Home Left

ତଥାପି ଜଳୁଛି ଶିମିଳିପାଳ: ଫାଙ୍କା ପଡ଼ିଛି ବନକର୍ମଚାରୀ ପଦବୀ

ବାରିପଦା ଅଫିସ,୨୪ା୩ – ଶିମିଳିପାଳ ଅଭୟାରଣ୍ୟରୁ ନିଆଁ ସମ୍ପୂର୍ଣ୍ଣ ଲିଭିଯାଇଥିବା କୁହାଯାଉଥିବା ବେଳେ ଏବେ ବି କିଛି ସ୍ଥାନରେ ନିଆଁ ଜଳୁଥିବା ଦେଖିବାକୁ ମିଳୁଛି। ମଙ୍ଗଳବାର ଉତ୍ତର ଓ ଦକ୍ଷିଣ ବନଖଣ୍ଡର୧୯ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ବନକର୍ମଚାରୀମାନେ ଏହାକୁ ଆୟତ୍ତ…

ମାଲିକଙ୍କଠୁ ଛୁଟି ନେଇ ନିର୍ବାଚନ ଲଢ଼ିବେ ଏହି କାମବାଲି: ଭାଜପା କରିଛି ପ୍ରାର୍ଥୀ

ପଶ୍ଚିମବଙ୍ଗ, ୨୩।୩: ରାଜନୀତିରେ କିଛି ବି ସମ୍ଭବ ହୋଇପାରେ। ଏ ହେଉଛନ୍ତି ୩୨ ବର୍ଷିୟା କଲିତା ମାଝି। କଲିତା ଅନ୍ୟର ଘରେ ସହାୟିକା ଭାବେ କାମ କରନ୍ତି। ଝାଡୁ, ପୋଛା ଠାରୁ ଆରମ୍ଭ କରି ବାସନ ମାଜିବା, କପାଡ଼ା ସଫା ଆଦି…

ଚାହୁଁଥିଲେ ହେବାକୁ ଆକ୍ସନ ହିରୋ, ପାଲଟିଗଲେ ରୋମାଣ୍ଟିକ୍‌ ହିରୋ…

ମୁମ୍ବାଇ: ବଲିଉଡ୍‌ର କିସିଂ ଷ୍ଟାର ଇମ୍ରାନ୍‌ ହାସ୍‌ମୀଙ୍କୁ ବୁଧବାର ୪୨ ବର୍ଷ ପୂରଣ ହୋଇଛି। ୧୯୭୯ ମାର୍ଚ୍ଚ ୨୪ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଇମ୍ରାନ୍‌ ପ୍ରାଥମିକ ପର୍ଯ୍ୟାୟରେ କ୍ୟାରିୟରରେ ଅସଫଳ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ବଲିଉଡ୍‌ରେ କିସିଂ…

କେନ୍ଦୁଝରକୁ ୩୦ରୁ ଚାଲିବ ମେମୁ ଟ୍ରେନ

କେନ୍ଦୁଝର, ୨୩।୩(ସ୍ବ.ପ୍ର.)- ଦୀର୍ଘ ଦିନର ବ୍ୟବଧାନ ପରେ ଭୁବନେଶ୍ୱର-କେନ୍ଦୁଝର ମେମୁ ଟ୍ରେନ୍‌ ଆସନ୍ତା ୩୦ରୁ ଆରମ୍ଭ ହେବ। କରୋନା କଟକଣା ପାଇଁ ପାଖାପାଖି ଏକ ବର୍ଷ ହେଲା ଏହା ବନ୍ଦ ରହିଥିଲା। ଭୁବନେଶ୍ୱରରୁ ୪ଟା୩୫ ରେ ବାହାରି କେନ୍ଦୁଝରରେ ରାତି ୯ଟା୩୫ରେ…

ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌

କେନ୍ଦୁଝର/ ଘଟଗାଁ (ସ୍ବ.ପ୍ର.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ମୁକୁନ୍ଦପୁରପାଟଣା ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌)ଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯାଗରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଜିଆର୍‌ଏସ୍‌ ସୌଭାଗ୍ୟଲକ୍ଷ୍ମୀ…

ଢାବା ମାଲିକଙ୍କୁ ମିଛ ମାମଲାରେ ଜେଲ ପଠାଇଦେଲେ ପୋଲିସ ବାବୁ

ଲକ୍ଷ୍ନୌ,୨୩।୩: ବେଆଇନ ମଦ ଓ ଗଞ୍ଜେଇ ରଖିବା ମିଛ ମାମଲାରେ ଢାବା ମାଲିକଙ୍କ ସହ ୯ ଜଣଙ୍କୁ ଗିରଫ କରି ଜେଲ ପଠାଇଥିବା ପୋଲିସ ଇନସ୍ପେକ୍ଟର ଓ ୨ ଜଣ କନଷ୍ଟେବଳଙ୍କୁ ସସ୍‌ପେଣ୍ଡ କରାଯାଇଛି। ଖାଇବା ପରେ ୨ ପୋଲିସକର୍ମୀଙ୍କୁ ଟଙ୍କା…

ଗୋଟିଏ ମ୍ୟାଚ୍‌ରେ ଆହତ ହେଲେ ଦୁଇ ଭାରତୀୟ ଖେଳାଳି

ପୁଣେ,୨୩।୩: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ଦୁଇ ଖେଳାଳି ଆହତ ହୋଇଛନ୍ତି। ବ୍ୟାଟିଂ ବେଳେ ଭାରତୀୟ ଓପନର ରୋହିତ ଶର୍ମା ଆଘାତ ପାଇଥିବାବେଳେ ଫିଲ୍ଡିଂ ବେଳେ ଆହତ ହୋଇଛନ୍ତି ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର। ଏ…

ବ୍ୟବସାୟୀଙ୍କ ହତ୍ୟା ମାମଲରେ ସଚିନ ଓ୍ବାଜେ ମୁଖ୍ୟ ଅଭିଯୁକ୍ତ : ମହାରାଷ୍ଟ୍ର ଏଟିଏସ୍‌

ନୂଆଦିଲ୍ଲୀ,୨୩।୩: ବ୍ୟବସାୟୀ ମନସୁଖ ହିରନଙ୍କ ହତ୍ୟା ମାମଲାରେ ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର ସଚିନ ଓ୍ବାଜେ ମୁଖ୍ୟ ଅଭିଯୁକ୍ତ। ଏ ନେଇ ମହାରାଷ୍ଟ୍ର ଆଣ୍ଟି ଟେରରିଜମ ସ୍କ୍ବାଡ (ଏଟିଏସ୍‌) ପକ୍ଷରୁ ମଙ୍ଗଳବାର ସ୍ପଷ୍ଟ କରାଯାଇଛି। ଖବରଦାତା ସମ୍ମିଳନୀରେ ମହାରାଷ୍ଟ୍ର ଏଟିଏସ୍‌ ଡିଜି ଜୟ…

ଏହି କ୍ରିକେଟରଙ୍କ ଗୋଟିଏ ଶର୍ଟରେ କଣା ହେଲା ବଲ୍‌: ମାତ୍ର ୩ ଓଭରରେ…

ପୁଣେ,୨୩।୩: ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଭାରତୀୟ ଟିମ୍‌ ବ୍ୟାଟିଂ କରୁଥିବା ବେଳେ ମାତ୍ର ୧୬ ବଲ୍‌ ପରେ ଅମ୍ପାୟାର ବଲ୍‌ ପରିବର୍ତ୍ତନ କରିଥିଲେ। କାରଣ…

ବଲିଉଡ୍‌ର ସବୁଠୁ ଦାମୀ ଅଭିନେତା, ଅକ୍ଷୟ-ସଲମାନ ପଡିଲେ ପଛରେ

ବମ୍ବେ: ବଲିଉଡ୍‌ରେ ତିନି ଖାନ୍‌ଙ୍କ ଦବ୍‌ଦବା ବିଷୟରେ ସମସ୍ତେ ଜାଣନ୍ତି। ସେ ଅମିର ଖାନ୍‌ ହୁଅନ୍ତୁ ଅବା ଶାହାରୁଖ-ସଲମାନ୍‌, ସମସ୍ତେ ଅଭିନୟ କ୍ଷେତ୍ରରେ ମାଇଲଖୁଣ୍ଟ ହାସଲ କରିଛନ୍ତି। ଦେଶ ତଥା ବିଦେଶରେ ଏମାନଙ୍କ ଫିଲ୍ମର ରିଲିଜକୁ ପ୍ରଶଂସକ ଚାହିଁ ରହିଥାନ୍ତି। ବିଶେଷକରି…

ସମାଲୋଚନାକୁ ବ୍ୟାଟ୍‌ରେ ଜବାବ ଦେଲେ ଗବ୍ବର: ଏହି ମାମଲାରେ ହେଲେ ସେହଓ୍ବାଗଙ୍କ ସମକକ୍ଷ

ପୁଣେ,୨୩।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଗବ୍ବର ତଥା ଶିଖର ଧଓ୍ବନଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଥିଲା। ଶେଷରେ ତାହା ହିଁ ହୋଇଛି। ଶତକ ମାରିବାରୁ ବଞ୍ଚିତ ହୋଇଥିଲେ ହେଁ ଧଓ୍ବନ ବିଦେଶୀ ବୋଲରଙ୍କୁ ଅଡ଼ୁଆରେ ପକାଇଦେଇଥିଲେ।…

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ୫ ଯବାନ ଶହୀଦ

ନୂଆଦିଲ୍ଲୀ,୨୩।୩ : ଛତିଶଗଡ଼ର ନାରାୟଣପୁର ଜିଲାରେ ମଙ୍ଗଳବାର ସୁରକ୍ଷା କର୍ମୀଙ୍କ ବସ ଉପରେ ଆକ୍ରମଣ କରିଛନ୍ତି ମାଓବାଦୀ। ଏହି ଘଟଣାରେ ଅତିକମ୍‌ରେ ୫ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। କିଛି ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri