘ ଦେଢବର୍ଷ ପରେ ପାଟଣା ନିର୍ବାଚନମଣ୍ଡଳୀରେ ସ୍ତରୀୟ ବିଜେଡି ପଦଯାତ୍ରା ଆରମ୍ଭହୋଇଛି। ଏହା ପାଟଣା ବ୍ଲକ କେନ୍ଦେଇପୋଶି ହାଟ ପଡ଼ିଆ…

ଧମାଲ କରିବେ ଶ୍ରଦ୍ଧା: ମିଳିଲା ବଡ଼ ଅଫର୍‌

ଶ୍ରଦ୍ଧା କପୁର ମହାରାଷ୍ଟ୍ରର ପ୍ରସିଦ୍ଧ କଳାକାର ବିଠାବାଇ ନାରାୟଣଗାଓଁକରଙ୍କ ଜୀବନୀ ଉପରେ ଆଧାରିତ ଏକ ବାୟୋପିକ ‘ଇଥା’ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ଲକ୍ଷ୍ମଣ ଉଟେକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଶ୍ରଦ୍ଧା ଦିନେଶ ବିଜାନଙ୍କ ମ୍ୟାଡକ ଫିଲ୍ମସ ଦ୍ୱାରା ପ୍ରଯୋଜିତ। ମରାଠୀ…

ନବୀନଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ଅନିଲ: ରାଜନୀତିରେ ହଲ୍‌ଚଲ୍‌

ଭୁବନେଶ୍ୱର,୪।୧୧: ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ। ସେ ଫେସବୁକ ପୋଷ୍ଟରେ ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କରିଛନ୍ତି। ସେ କହିଛନ୍ତି ଆପଣଙ୍କୁ ଲୋକେ ୨୪ ବର୍ଷ ନିରଙ୍କୁଶ କ୍ଷମତା ପ୍ରଦାନ କରିଛନ୍ତି।ଏହାର ପ୍ରତିବଦଳରେ ଲୋକେ…

ICC ଘୋଷଣା କଲା ମହିଳା କ୍ରିକେଟ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ‘ଟିମ ଅଫ ଦ ଟୁର୍ନାମେଣ୍ଟ’, ଅଧିନାୟିକା ହରମନପ୍ରୀତ କୌରଙ୍କୁ ଅଣଦେଖା କରି…

ନୂଆଦିଲ୍ଲୀ,୪।୧୧: ICC ମହିଳା ବିଶ୍ୱକପ ୨୦୨୫ ପାଇଁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଦଳ ଘୋଷଣା କରିଛି। ଏହି ଦଳରେ ଟାଇଟଲ ବିଜେତା ଭାରତୀୟ ମହିଳା ଦଳର ତିନି ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ଉପବିଜେତା ଦକ୍ଷିଣ ଆଫ୍ରିକା ଦଳର ତିନି ଜଣ ଖେଳାଳି…

ବନ ବିଭାଗ କବଳରୁ ଟ୍ରାକ୍ଟର ଛଡାଇ ନେଇ ମହିଳା ଗାର୍ଡଙ୍କୁ ଦୁର୍ବ୍ୟବହାର ଘଟଣା: ଭାଜପା ନେତାଙ୍କ ଗିରଫ ଦାବି

ପାଟଣା,୪।୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଜେଡିର ଜନସମ୍ପର୍କ ପଦଯାତ୍ରା ଚାଲୁଥିବା ବେଳେ ମଙ୍ଗଳବାର ବଲାଣି ପୋଷିରେ ବିଜେଡି ଜିଲା ସଭାପତି ଆଶିଷ କୁମାର ଚକ୍ରବର୍ତ୍ତୀ ସଂରକ୍ଷିତ  ଜଙ୍ଗଲ ରୁଗତ ଶୁକ୍ରବାର ବେଆଇନ ବାଲି ଚୋରି ଓ ମହିଳା ବନ…

ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍‌କା: ୧୪ଲକ୍ଷ ପୁରସ୍କାର ଥିବା ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଭୋପାଳ,୪।୧୧: ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍‌କା। ମଧ୍ୟପ୍ରଦେଶ ବାଲାଘାଟ ଜିଲା ଲାଞ୍ଜି ପୋଲିସ ଷ୍ଟେଶନ କ୍ୟାମ୍ପରେ ମଙ୍ଗଳବାର ଜଣେ ହାଡ଼କୋର ମହିଳା ମାଓବାଦୀ ଇନ୍‌ସାସ ରାଇଫଲ ସହ ନିଜକୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ଜଣକ…

ବଂଶବାଦ ରାଜନୀତିକୁ ନେଇ ହଙ୍ଗାମା କଲାଣି ଥରୁରଙ୍କ ବୟାନ

ନୂଆଦିଲ୍ଲୀ,୪।୧୧: କଂଗ୍ରେସ ଏମପି ଶଶି ଥରୁରଙ୍କ ବଂଶବାଦ ରାଜନୀତି ଉପରେ ମନ୍ତବ୍ୟ ହଇଚଇ ସୃଷ୍ଟି କରିଛି। କଂଗ୍ରେସ ଦଳ ପ୍ରତିରକ୍ଷାମୂଳକ ସ୍ଥିତିରେ ଥିବା ବେଳେ, ଭାଜପା ଏକ ପ୍ରସ୍ତୁତ ପ୍ରସଙ୍ଗ ଏବଂ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳକୁ ଟାର୍ଗେଟ କରିବାର…

ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ଅମିତ ଶାହା, କହିଲେ…

ନୂଆଦିଲ୍ଲୀ,୪।୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦରଭଙ୍ଗାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ତାଙ୍କ ଭାଷଣରେ, ସେ ବିରୋଧୀଙ୍କ ଉପରେ କଠୋର ଆକ୍ରମଣ କରି କହିଛନ୍ତି, ଯେଉଁମାନେ “ଜଙ୍ଗଲ ରାଜ”…

ଆଜି କାର୍ତ୍ତିକ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି: ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ପୁରୀ,୪ା୧୧: ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି। ଏହି ପରିପ୍ରେକ୍ଷୀରେ ମହାପ୍ରଭୁ ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି। ତ୍ରୟୋଦଶୀ ତିଥି ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ସମ୍ପନ୍ନ ହୋଇଛି। ହେଲେ ମହାପ୍ରଭୁଙ୍କ…

୭ରେ ଛାତ୍ରୀଛାତ୍ର ଗାଇବେ ‘ବନ୍ଦେ ମାତରମ’

ଭୁବନେଶ୍ୱର,୪।୧୧: ନଭେମ୍ବର ୭ରେ ପାଳନ ହେବ ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି।ଏହି ଅବସରରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ର ରାଷ୍ଟ୍ରୀୟ ସଙ୍ଗୀତ ’ବନ୍ଦେ ମାତରମ’ ଗାନ କରିବେ। ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ପକ୍ଷରୁ ଗଣଶିକ୍ଷା/ଉଚ୍ଚଶିକ୍ଷା ବିଭାଗକୁ ଚିଠି…

ପଛରେ ପଡ଼ିଗଲେ କୋହଲି, ମାତ୍ର ୨୧ ଇନିଂସରେ ବଡ଼ ମାଇଲଖୁଣ୍ଟ ହାସଲ କଲେ ଏହି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୪।୧୧: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ସ୍ଥାପନ କରିଛନ୍ତି। ବିରାଟ ଟେଷ୍ଟ ଏବଂ ଟି-୨୦ ଆନ୍ତର୍ଜାତୀୟରୁ ଅବସର ଘୋଷଣା କରିଛନ୍ତି, କିନ୍ତୁ ସେ ଦିନିକିଆ କ୍ରିକେଟ ଖେଳୁଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri